ଏହି ମହିଳା ଜଣକ ହେଲା କଳିଯୁଗର ଦ୍ରୌପଦୀ, ପାଞ୍ଚ ଭାଇଙ୍କ ସହ କରିଲା ବିବାହ

ଦ୍ରୌପଦୀ ମହାଭାରତର ସବୁଠୁ ପ୍ରସିଦ୍ଧ ପାତ୍ର ଗୁଡିକ ମଧ୍ୟରୁ ଜଣେ ଅଟନ୍ତି । ଏହି ମହାକାବ୍ୟ ଅନୁସାରେ ଦ୍ରୌପଦୀ ପାଞ୍ଚାଳ ଦେଶର ରାଜାଙ୍କର ପୁତ୍ରୀ ଅଟନ୍ତି । ଯିଏ ପରେ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ହୋଇଥିଲେ । ଦ୍ରୌପଦୀ ପାଞ୍ଚ – କନ୍ୟାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କୁ ଚିର – କୁମାରୀ କୁହାଯାଏ । ସେ କୃଷ୍ଣା, ୟଜ୍ଞସେନୀ, ମହାଭାରତୀ, ସୈରଂଧ୍ରୀ, ପାଞ୍ଚାଳି, ଅଗ୍ନିସୁତା ଇତ୍ୟାଦି ନାମରେ ବି ପ୍ରସିଦ୍ଧ ଅଟନ୍ତି ।

ଦ୍ରୌପଦୀଙ୍କର ବିବାହ ପାଣ୍ଡବ ପାଞ୍ଚ ଭାଇଙ୍କ ସହ ହୋଇଥିଲା । ପାଣ୍ଡବଙ୍କ ଦ୍ଵାରା ତାଙ୍କ ଠାରୁ ଜନ୍ମ ପାଞ୍ଚ ପୁତ୍ର ଉପ – ପାଣ୍ଡବ ନାମରେ ବିଖ୍ୟାତ ଥିଲେ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକୁ କଳିଯୁଗର ଦ୍ରୌପଦୀ ବୋଲି କୁହାଯାଉଛି । କାରଣ ସେ ପାଞ୍ଚ ଜଣ ଭାଇଙ୍କୁ ବିବାହ କରିଛନ୍ତି । ଏହି ମହିଳା ଜଣକ ଦେହରାଦୁନ ନିବାସୀ ଅଟନ୍ତି ।

ଏହି ମହିଳା ଜଣକ ବି ସେହିଭଳି କରିଲା ଯେଉଁଭଳି ଭାବରେ ଦ୍ରୌପଦୀ ସେହି ସମୟରେ କରିଥିଲେ । କିନ୍ତୁ ଏହି ମହିଳା ପାଞ୍ଚ ଜଣ ପୁରୁଷଙ୍କ ସହ ବିବାହ କରିଛନ୍ତି । ଏହି ମହିଳାଙ୍କର ନାମ ରାଜୋ ବର୍ମା ଅଟେ । ରାଜୋ କୁହନ୍ତି କି ମୋତେ ଏହି ପାଞ୍ଚ ଜଣଙ୍କ ସହିତ ସମାନ ବ୍ୟବହାର କରିବାକୁ ପଡିଥାଏ । ସମସ୍ତଙ୍କୁ ଏକ ସମାନ ମାନିଥାଏ । କିନ୍ତୁ ପାଞ୍ଚ ଜଣ ସ୍ଵାମୀ ଥିବା କାରଣରୁ ସବୁଦିନ ତାଙ୍କ ସହିତ ଗୋଟିଏ ହିଁ ରୁମରେ ରହିଥାଏ ।

ଏତିକି ନୁହେଁ ସମସ୍ତଙ୍କ ସହିତ ରାତି ବି ବିତାଇଥାଏ । ସବୁଠୁ ବଡ କଥା ଏହା ଅଟେ କି ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଭାଇମାନଙ୍କ ମଧ୍ୟରେ ଏହି କଥାକୁ ନେଇ କେବେ ବି ବିବାଦ ହୋଇ ନାହିଁ । ସମସ୍ତେ ପରସ୍ପର ସହିତ ମିଶିକରି ରୁହନ୍ତି । ପାଞ୍ଚ ଜଣ ସ୍ଵାମୀ କୁହନ୍ତି କି ଆମେ ସମସ୍ତେ ଗୋଟିଏ ରୁମରେ ହିଁ ଶୋଇଥାଉ । ସେ କୁହନ୍ତି କି ସବୁଦିନ ନିଜର ପତ୍ନୀଙ୍କ ସହିତ ଗୋଟିଏ ସ୍ଵାମୀ ଶୋଇଥାଏ ଓ ବାକି ଚାରି ଜଣ ଘର ବାହାରେ ଶୋଇଥାନ୍ତି । ତାହାର ଏକ ସନ୍ତାନ ବି ଅଛି । କିନ୍ତୁ କାହାକୁ ବି ଜଣା ନାହିଁ କି ସେ ପାଞ୍ଚ ଜଣଙ୍କ ମଧ୍ୟରୁ ଏହି ସନ୍ତାନଟି କାହାର ଅଟେ ।