ଏହି ମାଳା ପିନ୍ଧିବା ଦ୍ଵାରା ମୁର୍ତ୍ୟୁ ବି ପାଖ ମାଡେ ନାହିଁ, ସ୍ଵୟଂ ଶ୍ରୀ ରାମ ବି ଧାରଣ କରିଥିଲେ ଏହି ମାଳା

ବେକରେ ମାଳା ପିନ୍ଧିବାର ଏକ ଆଧ୍ୟାତ୍ମିକ ମହତ୍ୱ ରହିଛି । ଯଦି ରୁଦ୍ରାକ୍ଷ ମାଳା ଦ୍ଵାରା ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, ରାମ, କୃଷ୍ଣ, ଶିବ, ବିଷ୍ଣୁ, ଦତ୍ତ ତଥା ନବଗ୍ରହ ଆଦି ଭଗବାନମାନଙ୍କର ସାଧନା କରାଯାଏ ତେବେ ମନ ବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ସେହିଭଳି ଆହୁରି ଏକ ମାଳା ଅଛି ଯାହାକୁ ଧାରଣ କରିବା ଦ୍ଵାରା ମୁର୍ତ୍ୟୁ ବି ମନୁଷ୍ୟ ନିକଟକୁ ଆସିପାରେ ନାହିଁ ।

ଏହି ମାଳାକୁ ସ୍ଵୟଂ ଭଗବାନ ରାମ ବି ଧାରଣ କରିଥିଲେ । ଆମେ କଥା ହେଉଛୁ ମୁର୍ତ୍ୟୁରୁ ବଞ୍ଚିବା ପାଇଁ ହନୁମାନ କବଚ ଧାରଣ କରିବା ବିଷୟରେ ।

ମୁର୍ତ୍ୟୁରୁ ବଞ୍ଚିବା ପାଇଁ ହନୁମାନ କବଚ ଧାରଣ କରନ୍ତୁ

ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ଅର୍ଚନା କରିବା ଦ୍ଵାରା ସେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ମାତା ସୀତାଙ୍କର ବରଦାନ କାରଣରୁ ହନୁମାନ ଆଜି ବି ଏହି ପୃଥିବୀ ପୃଷ୍ଠରେ ଜୀବିତ ଅଛନ୍ତି । ୟଦି କୌଣସି ବ୍ୟକ୍ତିଙ୍କ ଉପରେ ତାଙ୍କର ଆଶୀର୍ବାଦ ପଡିଯାଏ ତେବେ କୌଣସି ବି ଖରାପ ଆତ୍ମା କିମ୍ବା ମୁର୍ତ୍ୟୁ ବି ସେହି ବ୍ୟକ୍ତି ନିକଟରେ ରୁହେ ନାହିଁ ।

ମୁର୍ତ୍ୟୁରୁ ବଞ୍ଚିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ରକ୍ଷା କବଚ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ସ୍ଵୟଂ ହନୁମାନଙ୍କର ବାସ ହୋଇଥାଏ ।

କଣ ଅଟେ ହନୁମାନ କବଚ

ମୁର୍ତ୍ୟୁରୁ ବଞ୍ଚିବା ପାଇଁ ହନୁମାନ କବଚ ଧାରଣ କରନ୍ତୁ । ଏହି ରକ୍ଷା କବଚ ମନୁଷ୍ୟକୁ ଅମରତ୍ୱ ପ୍ରଦାନ କରିଥାଏ ଯାହା ଦ୍ଵାରା ତାହାର ଶତୃ ବି ତାହାର କିଛି କ୍ଷତି କରିପାରେ ନାହିଁ ଓ ବ୍ୟକ୍ତିକୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

କୁହାଯାଏ କି ଭଗବାନ ଶ୍ରୀ ରାମ ବି ରାବଣଙ୍କୁ ବଧ କରିବା ପାଇଁ ଏହି ରକ୍ଷା କବଚର ଧାରଣ କରିଥିଲେ । ତାଙ୍କର କବଚର ମନ୍ତ୍ରର ପାଠ ଦ୍ଵାରା ମୁର୍ତ୍ୟୁବରଣ କରିଥିବା ବ୍ୟକ୍ତି ବି ବଞ୍ଚି ଉଠେ । ହନୁମାନଙ୍କ କବଚର ମନ୍ତ୍ରର ଆରାଧନା ଦ୍ଵାରା ସମସ୍ତ ରୋଗ, ଦୁଃଖ ଇତ୍ୟାଦି ଦୂର ହୋଇଯାଏ ।

ଆପଣଙ୍କୁ କହିଦେଉଛୁ କି ତ୍ରେତୟା ଯୁଗରେ ମହାବଳୀ ରାବଣ ସହ ଯୁଦ୍ଧ କରୁଥିବା ସମୟରେ ନିଜେ ସ୍ଵୟଂ ଭଗବାନ ରାମ ବି ହନୁମାନ କବଚ ମନ୍ତ୍ରର ପାଠ କରିଥିଲେ ଓ ରାବଣଙ୍କୁ ଯୁଦ୍ଧରେ ହରାଇଥିଲେ ।

ହନୁମାନ କବଚ ମନ୍ତ୍ର

ଓମ ଅସ୍ୟ ଶ୍ରୀପଞ୍ଚମୁଖ ହନୁମକ୍ତବଚମନ୍ତ୍ରସ୍ୟ ବ୍ରହ୍ମା ରୂଷି: ।

ଗାୟତ୍ରୀ ଛଂଦ୍: ।

ପଂଚମୁଖ ବିରାଟ ହନୁମାନ ଦେବତା ହ୍ରୀଂ ବୀଜମ୍ ।

ଶ୍ରୀଂ ଶକ୍ତି: । କ୍ରୌ କୀଲକମ୍ କ୍ରୂଂ କବଚମ୍ ।

କ୍ରୈ ଅସ୍ତ୍ରାୟ ଫଟ୍ । ଇତି ଦିଗ୍ବଂଧ୍: ।

ଶ୍ରୀ ଗରୂଡ ଉବାଚ୍ । ।

ଅଥ ଧ୍ୟାନଂ ପ୍ରବକ୍ଷ୍ୟାମି ।

ଶ୍ରୁଣୁ ସର୍ବାଂଗସୁନ୍ଦର । ୟତ୍କୃତଂ ଦେବଦେବେନ ଧ୍ୟାନଂ ହନୁମତ୍: ପ୍ରିୟମ୍ । । ୧ । ।

ପଞ୍ଚକକ୍ତ୍ରଂ ମହାଭୀମଂ ତ୍ରିପଂଚନୟନୈର୍ଯୁତମ୍ । ବାହୁଭିର୍ଦଶଭିର୍ଯୁକ୍ତଂ ସର୍ବକାମାର୍ଥସିଦ୍ଧିଦମ୍ । । ୨ । ।

ପୂର୍ବତୁ ବାନରଂ ବକ୍ତ୍ରଂ କୋଟିସୂର୍ୟସମପ୍ରଭମ୍ । ଦଂଷ୍ଟ୍ରାକରାଲବଦନଂ ଭ୍ରୁକୁଟୀକୁଟିଲେକ୍ଷଣମ୍ । । ୩ । ।

ଅସ୍ଯୈବ ଦକ୍ଷିଣଂ ବକ୍ତ୍ରଂ ନାରସିଂହଂ ମହାଦ୍ଭୁତମ୍ । ଅତ୍ୟୁଗ୍ରତେଜୋବପୁଷ୍ପଂଭୀଷଣମ ଭୟନାଶନମ୍ । । ୪ । ।

ପଶ୍ଚିମଂ ଗାରୁଡଂ ବକ୍ତ୍ରଂ ବକ୍ରତୁଣ୍ଡଂ ମହାବଲମ୍ । ସର୍ବନାଗପ୍ରଶମନଂ ବିଷଭୂତାଦିକୃନ୍ତନମ୍ । । ୫ । ।

ଉତ୍ତରଂ ସୌକରଂ ବକ୍ତ୍ରଂ କୃଷ୍ଣଂ ଦିପ୍ତଂ ନଭୋପମମ୍ । ପାତାଲସିଂହବେତାଲଜ୍ୱରରୋଗାଦିକୃନ୍ତନମ୍ । । ୬ । ।

ଊର୍ଧ୍ୱଂ ହୟାନନଂ ଘୋରଂ ଦାନବାନ୍ତକରଂ ପରମ୍ । ୟେନ ବକ୍ତ୍ରେଣ ବିପ୍ରେନ୍ଦ୍ର ତାରକାକ୍ଷମଂ ମହାସୁରମ୍ । । ୭ । ।

ଜଘାନଶରଣଂ ତସ୍ୟାତ୍ସର୍ବଶତ୍ରୁହରଂ ପରମ୍ । ଧ୍ୟାତ୍ଵା ପଞ୍ଚମୁଖଂ ରୁଦ୍ରଂ ହନୁମନ୍ତଂ ଦୟାନିଧିମ୍ । । ୮ । ।

ଖଡ୍ଗଂ ତ୍ରିଶୁଲଂ ଖଟ୍ୱାଂଗଂ ପାଶମଂକୁଶପର୍ବତମ୍ । ମୁଷ୍ଟିଂ କୌମୋଦକୀଂ ବୃକ୍ଷଂ ଧାରୟନ୍ତଂ କମଣ୍ଡଲୁଂ । । ୯ । ।

ଭିନ୍ଦିପାଲଂ ଜ୍ଞାନମୁଦ୍ରା ଦଶଭିର୍ମୁନିପୁଂଗବମ୍ । ଏତାନ୍ୟାୟୁଧଜାଲାନି ଧାରୟନ୍ତଂ ଭଜାମ୍ୟହମ୍ । । ୧୦ । ।

ପ୍ରେତାସନୋପବିଷ୍ଟଂ ତଂ ସର୍ବାଭରଣଭୂଷିତମ ଦିବ୍ୟମାଲ୍ୟାମ୍ବରଧରଂ ଦିବ୍ୟଗନ୍ଧାନୁ ଲେପନମ ସର୍ବାଶ୍ଚର୍ୟମୟଂ ଦେୱଂ ହନୁମଦ୍ୱିଶ୍ୱତୋମୁଖମ୍ । । ୧୧ । ।

ପଂଚାସ୍ୟମଚ୍ୟୁତମନେକବିଚିତ୍ରବର୍ଣବକ୍ତ୍ରଂ ଶଶାଂକଶିଖରଂ କପିରାଜବର୍ୟମ୍ ପୀତାମ୍ବରାଦିମୁକୁଟୈ ରୂପ ଶୋଭିତାଂଗଂ ପିଂଗାକ୍ଷମାଦ୍ୟମନିଶଂ ମନସା ସ୍ମରାମି । । ୧୨ । ।

ମର୍କତେଶଂ ମହୋତ୍ରାହଂ ସର୍ବଶତ୍ରୁହରଂ ପରମ୍ । ଶତ୍ରୁଂ ସଂହର ମାଂ ରକ୍ଷ ଶ୍ରୀ ମନ୍ନପଦମୁଦ୍ୟର । । ୧୩ । ।

ଓମ ହରିମର୍କଟ ମର୍କେତ ମଂତ୍ରମିଦଂ ପରିଲିଖ୍ୟତି ଲିଖ୍ୟତି ବାମତଲେ । ୟଦି ନଶ୍ୟତି ନଶ୍ୟତି ଶତ୍ରୁକୁଲଂ ୟଦି ମୁଂଚ୍ୟତି ମୁଂଚ୍ୟତି ବାମଲତା । । ୧୪ । ।

ଓମ ହରିମର୍କଟାୟ ସ୍ୱାହା ଓମ ନମୋ ଭଗବତେ ପଂଚବଦନାୟ ପୂର୍ବକପିମୁଖାୟ ସକଲଶତ୍ରୁସଂହାରକାୟ ସ୍ୱାହା ।

ଓମ ନମୋ ଭଗବତେ ପଂଚବଦନାୟ ଦକ୍ଷିଣମୁଖାୟ କରାଲବଦନାୟ ନରସିଂହାୟ ସକଲଭୂତପ୍ରମଥନାୟ ସ୍ୱାହା ।

ଓମ ନମୋ ଭଗବତେ ପଞ୍ଚବଦନାୟ ପଶ୍ଚିମମୁଖାୟ ଗରୂଡାନନାୟ ସକଲବିଷହରାୟ ସ୍ୱାହା ।

ଓମ ନମୋ ଭଗବତେ ପଞ୍ଚବଦନାୟ ଉତ୍ତରମୁଖାୟ ଆଦିବରାହାୟ ସକଲସଂପତ୍କରାୟ ସ୍ୱାହା ।

ଓମ ନମୋ ଭଗବତେ ପଞ୍ଚବଦନାୟ ଉର୍ଧ୍ୱମୁଖାୟ ହୟଗ୍ରୀବାୟ ସକଲଜନବଶକରାୟ ସ୍ୱାହା ।

ମୂଲ ମନ୍ତ୍ର : ଇସ କବଚ କା ମୂଲ ମଂତ୍ର ହୈ :  ଶ୍ରୀ ହନୁମଂତେ ନମ:

କବଚ ମନ୍ତ୍ର ପାଠ ପାଇଁ ସର୍ବ ପ୍ରଥମେ ମଙ୍ଗଳବାର ଦିନ ସକାଳୁ ଉଠି ସ୍ନାନ କରି ହନୁମାନଙ୍କ ଆଗରେ ଏହି କବଚକୁ ରଖି ଦିଅନ୍ତୁ । ଏହା ପରେ ହନୁମାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଏହା ପରେ ମନରେ ୭ ଥର ହନୁମାନ ଚାଳିଶାର ପାଠ କରନ୍ତୁ । ଏହା ପରେ “ହଂ ହନୁମଂତେ ନମ:” କୁ ୧୦୮ ଥର ଉଚ୍ଚାରଣ କରି ଏହି କବଚକୁ ଧାରଣ କରନ୍ତୁ ।

ଆପଣଙ୍କୁ ଆମର ଏଇ ଲେଖାଟି ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଏମିତି ଅନେକ ଧାର୍ମିକ ବିଷୟବସ୍ତୁ ନେଇ ଲଖା ଗୁଡିକୁ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।