ସାବଧାନ ! ଏହି ୫ଟି ଜିନିଷକୁ ଖାଇବା ମାନେ ମୁର୍ତ୍ୟୁକୁ ଡାକି ଆଣିବା ସଙ୍ଗେ ସମାନ, ଏବେହିଁ ପଢନ୍ତୁ ଏହି ଖବର

ଆଜିକାଲି ସମସ୍ତେ ଚାହାନ୍ତି କି ସେମାନେ ସୁସ୍ଥ ରୁହନ୍ତୁ କିନ୍ତୁ ଏହା ହୋଇ ପାରେ ନାହିଁ । ବର୍ତ୍ତମାନ ସମୟରେ ବ୍ୟକ୍ତି ଟଙ୍କା ଆୟ କରିବାରେ ଏତେ ବ୍ୟସ୍ତ ଅଛି କି ସେ ନିଜର ଖାଦ୍ୟ – ପେୟ ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରେ ନାହିଁ । ଏହି କାରଣରୁ ଶରୀରରେ କେତେବେଳେ କେଉଁ ରୋଗ ଘର କରିଯାଏ ତାହା ଜଣା ପଡେ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ସମସ୍ୟା ବିଷୟରେ କହିବାକୁ ଯାଉଛୁ ।

କିଛି ଦିନ ପୂର୍ବେ ସ୍ଟୈନଫୋର୍ଡ ୟୁନିବର୍ସିଟୀ ଦ୍ଵାରା କରାଯାଇଥିବା ଏକ ରିସର୍ଚରେ ଏହି କଥା ସାମ୍ନାକୁ ଆସିଛି କି ଏହି ୫ଟି ଜିନିଷକୁ ଖାଇବା ଦ୍ଵାରା ଲୋକମାନଙ୍କୁ କ୍ୟାନ୍ସର ହୋଇଥାଏ ।

୧. ସିଗରେଟ –

କେତେକ ରିସର୍ଚରେ ଏହି କଥା ପ୍ରମାଣିତ ହୋଇ ସାରିଛି କି ଯଦି ଅଧିକ ସମୟ ପର୍ଯ୍ୟନ୍ତ ଧୂମ୍ରପାନ କରିବେ ତେବେ ଆପଣଙ୍କ ଫୁସଫୁସରେ କ୍ୟାନ୍ସର ହୋଇପାରେ । ସେଥିପାଇଁ ଯଦି ଆପଣ ଫୁସଫୁସ କ୍ୟାନ୍ସର ଠାରୁ ବଞ୍ଚିବାକୁ ଚହୁଁଛନ୍ତି ତେବେ ସିଗରେଟର ସେବନ ଛାଡି ଦିଅନ୍ତୁ ।

୨.  ରେଡ ମିଟ –

୨୦୧୮ ଡିସେମ୍ବର ସ୍ଟୈନଫୋର୍ଡ ୟୁନିବର୍ସିଟୀରେ ଏକ ରିସର୍ଚ କରାଯାଇଥିଲା ଯେଉଁଥିରେ ଏହି କଥା ସାମ୍ନାକୁ ଆସିଛି କି ବଲୀଉଡରେ ପ୍ରାୟତଃ ଷ୍ଟାରମାନଙ୍କୁ କ୍ୟାନ୍ସର ଏଥିପାଇଁ ହୋଇଥାଏ କାରଣ ସେମାନେ ରେଡ ମିଟର ସେବନ କରିଥାନ୍ତି । ରେଡ ମିଟ ଖାଇବା ଦ୍ଵାରା ଚେହେରାରେ ଚମକ ଆସିଥାଏ କିନ୍ତୁ ଏଥିପାଇଁ କ୍ୟାନ୍ସର ବି ହୋଇଥାଏ ।

୩. ବ୍ରେଡ –

ଗତ ବର୍ଷ ଭାରତର ଏକ ରିସର୍ଚରେ ଜଣା ପଡିଛି କି ପ୍ରାୟତଃ ବ୍ରେଡରେ ଏକ ପ୍ରକାରର କେମିକାଲ ଅଧିକ ମାତ୍ରରେ ମିଳିଥାଏ ଯାହା କ୍ୟାନ୍ସର ର କାରକ ଅଟେ । ଯଦି ଏହିଭଳି ବ୍ରେଡକୁ ଅଧିକ ସମୟ ପର୍ଯ୍ୟନ୍ତ ସେବନ କରାଯାଏ ତେବେ କ୍ୟାନ୍ସର ହୋଇପାରେ । ସେଥିପାଇଁ ଆପଣଙ୍କୁ ବ୍ରେଡ ଜାଗାରେ ରୁଟିର ସେବନ କରିବା ଉଚିତ ।

୪. ସୋଢା –

ଆଜିକାଲି କେତେକ ଦୋକନାରେ ଖାଦ୍ୟ ଜିନିଷରେ ସୋଢାର ପ୍ରୟୋଗ କରାଯାଉଛି । ସୋଢା ଡ୍ରିଂକ ଓ କୋଲ୍ଡ ଡ୍ରିଂକ ଭଳି ଜିନିଷ ବର୍ତ୍ତମାନ ବହୁତ ଚାଲିଛି । ଏକ ରିସର୍ଚରେ ଜଣା ପଡିଛି କି କୋଲ୍ଡ ଡ୍ରିଂକର ଅତ୍ୟଧିକ ସେବନ ଲୋକମାନଙ୍କ ଶରୀରରେ କ୍ୟାନ୍ସରକୁ ନିମନ୍ତ୍ରଣ ଦେଇଥାଏ ।

୫. ମାଇକ୍ରୋୱେବରେ ପ୍ରସ୍ତୁତ ପପକର୍ନ –

ପପକର୍ନ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଏକ ରିସର୍ଚରେ ଜଣା ପଡିଛି କି ମାଇକ୍ରୋୱେବରେ ପ୍ରସ୍ତୁତ ପପକର୍ନ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ସେଥିପାଇଁ ମାଇକ୍ରୋୱେବ ପ୍ରସ୍ତୁତ ପପକର୍ନ ସେବନ କରିବା ଉଚିତ ନୁହେଁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

1 thought on “ସାବଧାନ ! ଏହି ୫ଟି ଜିନିଷକୁ ଖାଇବା ମାନେ ମୁର୍ତ୍ୟୁକୁ ଡାକି ଆଣିବା ସଙ୍ଗେ ସମାନ, ଏବେହିଁ ପଢନ୍ତୁ ଏହି ଖବର”

Comments are closed.