ପୁଲୱାମା ଆକ୍ରମଣ : ପାକିସ୍ଥାନର ଏହି ମହିଳା କହିଲା ‘ମୋଦୀଜୀ ଆମ ଦେଶ ଉପରେ ଆକ୍ରମଣ କରନ୍ତୁ, ପାକିସ୍ଥାନର ଜନତା ଆପଣଙ୍କ ସହିତ’

ପାକିସ୍ଥାନର କାମ ଏହିଭଳି ହୋଇଗଲାଣି କି ତାହାର ନିଜର ନିବାସୀ ବି ତାଙ୍କର ସାଥ ଦେଉ ନାହାନ୍ତି । ପୁଲୱାମାରେ ଏହି ଆକ୍ରମଣ ପରେ କେବଳ ଭାରତରେ ନୁହେଁ ପାକିସ୍ଥାନ ବିରୁଦ୍ଧରେ ଆବାଜ କରାଯାଉ ନାହିଁ, ଦେଶର କିଛି ଶ୍ରେଷ୍ଠ କାର୍ଯ୍ୟକର୍ତ୍ତାମାନେ ବି ପାକିସ୍ଥାନ ବିରୁଦ୍ଧରେ ଆବାଜ ଉଠାଉଛନ୍ତି । ଏହଭଳି ଏକ ମାମଲା ବଲୂଚିସ୍ତାନରୁ ଆସୁଛି, ଯେଉଁଠି ଗୋଟିଏ ମହିଳା ପିଏମ ମୋଦୀଙ୍କୁ ଗୁହାରି କରୁଛନ୍ତି । ଏହି ମହିଳା ଜଣକ ପିଏମ ମୋଦୀଙ୍କୁ ନିଜର ଭାଇ ମାନନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ପାକିସ୍ଥାନ ମହିଳା ଜଣକ କଣ କହୁଛନ୍ତି ?

ପାକିସ୍ଥାନର ଏହି କୁକର୍ମ ଦ୍ଵାରା କେବଳ ଭାରତ ନୁହେଁ, ତାଙ୍କ ଦେଶର ଲୋକମାନେ ବି ଚିନ୍ତିତ ଅଛନ୍ତି । ସେଥିପାଇଁ ବଲୂଚିସ୍ତାନର କିଛି ମହିଳା କାର୍ଯ୍ୟକର୍ତ୍ତା ଭାରତର ପୁଲୱାମାରେ ହୋଇଥିବା ଆକ୍ରମଣକୁ ନେଇ ଏହି କାର୍ଯ୍ୟକର୍ତ୍ତାମାନେ ଭାରତକୁ ନିଜେ ହିଁ ଅପିଲ କରିଛନ୍ତି । ଏହି କାର୍ଯ୍ୟକର୍ତ୍ତାରେ ସାମିଲ ହୋଇଥିବା ଏକ ମହିଳା ମୋଦୀଙ୍କୁ ଗୁହାର କରୁଛନ୍ତି କି ବର୍ତ୍ତମାନ ପାକିସ୍ଥାନକୁ ଶିକ୍ଷା ଦେବା ପାଇଁ ସମୟ ଆସି ଯାଇଛି, କାରଣ ପାକିସ୍ଥାନ ଗୋଟିଏ ପରେ ଗୋଟିଏ କାୟରାନା ଆକ୍ରମଣ କରୁଛି ।

ପାକ ଉପରେ ଆପଣ ଆକ୍ରମଣ କରନ୍ତୁ ମୋଦୀଜି

ବଲୂଚିସ୍ତାନ ଛାତ୍ରର ସଂଗଠନ ଚେୟର ପର୍ସନ କରୀମା ବଲୋଚ ଶୁକ୍ରବାର ଦିନ ପିଏମ ମୋଦୀଙ୍କୁ ନିଜର ଭାଇ କହି ସମ୍ବୋଧିତ କରି କହିଲେ କି ଆପଣ ଦୟାକରି ଆକ୍ରମଣ କରନ୍ତୁ ଏବଂ ପାକିସ୍ଥାନ ଜନତା ଆପଣଙ୍କ ସହିତ ଅଛନ୍ତି । ଏହି ମହିଳା ଚାହୁଁଛନ୍ତି କି ପିଏମ ମୋଦୀ ମହିଳା ମାନଙ୍କୁ ପାକିସ୍ଥାନର ହାତରୁ ବାହାର କରିବା ପାଇଁ ସାହାର୍ଯ୍ୟ କରନ୍ତୁ ଏବଂ ପୁଲୱାମାରେ ହୋଇଥିବା ଆକ୍ରମଣର ହିସାବ ପାକିସ୍ଥାନ ସହିତ ବରାବର କରି ଦିଅନ୍ତୁ ।

ମହିଳାଙ୍କର ଆଗ୍ରହ ଅଛି କି ପିଏମ ମୋଦୀ ଜଲ୍ଦି ହିଁ ପାକିସ୍ଥାନ ଉପରେ ଆକ୍ରମଣ କରନ୍ତୁ, ଯାହା ଦ୍ଵାରା ସମସ୍ତେ ଶାନ୍ତିରେ ରହି ପାରିବେ ।

ପାକିସ୍ଥାନକୁ ଶିଖାଇବାର କଥା ଉଠିଲା

ପୁଲୱାମା ଆତଙ୍କି ଆକ୍ରମଣ ପରେ ସାରା ଦୁନିଆରୁ ପାକିସ୍ଥାନକୁ ଶିଖାଇବାର କଥା ଉଠିଲା । ଦୁନିଆର କେତେକ ଦେଶ ଭାରତ ସହିତ ମିଶି ସାରିଛି ଏବଂ ଭାରତ ସରକାର ବି ଏହି ମାମଲାରେ ସେନାଙ୍କୁ ପୂରାପୂରି ସ୍ଵତନ୍ତ୍ର କରି ଦେଇଛନ୍ତି । ଏହା ଛଡା ସରକାର ଲଗାତାର ମିଟିଙ୍ଗ କରୁଛନ୍ତି । କହିଦେଉଛୁ କି ଦେଶର ପିଏମ ମୋଦୀଙ୍କୁ ଅପିଲ କରାଯାଉଛି କି ପ୍ରଥମେ ପାକିସ୍ଥାନକୁ ଶିକ୍ଷା ଦିଆଯାଉ, ତାହା ପରେ ଯେ କୌଣସି କାମ ହେବ ।

ଜମ୍ମୁ କାଶ୍ମୀରରେ ଲାଗିଛି କର୍ଫ୍ଯୁ

ଆତଙ୍କି ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ କର୍ଫ୍ଯୁ ଲାଗିଛି । ଲୋକମାନଙ୍କୁ ଘରୁ ବାହାରକୁ ନ ବହରାଇବା ପାଇଁ କୁହା ଯାଇଛି । କହି ଦେଉଛୁ ଯେ ଏହି ଘଟଣା ପରେ ସମସ୍ତେ ନିଜ ହୃଦୟର କଥା ରଖୁଛନ୍ତି । ସରକାରଙ୍କ ଠାରୁ ଏହା ଆଶା କରାଯାଉଛି କି ଏଥର ଆକ୍ରମଣର ନିନ୍ଦା ନୁହେଁ ଏହା ଉପରେ କିଛି କାର୍ଯ୍ୟନୁଷ୍ଠାନ ହେବା ଦରକାର ।

ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।