ଡ୍ରେସ ପିନ୍ଧିବା ସମୟରେ ବୋତାମ ଛିଣ୍ଡିଯିବା କି ଚାବିରେ ଜଙ୍କ ଲାଗିଯିବା ଦେଇଥାଏ ଏହି ସଂକେତ

ଏହି ଦୁନିଆରେ ଯାହା ବି ଘଟଣା ହୋଇଥାଏ ତାହାର ସମ୍ବନ୍ଧ କୌଣସି ଅନ୍ୟ ଘଟଣା ସହ ନିଶ୍ଚିତ ଥାଏ । କିଛି ଥର ଏହା ଆମକୁ ଭବିଷ୍ୟତରେ ହେବାକୁ ଥିବା ହାନି ବିଷୟରେ ବି କହିଥାଏ । ଯଦି ଆମେ ଏହି ସଂକେତ ବିଷୟରେ ବୁଝିଯିବା ତେବେ ହେବାକୁ ଥିବା ଖରାପ ଘଟଣାକୁ ଅଟକାଇ ପାରିବା । ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆସୁଥିବା ସଙ୍କଟ ବିଷୟରେ ସୂଚନା ଦେଇଥାଏ ।

ଛିଙ୍କ ଆସିବା :

ଆପଣ ସମସ୍ତେ ଜାଣିଛନ୍ତି କି ଆପଣ ଯେତେବେଳେ କୌଣସି କାମ ପାଇଁ ଯାଉଛନ୍ତି ତେବେ ଯଦି ଆପଣଙ୍କୁ ଛିଙ୍କ ଆସିଯାଏ ତେବେ ତାହା ଅଶୁଭ ହୋଇଥାଏ । ଏହିଭଳି ସ୍ଥିତିରେ ଆପଣଙ୍କୁ କିଛି ସମୟ ପାଇଁ ବସିଯିବା ଉଚିତ ଓ ପୁଣି ଯାଇ ବାହାରକୁ ଯିବା ଉଚିତ । କିନ୍ତୁ ଯଦି ଆପଣଙ୍କୁ ଗୋଟିଏରୁ ଅଧିକ ଥର ଛିଙ୍କ ହେଉଛି ତେବେ ତାହା ଅଶୁଭ ହୋଇ ନ ଥାଏ । ଏମିତିରେ ଆପଣ ସଙ୍ଗେ ସଙ୍ଗେ ଯିବା ଉଚିତ ।

କିନ୍ତୁ ଯଦି ଆପଣ କୌଣସି ଯାତ୍ରାରେ ଯାଉଛନ୍ତି ତେବେ ରାସ୍ତାରେ ଆପଣଙ୍କୁ ଛିଙ୍କ ଆସୁଛି ତେବେ ଯାତ୍ରାକୁ ବନ୍ଦ କରିଦେବା ଉଚିତ । ଏହା ଦୁର୍ଘଟଣାର ସଂକେତ ବି ଦେଇଥାଏ ।

ଚାବିରେ ଜଙ୍କ ଲାଗିଯିବା :

ଯଦି ଘରର ତିଜୋରି କିମ୍ବା ଆଲମାରିର ଚାବିରେ ଜଙ୍କ ଲାଗିଯାଏ ତେବେ ଏହା ସଂକେତ ଦେଇଥାଏ କି ଆପଣଙ୍କୁ ଧନହାନୀ ହେବାର ଅଛି । ଏମିତିରେ ଆପଣଙ୍କୁ ନୂତନ ଚାବି କରିନେବା ଉଚିତ । ଯଦି ସେହି ଜଙ୍କ ବାଲା ଚାବି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଜଲ୍ଦି ଟଙ୍କା ଖର୍ଚ ହୋଇଯିବ । ଏହା ଛଡା ଆପଣ ଘରର ଚାବି ଏକ ବକ୍ସରେ ରଖନ୍ତୁ ଯେଉଁଥିରେ ମୟୂର ପର ରହିଥିବ ।

ଡ୍ରେସର ବୋତାମ ବାହାରିଯିବା କିମ୍ବା ଭାଙ୍ଗିଯିବା :

ଡ୍ରେସ ପିନ୍ଧିବା ସମୟରେ ଯଦି ଆପଣଙ୍କ ସାର୍ଟ କିମ୍ବା ପ୍ୟାଣ୍ଟର ବୋତାମ ଭାଙ୍ଗିଯାଏ ତେବେ ଏହା ଏକ ଖରାପ ସଂକେତ ଅଟେ । ଏହି ଖରାପ ସମୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏହି ସ୍ଥିତିରେ ଆପଣ ସାର୍ଟରେ ନୂଆ ବୋତାମ ଲଗାଇ ଦିଅନ୍ତୁ ଓ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ଜରୁରୀ କାମ କରନ୍ତୁ ନାହିଁ ।

କୁକୁର ଭୋକିବା :

ଆପଣଙ୍କର ଘରର ଯଦି କୌଣସି ପାଳିତ କୁକୁର ଆପଣଙ୍କର ଘରୁ ବାହାରିବା ସମୟରେ ଏକ ମିନିଟ ପର୍ଯ୍ୟନ୍ତ ଭୋକିଥାଏ ତେବେ ଏହା ଏକ ଅଶୁଭ ସଂକେତ ହୋଇଥାଏ । ଏମିତିରେ ଆପଣଙ୍କୁ ଭଗବାନଙ୍କ ସାମ୍ନାରେ କିଛି ସମୟ ପୂଜା କରିବା ପରେ ଘରୁ ବାହାରିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।