ଜନ୍ମାଷ୍ଟମୀ ଦିନ ଏକ ଟଙ୍କିଆ କଏନରେ କରନ୍ତୁ ଏହି ଅଚୁକ ଉପାୟ, ବଦଳିଯିବ ଆପଣଙ୍କ ଭାଗ୍ୟ

ଜନ୍ମାଷ୍ଟମୀ ପର୍ବଟିକୁ ପୂରା ଭାରତ ବର୍ଷରେ ଲୋକମାନେ ବହୁତ ଉତ୍ସୁକତାର ସହ ପାଳନ କରିଥାନ୍ତି । ଧନ ସମ୍ବଦ୍ଧିତ ସମସ୍ୟା ଦୂର କରିବାପାଇଁ ସମୟ ଅତ୍ୟନ୍ତ ଉତ୍ତମ ହୋଇଥାଏ । କାରଣ ଭଗବାନ ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁ ଙ୍କ ଅବତାର ଅଟନ୍ତି ଏବଂ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କର ସ୍ବାମୀ ଅଟନ୍ତି । ସେଥିପାଇଁ ଯେତେବଳେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।

ଆଜି ଆମେ ଜାଣିବା ଏକ ଅଚୁକ ଉପାୟ ବିଷୟରେ ଯାହାକି ଆପଣ ଆପଣଙ୍କ ଧନ ସମ୍ବଦ୍ଧିତ ଅନ୍ୟ ସମସ୍ତ ସମସ୍ୟା ମଧ୍ୟ ଦୂର କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟଟିକୁ । ଏହି ଉପାୟଟିକୁ ଜନ୍ମାଷ୍ଟମୀ ଦିନ ରାତି ୧୨ ଟାରେ ଯେତେବଳେ କୃଷ୍ଣ ଙ୍କ ପୂଜା କରାଯାଏ ସେତେବେଳେ କରିବେ ।

ଆପଣ ଯେତେବେଳେ ପୂଜା କରିବେ ସେଥିରେ କିଛି କଏନ ରଖିଦେବେ ଏବଂ ସେହି କଏନକୁ ଯଥାବିଧି ପୂଜା କରିବେ ଏବଂ ପୂଜା କରିସାରିବାପରେ ସେହି କଏନକୁ ଆପଣଙ୍କ ପର୍ଶ ରେ ରଖିଦିଅନ୍ତୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମଙ୍କ କୃପା ରୁ ଆପଣଙ୍କର ପର୍ଶ କେବେ ବି ଖାଲି ହବ ନାହିଁ ଏବଂ ଆପଣଙ୍କର ପଇସାର କେବେ ହବ ନାହିଁ ।

ଏବେ ଜାଣିବା ଦ୍ଵିତୀୟ ଉପାୟ ଟି କଣ । ଏହି ଉପୟଟିକୁ ଆପଣ ଜନ୍ମାଷ୍ଟମୀ ଦିନ ରାତିରେ ଯେତେବେଳେ ପୂଜା କରୁଛନ୍ତି ସେତେବେଳେ ସେଥିରେ ୧୧ ଟି ହଳଦିଆ କଉଡ଼ି ରଖିଦିଆନ୍ତୁ ଏବଂ ଏହି କଉଡ଼ି ର ବିଧି ପୂର୍ବକ ପୂଜା କରନ୍ତୁ ଏବଂ ଏହା ସହିତ ଭଗବାନ ବିଷ୍ଣୁ ଏବିଁ ମାତା ଲକ୍ଷ୍ମଙ୍କୁ ସ୍ମରଣ କରନ୍ତୁ । ପୂଜା ସରିବା ପରେ ଏହି ହଳଦିଆ କଉଡ଼ି କୁ ଲାଲ୍ ରଙ୍ଗ ର କପଡ଼ାରେ ବାନ୍ଧି ଆପଣ ପଇସା ରଖୁଥିବା ଆଲମାରୀ ରେ ରଖିଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ଘର ଧନ ଧାନ୍ୟ ରେ ସବୁବେଳେ ଭାରିରହିବ ।

ତୁର୍ତୀୟ ଉପୟଟି ହେଲା ତୁଳସୀ ଗଛ ର ପୂଜା କରିବା । ଏହା ଆପଣମାନେ ଜାଣିଥିବେ କି ତୁଳସୀ ଭଗବାନ ବିଷ୍ଣୁଙ୍କ ର ଅତ୍ୟନ୍ତ ପ୍ରିୟ ଅଟେ । ଏହି ଦିନ ମାତା ତୁଳସୀ ଙ୍କୁ ପ୍ରସ୍ନନ କରିବାଦ୍ୱାରା ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାବେଳେ ତୁଳସୀ ଚଉରା ମୂଳରେ ଘିଅ ଦୀପ ଜଳନ୍ତୁ ।

ଏହା ସହିତ ସେହି ସମୟରେ ଓଁ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁ ନିଶ୍ଚୟ ଆପଣଙ୍କର ଉପରେ ପ୍ରସନ୍ନ ହେବେ । ଏହା ସହିତ ଆପଣଙ୍କର ଶକ୍ତି ଅନୁସାରେ ଯଥା ସମ୍ଭବ ଫଳ ଓ ଖାଦ୍ୟଶସ୍ୟ ଦାନ କରନ୍ତୁ ଏହି ଭଳି ଛୋଟ ଛୋଟ ଉପାୟ ଦ୍ଵାରା ଆପଣ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର କରିପାରିବେ । ଏହି ଉପାୟ ଗୁଡ଼ିକ ଯେତିକି ସହଜ ସେତିକି ପ୍ରଭାବଶାଳୀ ଅଟେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।