ଏହି 7 ସମସ୍ଯା ଥିବା ଲୋକ ଭୁଲରେ କରନ୍ତୁ ନାହିଁ ହଳଦୀର ସେବନ, ନହେଲେ ଭୟଙ୍କର ହୋଇଥାଏ ପରିଣାମ, Dr. Saleem Zaidi

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହଳଦୀ ଏପରି ଏକ ପଦାର୍ଥ । ଯାହାକୁ ରୋଷେଇ କାର୍ଯ୍ୟରେ ବ୍ୟବହାର କରିବା ସହ ଶରୀରର ଅନ୍ୟାନ୍ୟ ଆବଶ୍ୟକତା ସମୟରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ତେଣୁ ହଳଦୀକୁ ଭର୍ସାଟାଇଲ ହରବାଲ କୁହାଯାଇଥାଏ । ତେବେ ଏହି ହଳଦୀର ବ୍ୟବହାର କେଉଁ କେଉଁ ସମୟରେ କରିବା ଅନୁଚିତ । ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା । ଯେଉଁ ବ୍ୟକ୍ତି ମାନଙ୍କର ଶରୀରରେ ରକ୍ତର ମାତ୍ରା କମ୍ ରହିଥାଏ ।

ସେମାନେ ହଳଦୀର ବ୍ୟବହାର ତଥା ସେବନ କରିବା ଉଚିତ ହୋଇନଥାଏ । କାରଣ ହଳଦୀର ଶରୀରରେ ଆଇରନର ଶୋଷଣକୁ କମାଇଦେଇଥାଏ । ଯଦି ଶରୀରରେ ଆଇରନର ଅଭାବ ହେବ । ତେବେ ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖିଯିବା ସହ ଲୋକ ଆନିମିଆ ସମସ୍ଯାରେ ପୀଡିତ ହେବାର ସମ୍ଭାବନା ରହିଥାଏ । ଯେଉଁ ମହିଳା ଗର୍ଭବତୀ ହୋଇଥିବେ । ସେହି ମହିଳା ମାନେ ହଳଦୀର ସେବନ କରିବା ଉଚିତ ହୋଇନଥାଏ ।

କାରଣ ଏପରି ହଳଦୀର ବହୁ ମାତ୍ରାରେ ସେବନ କରିବା ଦ୍ଵାରା ସେହି ମହିଳାଙ୍କ କ୍ଷେତ୍ରରେ ଆବୋରସନ ହେବାର ସମ୍ଭାବନା ବଢିଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ବ୍ଲିଡିଙ୍ଗ ଡିସଅର୍ଡର ଭଳି ସମସ୍ଯା ରାହୁଥାଏ । ଯେପରି କୌଣସି ଲୋକଙ୍କ କୌଣସି ସ୍ଥାନରେ କ୍ଷତ ହୋଇଗଲେ । ସେହି ସ୍ଥାନରେ ରକ୍ତସ୍ରାବ ହେବା ସଙ୍ଗେ ସଙ୍ଗେ ବନ୍ଦ ହୋଇନଥାଏ । ସେପରି ଲୋକଙ୍କ କ୍ଷେତ୍ରରେ ହଲଦୀର ସପ୍ଲିମେଣ୍ଟ ବହୁ ମାତ୍ରାରେ ସେବନ କରିବା ଉଚିତ ହୋଇନଥାଏ ।

ଯେଉଁ ମାନଙ୍କର କିଡନୀରେ ବାରମ୍ବାର ଷ୍ଟୋନ ହେବାର ସମ୍ଭାବନା ରହୁଥାଏ । ସେପରି ସ୍ତଳରେ ମଧ୍ୟ ଅଧିକ ମାତ୍ରାରେ ହଳଦୀର କୌଣସି ସପ୍ଲିମେଣ୍ଟ ବ୍ୟବହାର କରିବା ଉଚିତ ହୋଇନଥାଏ । ଯେଉଁ ଲୋକମାନେ ଡାଇବେଟିସରେ ପୀଡିତ ଅଛନ୍ତି । ସେମାନଙ୍କ ପାଇଁ ହଳଦୀର କୌଣସି ପ୍ରକାର ସପ୍ଲିମେଣ୍ଟ କରିବା ଏତେ ମାତ୍ରାରେ ଯାଦିଓ ଖରାପ ହୋଇନଥାଏ ।

ହେଲେ ଯଦି ଆପଣ ଡାଇବେଟିସରେ ପୀଡିତ ରହିଥାନ୍ତି । ଏହା ସହ ଡାଇବେଟିସ ପାଇଁ ମେଡ଼ିସିନ ସେବନ କରୁଥାନ୍ତି । ଏହା ସହ ଇନସୁଲିନ ମଧ୍ୟ ନେଉଥାନ୍ତି । ତେବେ ଏପରି କ୍ଷେତ୍ରରେ ହଳଦୀର କୌଣସି ସପ୍ଲିମେଣ୍ଟ ଅଧିକ ବ୍ୟବହାର କରିବା ଆପଣଙ୍କ ପକ୍ଷେ ଉଚିତ ହୋଇନଥାଏ । ଯେଉଁ ପୁରୁଷଙ୍କ କ୍ଷେତ୍ରରେ ଇନଫରଟିଲିଟି ବା ସ୍ପମ କାଉଣ୍ଟ କମ୍ ରହୁଥାଏ ।

ତେବେ ସେହି ପୁରୁଷ ମାନେ ମଧ୍ୟ ହଳଦୀ ତଥା ହଳଦୀର କୌଣସି ପ୍ରକାର ସପ୍ଲିମେଣ୍ଟ ବ୍ୟବହାର କରିବା ଉଚିତ ହୋଇନଥାଏ । ଏହି ସବୁ ଉପରୋକ୍ତ ସମସ୍ଯା ଥିବା ଲୋକଙ୍କ କ୍ଷେତ୍ରରେ ହଳଦୀକୁ ଯେକୌଣସି ତରକାରୀ ବ ଖାଦ୍ୟରେ ଅଳ୍ପ ଅଳ୍ପ ବ୍ୟବହାର କରି ଖାଇପାରିବେ । ହେଲେ ହଳଦୀର ସପ୍ଲିମେଣ୍ଟ ଏତେ ମାତ୍ରାରେ ବ୍ୟବହାର କରିବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ସ୍ଵାସ୍ଥଜନିତ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ