କୋଲଷ୍ଟ୍ରୋଲର କାଳ ହେଉଛି ଏହି ତିନୋଟି ଜିନିଷ, ତୃତୀୟ ଜିନିଷଟି ହେଉଛି ବହୁତ ଲାଭ ଦାୟକ

ଆଜିର ଦୁନିଆରେ ଶରୀରରେ କୋଲଷ୍ଟ୍ରୋଲ ବଢିବାର ସମସ୍ୟା ସାମାନ୍ୟ ହେଇଯାଇଛି ଓ ଏହାର ଶିକାର ସାଧାରଣତଃ ଯବାନ ଲୋକମାନେ ହେଉଛନ୍ତି । ସମୟ ଥିଲା କୋଲଷ୍ଟ୍ରୋଲ ଏକ ନିର୍ଦ୍ଧିଷ୍ଟ ବୟସ ସୀମାରେ ଶରୀରରେ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା ଯୌବନ ସମୟରେ ମଧ୍ୟ ଶରୀରରେ ବଢିଯାଉଛି । ଶରୀରରେ ବଢୁଥିବା କୋଲଷ୍ଟ୍ରୋଲ କାରଣରୁ ହାର୍ଟଟାକ, ଶ୍ଵାସ ରୋଗ ଓ ହାଇ ବିପି ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଛି ।

Image courtesy: Google

ଆମର ବଦଳୁ ଥିବା ଖାଦ୍ୟ ପେୟ ଓ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା କୋଲଷ୍ଟ୍ରୋଲ ବଢିଥାଏ । ଏହାକୁ ଠିକ ସମୟରେ ନିୟନ୍ତ୍ରଣ ନ କରିଲେ ହାର୍ଟଟାକ ପରି ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ଉପାୟ ବିଷୟରେ କହିବୁ ଯାହାକୁ କୋଲଷ୍ଟ୍ରୋଲ ର କାଳ କୁହାଯାଏ ।

୧. ରସୁଣ

Image courtesy: Google

ରସୁଣରେ ବହୁତ ମାତ୍ରାରେ ଆହାର ଫାଇବର ଓ ପୋଟାସିୟମ ଭଳି ତତ୍ଵ ରହିଥାଏ । ଏହା ଶରୀରରେ ଥିବା କୋଲଷ୍ଟ୍ରୋଲକୁ କମ କରାଇଥାଏ । ସେଥିପାଇଁ ରସୁଣ ଖାଇବା ଦରକାର, ଏହା ଦ୍ଵାରା ଶରୀରରେ ବଢିଯାଉଥିବା କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ ।

୨. ଅଲିଭ ଅଏଲ

Image courtesy: Google

ଅଲିଭ ଅଏଲ ମଧ୍ୟରେ ମୋନୁ ସ୍ୟାଚୁରେଟେଡ ଫ୍ୟାଟି ଏସିଡ ଥାଏ, ଏହା କୋଲଷ୍ଟ୍ରୋଲକୁ କମାଇବା ସହିତ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରିତ କରିଥାଏ ।

୩. ଗ୍ରୀନ ଟି

Image courtesy: Google

ଗ୍ରୀନ ଟି ରେ ଏମୀନୋ ଏସିଡ ଏଞ୍ଜାଇମ, କାର୍ବୋହାଇଡ୍ରେଟ ମ୍ୟାଗ୍ନେସିୟମ, କ୍ୟାଲସିୟମ, ଲୌହ, ମାଙ୍ଗାନିଜ ଓ କ୍ରୋମିୟମ ଆଦି ତତ୍ଵ ରହିଥାଏ । ଏହା ଶରୀରରେ ବଢୁଥିବା କୋଲଷ୍ଟ୍ରୋଲକୁ କମାଇବାର ସବୁଠୁ ଭଲ ଉପାୟ ଅଟେ । ସବୁଦିନ ସକାଳେ ଗ୍ରୀନ ଟି ପିଇ ଯୋଗ ବା ବାୟାମ କରିବା ଦ୍ଵାରା କୋଲେଷ୍ଟ୍ରୋଲ ବହୁତ ଶୀଘ୍ର କମିଥାଏ ।

ଏହି ସବୁ ଉପାୟକୁ କୋଲେଷ୍ଟ୍ରୋଲର କାଳ କୁହାଯାଏ । କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ପାଇଁ ଏହି ତିନୋଟି ଉପାୟକୁ ଅବଲମ୍ବନ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।