୧ ବର୍ଷର ଝିଅକୁ ବନ୍ଦ ଥିବା ଘରେ ଛାଡି ଦେଇ ଚାଲିଗଲା ମା, ୧୦ ବର୍ଷ ପରେ ଫେରି ଦେଖିଲା ତ ହେଇଗଲା ଆଶ୍ଚର୍ଯ୍ୟ !

ଯେତେବେଳେ ଏକ ଶିଶୁ ଜନ୍ମ ହୋଇଥାଏ ତେବେ ସେତେବେଳେ ତାକୁ ନିଜର ମା ଦରକାର ହୋଇଥାଏ କାରଣ ଜନ୍ମ ପରେ ମା ହିଁ ନିଜ ପିଲାର ଧ୍ୟାନ ରଖିଥାଏ । ଏମିତିରେ ଯଦି କୌଣସି ମା ନିଜର ଛୋଟ ଶିଶୁକୁ ଏକ ବନ୍ଦ ଥିବା ଘରେ ଛାଡି ଦେଇ ଚାଲିଯାଏ ତେବ ଚିନ୍ତା କରନ୍ତୁ ସେହି ଶିଶୁ ସହିତ ଜଣ ହୋଇଥିବ । ଏହିଭଳି ଏକ କାହାଣୀ ଆଜି ଆମେ ଆପଣଙ୍କ ସାମାନରେ ନେଇ ଆସିଛୁ । ଚାଲନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା .

କହିବାକୁ ଗଲେ ଏହି କାହାଣୀ ରୁସର ୟାରୋସ୍ଲେୱରର ଅଟେ । ଯେଉଁଠି ଗୋଟିଏ ମା ନିଜର ଏକ ବର୍ଷର ଶିଶୁକୁ ଏକ ବନ୍ଦ ଘରେ ଏକୁଟିଆ ଛାଡି ଦେଇ ଚାଲି ଯାଇଥିଲା । ଏହା ପରେ ଦିନେ ଜଣେ ବ୍ୟକ୍ତିକୁ ସେହି ଘର ପାଖ ଦେଇ ଯାଉଥିଲା କି ତାକୁ ଏକ ଶିଶୁର କାନ୍ଦିବାର ଆବାଜ ଶୁଣିବାକୁ ମିଳିଲା । କିନ୍ତୁ ସେ ଏହାକୁ ଏକ ସାଧାରଣ ଶବ୍ଦ ଭାବି ନଜରଅନ୍ଦାଜ କରି ଚାଲିଗଲା ।

କିନ୍ତୁ ପୁଣି ଦ୍ଵିତୀୟ ଓ ତୃତୀୟ ଦିନ ବି ସେହି ବ୍ୟକ୍ତିକୁ ସେହିଭଳି ଆବାଜ ଶୁଣିବାକୁ ମିଳିଲା । ଏହା ପରେ ସେ ପୁଲିସକୁ ଖବର ଦେଲା ଓ ଯେତେବେଳ ପୁଲିସ ସେହି ଘର ଭିତରକୁ ଗଲା ତେବ ତାଙ୍କୁ ଏକ ଶିଶୁ ମିଳିଲା ।

କିନ୍ତୁ ସେହି ଶିଶୁଟିର ଅବସ୍ଥା ବହୁତ ଖରାପ ଥିଲା । ଏହା ପରେ ପୁଲିସ ସଙ୍ଗେ ସଙ୍ଗେ ସେହି ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଇଲା ଓ ସେହି ଶିଶୁଟିର ପରିବାର ଲୋକମାନଙ୍କୁ ଖୋଜିବାରେ ଲାଗିଲା । କିଛି ସମୟ ପରେ ଜଣା ପଡିଲା କି ଏହି ଶିଶୁଟିର ନାମ ଲିଜା ଛାୟା ଅଟେ । କିନ୍ତୁ ତାହାର ପରିବାର ବିଷୟରେ କିଛି ଜଣା ପଡିଲା ନାହିଁ । ଯେଉଁ ହସ୍ପିଟାଲରେ ସେହି ଶିଶୁର ଚିକିସ୍ଛା ଚାଲିଥିଲା ସେହି ହସ୍ପିଟାଲରେ ଏକ ଇନା ନାମକ ମହିଳା ଥିଲା ଓ ତାକୁ ଲିଜା ବିଷୟରେ ଜଣେ ନର୍ସ କହିଲେ ।

ଏହା ପରେ ଇନା ସେହି ଶିଶୁକୁ ଗୋଦ ନେଇ ନିଜ ଝିଅ ଭଳି ପାଳନ ପୋଷଣ କରିଲା ଓ ଆଜି ଲିଜା ଏକ ବହୁତ ବଡ ମଡେଲ ହୋଇ ଯାଇଛି । ଯେତେବେଳେ ଲିଜା ବିଷୟରେ ତାହାର ଅସଲ ମାତା ପିତାକୁ ଜଣା ପଡିଲା ତେବେ ସେମାନେ ଲିଜା ସହିତ ଦେଖା କରିବା ପାଇଁ ଗଲେ କିନ୍ତୁ ଲିଜା ତାହାର ମାର ଚେହେରା ଦେଖିବାକୁ ଚାହୁଁ ନ ଥିଲା କାରଣ ଲିଜାକୁ ତାହାର ମା ଏକ ବନ୍ଦ ଘରେ ମରିବା ପାଇଁ ଛାଡି ଦେଇଥିଲା ।