ଝିଅଟିକୁ ଏକୁଟିଆ ଦେଖି ଲୋକଟି କଲା ଏମିତି…କ୍ୟାମେରାରେ କଏଦ ହେଇଗଲା ନହେଲେ କେହି ବିଶ୍ଵାସ ବି କରି ନଥାନ୍ତେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଚୋ-ରୀ କରିବା ଏକ ମ-ହା-ପା-ପ ହୋଇଥାଏ । ହେଲେ ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପାଇଁ ଚୋ-ରୀ କରିବା ଏକ ଧର୍ମ ହୋଇଯାଇଛି । କିଛି ଚୋ-ର ମାନଙ୍କ ଭା-ଇ-ରା-ଲ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହିଛି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଚୋ-ର ମାନଙ୍କର ଏହି କ-ର-ନା-ମା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ସ୍ପେଶିଆଲ ଚୋ-ର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା କ୍ୟାମେରାରେ ରେକର୍ଡ ହୋଇ ରହିଛି ।


୧. ସୋ-ସି-ଆ-ଲ ମି-ଡି-ଆରେ ଏକ ଚୋ-ରୀ ବହୁତ ଅଧିକ ଚର୍ଚାରେ ରହିଛି । ବନ୍ଧୁଗଣ ଚାଲୁଥିବା ଗାଡିରୁ ଚୋ-ରୀ କରିବା ଆପଣ ମାନେ ଫିଲ୍ମରେ ଦେଖିଥିବେ ହେଲେ ଏହି ଚୋ-ରୀକୁ ବାସ୍ତବରେ କିଛି ଲୋକ ପରିଣତ କରିଛନ୍ତି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ଦୁଇଟି ଚୋ-ର ଏକ ଚାଲୁଥିବା ଟ୍ରକ ଉପରେ ଚଢି ଚୋ-ରୀ କରିବା ପାଇଁ ଚେଷ୍ଟା କରୁଥିଲେ ।

ଟ୍ରକ ପଛରେ ଆସୁଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ଟ୍ରକକୁ ଓ-ଭ-ର ଟେ-କ କରି ଡ୍ରାଇଭରକୁ କହିଥିଲେ । ଟ୍ରକ ଡ୍ରାଇଭର ଗାଡି ରୋକିବା ମାତ୍ରେ ଦୁଇଟି ଚୋ-ର ଟ୍ରକରୁ ସିଧା ତଳକୁ ଡେ-ଇଁ ଫେ-ରା-ର ହୋଇଥିଲେ ।

୨. ଦ୍ଵିତୀୟ ଚୋ-ରୀ-ଟି ଏକ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଭି-ଡି-ଓ-ଟି ହେଉଛି ଏକ ଜ୍ବେଲେରୀ ଦୋକାନର । ଏହି ସ୍ଥାନକୁ ଏକ ମହିଳା ଆସି କାନ ଫୁଲ ଦେଖାଇବା ପାଇଁ କହିଥିଲା । କିଛି ସମୟ ସେହି ଦୋକାନରେ ଟାଇମ ପାସ କରିବା ପରେ ମହିଳା ଜଣକ ଚୁପ ଚାପ ଦୋକାନ ଡ୍ରର ଭିତରେ ହାତ ପୁରାଇ କାନ ଫୁଲ ଚୋ-ରୀ କରି ଦେଉଛି । ମହିଳା ଜଣକ ଚୋ-ରୀ କରି ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲେ ହେଲେ ପରେ ସିସି ଟିଭି କ୍ୟାମେରା ଚେକ କରିବା ଦ୍ଵାରା ଦୋକାନ ମାଲିକ ଏହା ବିଷୟରେ ଜାଣି ଥିଲେ ।

୩. ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସେଲଫି ନେବା ପାଇଁ ପସନ୍ଦ କରୁଛନ୍ତି । ଅଧିକାଂଶ ଝିଅ ମାନେ ସେଲଫି ନେବା ପାଇଁ ପସନ୍ଦ କରନ୍ତି । ଆମ ତୃତୀୟ ଭି-ଡି-ଓରେ ଦୁଇଟି ମହିଳା ରାସ୍ତା ସାଇଡରେ ଛିଡା ହୋଇ ସେଲଫି ନେଉଥିଲେ । ସେଲଫି ନେଉଥିବା ସମୟରେ ଏକ ଲୋକ ବାଇକରେ ଆସି ସେହି ଝିଅ ହାତରୁ ଫୋନ ଚୋ-ରୀ କରି ନେଇଗଲା । ଫୋନ ଚୋ-ରୀ ହେବା ପରେ ଦୁଇ ଝିଅ ସେହି ଚୋ-ର ପଛରେ ଗୋଡେଇଲେ ହେଲେ ନିରାଶ ହେଲେ ।

୪. ଶେଷ ଭି-ଡି-ଓଟି ସିସି ଟିଭି କ୍ୟାମେରାରେ ରେକର୍ଡ ହେଉଛି । ଏହି ଭି-ଡି-ଓରେ ଏକ ମହିଳା ନିଜ ଛୁଆକୁ ନେଇ ରାସ୍ତାରେ ଚାଲି ଚାଲି ଯାଉଛି । ସେହି ସମୟରେ ହଠାତ ଏକ ଲୋକ ମହିଳା ହାତରୁ ତାର ଫୋନ ଛଡାଇ ଚାଲି ଯାଉଛି । ମହିଳା ଜଣକ କିଛି ସମୟ ପାଇଁ କିଛି ବୁଝି ପାରିଲେ ନାହିଁ ।