୩୮ ବର୍ଷର ଏହି କୋଟିପତି ମହିଳାଙ୍କୁ ହେଲା ପାରିବାବାଲା ସହିତ ପ୍ରେମ, ପୁଅକୁ ଦେଲେ କୋଟି କୋଟି ଟଙ୍କା, ଆଉ ତା ପରେ…

କୁହନ୍ତି କି ପ୍ରେମ ଅନ୍ଧ ହୋଇଥାଏ, ଯେଉଁଥିରେ କିଛି ବି ଭଲ ଏବଂ ଖରାପ ଦେଖାଯାଏ ନାହିଁ । ଆଜିର ସମୟ ଇଣ୍ଟର୍ନେଟର ଅଟେ ଏବଂ ସୋସିୟାଲ ମିଡିୟା ଜରିଆରେ ଲୋକମାନଙ୍କ ମଧ୍ୟରେ ପ୍ରେମ ହେବା ସାଧାରଣ କଥା ଅଟେ । ଆପଣମାନେ ଏହିଭଳି ପ୍ରାୟତଃ ଘଟଣା ଗୁଡିକ ଶୁଣିଥିବେ । ଆଜି ବି ଆମେ ଆପଣଙ୍କୁ ଏକ ଏମିତି ହିଁ ଯୋଡି ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ୩୮ ବର୍ଷର କୋଟିପତି ମହିଳାଙ୍କୁ ହେଲା ପରିବାବାଲା ସହିତ ପ୍ରେମ, ଏହା ପରେ ସେ ମହିଳା ଜଣକ ସେହି ଯୁବକକୁ କରିଦେଲେ ମାଲାମାଲ ।

୩୮ ବର୍ଷର ଏହି କୋଟିପତି ମହିଳାଙ୍କୁ ହେଲା ପାରିବାବାଲା ସହିତ ପ୍ରେମ

ଏହି ଖବର ଚୀନର ହେମାଂତ ପ୍ରାଂତରେ ସ୍ଥିତ କିଯୋଂଗଘାଈ ସହରର ଅଟେ । ଏଠି ରିୟଲ ଷ୍ଟେଟର ବିଜନେସ କରୁଥିବା ୩୮ ବର୍ଷର ଜଣେ ମହିଳାଙ୍କୁ ୨୩ ବର୍ଷର ପରିବାବାଲା ସହିତ ପ୍ରେମ ହୋଇଗଲା । ଏହା ପରେ ଏମାନେ ବିବାହ କରିନେଲେ ଏବଂ ଆଜିକାଲି ଚୀନରେ ଏହି ନୂଆ ଦମ୍ପତିଙ୍କର ବିବାହର ଚର୍ଚା ଚାଲିଛି । ଏଥିରେ ସବୁଠୁ ମଜାଦାର କଥା ଏହା ଅଟେ କି ୩୮ ବର୍ଷ ମହିଳାଙ୍କର ଶାଶୁ ମାତ୍ର ତାଙ୍କ ଠାରୁ ୧ ବର୍ଷ ବଡ ଅଟନ୍ତି ।

ଏମାନଙ୍କର ରୋମାନ୍ସ ଆରମ୍ଭ ହେଲା ଏବଂ କିଛି ଦିନର ଦେଖା ଦେଖିରେ ଏହି ମହିଳା ଜଣକ ଗର୍ଭବତୀ ହୋଇଗଲେ ଏବଂ ଏହା ପରେ ଦୁଇଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ । ଯୁବକ ଜଣକ ଏହି ବାହାଘର ବିଷୟରେ ନିଜ ବାପା – ମାଆଙ୍କୁ କହିଲେ କିନ୍ତୁ ଅଧିକ ବୟସ ପାର୍ଥକ୍ୟ ଥିବା ଯୋଗୁ ତାଙ୍କର ବାପା ମା ରାଜି ହୋଇ ନଥିଲେ । ଏହା ପରେ ସେହି ମହିଳା ଜଣକ ତାଙ୍କ ପରିବାରକୁ ଯୌତୁକ ରୂପରେ ପାଖାପାଖି ୨୦ କୋଟି ଟଙ୍କା ଦେବାର ନିଷ୍ପତି ନେଲେ ।

ମହିଳା ଜଣକ ଯୁବକର ପରିବାରକୁ ୬୬ ଲକ୍ଷ ଟଙ୍କା, ଗୋଟିଏ ରିୟଲ ଷ୍ଟେଟ ଫ୍ଲାଟ ଏବଂ ଗୋଟିଏ ଫରାରି କାର ଯୌତୁକରେ ଦେବେ ବୋଲି କହିଲେ । ଏହିଭଳି ଅଫର ମିଳିବା ପରେ ପୁଅର ପରିବାର ଲୋକେ ବି ସଙ୍ଗେ ସଙ୍ଗେ ମାନି ଗଲେ । ଏବଂ ଦୁଇଜଣଙ୍କର ବାହାଘର କରିଦେଲେ । ମହିଳା ଜଣକ ଏହା ପୂର୍ବରୁ ବି ଥରେ ବାହା ହୋଇ ସାରିଛନ୍ତି ଏବଂ ତାଙ୍କ ପାଖରେ ଗୋଟିଏ ୧୪ ବର୍ଷର ପୁଅ ବି ଅଛି । ତଥାପି ସେହି ଯୁବକଙ୍କୁ ଏହା ଦ୍ଵାରା କିଛି ପ୍ରୋବ୍ଲେମ ନାହିଁ ।

ଏହି ବାହାଘରରେ ଲୋକମାନଙ୍କ ତରଫରୁ ମିଳିଲା ଏହିଭଳି ପ୍ରତିକ୍ରିୟା

ଏହି ଦମ୍ପତି ନାଲି ରଙ୍ଗର ଫରାରୀରେ ଏହି ସେରେମନୀକୁ ପହଞ୍ଚିଲେ । କନ୍ୟା ଧଳା ରଙ୍ଗର ଗାଉନ ପିନ୍ଧିଥିଲେ ଏବଂ ସୁନା ଦ୍ଵାରା ସଜ୍ଜିତ ହୋଇଥିଲେ । ପୁଅ ଜଣକ କଳା ରଙ୍ଗର ସୁଟ ପିନ୍ଧି ଥିଲେ । କନ୍ୟା ଗର୍ଭବତୀ ଥିବାରୁ ତାଙ୍କୁ ବସିବାକୁ ଏବଂ ଉଠିବାକୁ ଟିକେ ଅସୁବିଧା ହେଉଥିଲା । କିନ୍ତୁ ବର ତାଙ୍କୁ ସମ୍ଭାଳି ନେଲେ ।

ଏହି ବାହାଘରରେ କିଛି ଲୋକମାନଙ୍କର କହିବା ଅଟେ କି ଧନୀ ଝିଅକୁ ଫସାଇ ବିବାହ କରିନେଲା, ଅନ୍ୟ ପଟେ ଆହୁରି କିଛି ଲୋକମାନଙ୍କର କହିବା ଅଟେ କି ଝିଅ ଗରିବ ପରିବାର ଦେଖି ତାଙ୍କର ଫାଇଦା ଉଠାଇଲା । କିନ୍ତୁ ଆହୁରି କିଛି ଲୋକମାନେ ଏମାନଙ୍କୁ ବାହାଘର ପାଇଁ ଶୁଭକାମନା ଦେଉଛନ୍ତି ।

ପୋଷ୍ଟଟି ଭ ଲାଗିଲେ ଶେୟର କରିବେ ଆଗକୁ ଏମିତି ଅନେକ ନୂଆ ନୂଆ ପୋଷ୍ଟ ପାଇବା ପାଇଁ ପେଜକୁ ଲାଇକ କରାଇବାକୁ ଭୁଲିବେନି ।