ଏହି ଟେଷ୍ଟରେ ଚାଲି ଯାଇପାରେ ବ୍ୟକ୍ତିଙ୍କ ଜୀବନ, ASI Gopal Das ଙ୍କୁ କାହିଁକି ଦେବକାଉ ପଡୁଛି ଏଭଳି ଭୟାନକ ଟେଷ୍ଟ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ASI ଗୋପାଳ ଦାସଙ୍କର ନା-ର୍କୋ ଟେ-ଷ୍ଟ କରାଯିବ ବୋଲି ଗତକାଲି ଶୁଣିବାକୁ ମିଳିଥଲା । । କୁହାଯାଉଛି କି ଏହି ଟେଷ୍ଟରେ କୁଆଡେ ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଥାଏ । ଏହି ନା-ର୍କୋ ଟେ-ଷ୍ଟ କରା ଯାଉଥିବା ବ୍ୟକ୍ତି ମୃ-ତ୍ୟୁ ମୁଖରେ ପଡ଼ିପାରନ୍ତି ବୋଲି ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ବହୁତ ମା-ରା-ତ୍ମ-କ ହୋଇଥାଏ ଏହି ନା-ର୍କୋ ଟେ-ଷ୍ଟ । ଏହାକୁ ପରୀକ୍ଷା କରିବା ବେଳେ ସଂପୂର୍ଣ୍ଣ ଡାକ୍ତରୀ ଟିମ୍ ସେହି ସ୍ଥାନରେ ଉପସ୍ଥିତ ରହିଥାନ୍ତି ।

ସେଠାରେ ମନୋବିଜ୍ଞାନୀ, ବରିଷ୍ଠ ତଦନ୍ତକାରୀ ଅଫିସର ଓ ଫରେନସିକ ଏକ୍ସପର୍ଟ ମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି । କାରଣ ଏଭି ଟେଷ୍ଟ ବେଳେ ଜୀବନ ପ୍ରତି ସବୁଠୁ ବଡ ବିପଦ ରହିଥାଏ । କାରଣ ଏହି ଟେଷ୍ଟ ବେଳେ ଅ-ଭି-ଯୁ-କ୍ତଙ୍କର ମୃ-ତ୍ୟୁ ହୋଇପାରେ । ଆଉ ଆଜି ସେହି ବିପଦଜନକ ଟେଷ୍ଟ ଦେବାକୁ ପଡିବ ଅ-ଭି-ଯୁ-କ୍ତ ଗୋପାଳକୁ । ଏହି ଟେଷ୍ଟ କରିବା ପୂର୍ବରୁ ପ୍ରଥମେ ଅ-ଭି-ଯୁ-କ୍ତଙ୍କର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ ।

ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡିବା ପରେ ଯାଇ ନା-ର୍କୋ ଟେ-ଷ୍ଟ କରାଯାଏ । ଗୋପାଳ ଯଦି ସଂପୂର୍ଣ୍ଣ ସୁସ୍ଥ ଥିବ ତେବେ ତା’ କ୍ଷେତ୍ରରେ ଏହି ପରୀକ୍ଷା କରାଯିବ । ଏଥିପାଇଁ ଅ-ଭି-ଯୁ-କ୍ତ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟ ସହ ବୟସକୁ ମଧ୍ୟ ଧ୍ୟାନରେ ରଖାଯିବ । ଏହି ଟେଷ୍ଟ ବେଳେ ପ୍ରଥମେ ସୋଡିୟମ ପେଣ୍ଟାଲାଥ ନାମକ ଏକ ଡ୍ର-ଗ ଇଞ୍ଜେକସନ ଦିଆ ଯାଇଥାଏ ।

ସବୁଠୁ ବଡ କଥା ହେଉଛି ଏହି ସୋଡିୟମ ଡ୍ରଗ ର ପରିମାଣ ଠିକ ରହିବା ଉଚିତ । ଯାହା ସେଠାରେ ଉପସ୍ଥିତ ଡାକ୍ତରୀ ଟିମ୍ ନଜର ରଖିଥାନ୍ତି । ଅ-ଭି-ଯୁ-କ୍ତ ଯେତେବେଳେ ତଦନ୍ତକାରୀ ଅଫିସରଙ୍କୁ ବାରମ୍ବାର ଜେରା ପରେ ବି ସତ କଥା କୁହେ ନାହିଁ ସେତେବେଳେ ଏହି ନାର୍କୋ ଟେଷ୍ଟ ପାଇଁ ଅନୁମତି ମିଳିଥାଏ । ଅ-ଭି-ଯୁ-କ୍ତର କଥାରେ ଯଦି ତଦନ୍ତକାରୀ ଅଫିସରଙ୍କ ଭରସା ହୋଇ ନଥାଏ ତେବେ ମଧ୍ୟ ଏହି ଟେଷ୍ଟ କରିବାକୁ କୁହାଯାଏ । ଏହି ଇଞ୍ଜେକସନ ନେବା ଅପରେ ଅ-ଭି-ଯୁ-କ୍ତଙ୍କ ଚେତା ପଳାଇଯାଏ ।

କେବଳ ମସ୍ତିଷ୍କ ତ୍ଵରିତ ପ୍ରତିକ୍ରିୟା ଦେଇଥାଏ ଏବଂ ଅନ୍ୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କିଛି ସମୟ ପାଇଁ ଅଚଳ ହୋଇଯାଏ । ଯାହାଫଳରେ ବ୍ୟକ୍ତି ଆଉ ମିଛ କହି ପାରନ୍ତି ନାହିଁ । ଏହା ହିଁ ଏହି ଟେଷ୍ଟ ର ମୂଳ ଲକ୍ଷ୍ୟ । ଆଉ ସବୁଠୁ ବଡ କଥା ହେଉଛି ଏହି ଟେଷ୍ଟ ବେଳେ ଅ-ଭି-ଯୁ-କ୍ତଙ୍କର ମୃ-ତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଦେଖାଯାଉ ଗୋପାଳକୁ ଏହି ଟେଷ୍ଟ ଦେବାକୁ ପଡୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।