ଏହି କାରଣ ପାଇଁ ପୁରୁଷଙ୍କୁ ଆଲିଙ୍ଗନ କରି ଶୋଇବାକୁ ପସନ୍ଦ କରନ୍ତି ମହିଳାମାନେ

ଯଦି ଆପଣ ଧ୍ୟାନ ଦେଇଥିବେ ତ ଯେତେବେଳେ ବିବାହିତ ଦମ୍ପତି କିମ୍ବା ପ୍ରେମୀ ଯୁଗଳ ଏକା ସହିତ ଶୋଇଥାନ୍ତି ତେବେ ସେମାନେ ସମ୍ବନ୍ଧ କରିବା ପରେ ପ୍ରାୟତଃ ପୁରୁଷ ଅଲଗା ହୋଇ କିମ୍ବା ମହିଳା ଠାରୁ ଅଳ୍ପ ଦୂରକୁ ଯାଇ ଶୋଇବାକୁ ପସନ୍ଦ କରି ଥାଏ । କିନ୍ତୁ ଯଦି ମହିଳାଙ୍କ ବିଷୟରେ କହିବା ତ ସେମାନେ ସମ୍ବନ୍ଧ କରିବା ପରେ ବି ପୁରୁଷଙ୍କୁ ଆଲିଙ୍ଗନ କରି ଶୋଇବାକୁ ପସନ୍ଦ କରନ୍ତି । ଆଲିଙ୍ଗନ କରି ଶୋଇବା ମାନେ ତାଙ୍କ ଉପରେ ହାତ ରଖିବା କିମ୍ବା ତାଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇବା ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଏହିଭଳି ମହିଳାମାନେ ପୁରୁଷଙ୍କୁ ଆଲିଙ୍ଗନ କରି ଶୋଇବା ପଛରେ ବିଭିନ୍ନ କାରଣ ଥାଏ । ଆଜି ଆମେ ସେହି ସମସ୍ତ କାରଣ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ ।

ସମ୍ପର୍କକୁ ମଝବୁତ କରିବା ପାଇଁ :

ଆପଣମାନେ ପ୍ରାୟତଃ ଦେଖିଥିବେ କି କୌଣସି ବି ରିଲେସନଶିପ ଯେତେବେଳେ ଆରମ୍ଭ ହୋଇଥାଏ ତେବେ ତାହା ମଧ୍ୟରେ ବହୁତ ପ୍ରେମ ଥାଏ ଓ ତାଙ୍କର ସମ୍ପର୍କ ବହୁତ ମଝବୁତ ହୋଇଥାଏ । କିନ୍ତୁ ଯେମିତି ଯେମିତି ସମୟ ବିତିଥାଏ ସେମିତି ସେମିତି ଦମ୍ପତିଙ୍କର ପରସ୍ପର ମଧ୍ୟରେ ଇଣ୍ଟରେଷ୍ଟ କମ ହେବାକୁ ଲାଗିଥାଏ । ଏହାର କାରଣ ଏହା ଅଟେ କି ଏମାନଙ୍କ ମଧ୍ୟରେ ପ୍ରେମ କମ ହେବାକୁ ଲାଗେ ।

ଏହି କଥାକୁ ନେଇ ମହିଳାମାନେ କିଛି ଅଧିକ ହିଁ ସେଂସିଟିବ ରହିଥାନ୍ତି । ସେଥିପାଇଁ ସେ ନିଜର ପ୍ରେମୀ କିମ୍ବା ସ୍ଵାମୀଙ୍କୁ ଆଲିଙ୍ଗନ କରି ଶୋଇଥାନ୍ତି । ଏହିଭଳି କରିବା ଦ୍ଵାରା ସେ ଆଶା କରିଥାନ୍ତି କି ତାଙ୍କର ସମ୍ପର୍କ ମଝବୁତ ରହିବ ।

ପ୍ରେମ ଜାହିର କରିବାର ଉପାୟ :

ପୁରୁଷମାନଙ୍କ ପାଇଁ ପ୍ରାୟତଃ ପ୍ରେମ କରିବାର ଅର୍ଥ କେବଳ ସମ୍ବନ୍ଧ କରିବା ହୋଇଥାଏ । କିନ୍ତୁ ମହିଳାମାନଙ୍କ ପାଇଁ ଏହିଭଳି ହୋଇ ନ ଥାଏ । ତାଙ୍କର ସମ୍ବନ୍ଧ କରିବା ଠାରୁ ଅଧିକ ଜରୁରୀ ହୋଇଥାଏ ପ୍ରେମ କରିବା, କିସ କରିବା, ରୋମାଣ୍ଟିକ କଥାବାର୍ତ୍ତା କରିବା ଓ ଆଲିଙ୍ଗନ କରିବା । କେବଳ ଏହି କାରଣ ଅଟେ କି ସେମାନେ ଯେତେବେଳେ ରାତିସାରା ସ୍ଵାମୀଙ୍କ ଉପରେ ହାତ ରଖି ଶୋଇଥାନ୍ତି ତେବେ ସେମାନଙ୍କୁ ପ୍ରେମର ଅନୁଭୂତି ହୋଇଥାଏ । ମହିଳାମାନେ ପ୍ରେମକୁ ଜାହିର କରିବା ପାଇଁ ବି ଏହିଭଳି କରିଥାନ୍ତି ।

ସୁରକ୍ଷିତ ଅନୁଭବ କରିବା :

ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ବାହୁରେ ଥାଆନ୍ତି ତେବେ ନିଜକୁ ବହୁତ ସୁରକ୍ଷିତ ଅନୁଭବ କରନ୍ତି । ନିଜର ଲଭରକୁ ଆଲିଙ୍ଗନ କରିବା ଦ୍ଵାରା ସେମାନେ ସମସ୍ତ ଦୁଃଖ, କଷ୍ଟ, ଭୟକୁ ଭୁଲି ଯାଆନ୍ତି । ଏମିତିରେ ମହିଳାମାନ କାନ୍ଧ ଉପରେ କିମ୍ବା ହାତ ଉପରେ ମୁଣ୍ଡ ରଖି ଶୋଇବାକୁ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।