ଏହି କାରଣରୁ ସମୁଦ୍ରରେ ବୁଡି ନଥିଲା ରାମସେତୁର ପଥର, ଦୁନିଆ କରିଥାଏ ଏହି ଚମତ୍କାରକୁ ନମସ୍କାର, ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ରାମସେତୁ ବିଷୟରେ ଏମିତି କିଛି କହିବୁ ଯାହା ବିଷୟରେ ଆପଣ ପୂର୍ବରୁ ଜାଣି ନଥିବେ । କୁହାଯାଏ କି ପଥରରେ ରାମ ନାମ ଲେଖି ଯେତେବେଳେ ପାଣିରେ ପକାଯାଇଥିଲା ସେତେବେଳେ ସେହି ପଥର ପାଣିରେ ବୁଡି ନଥିଲା ଓ ଭାସିବାକୁ ଲାଗିଥିଲା। ଏହିପରି ସମୁଦ୍ରରେ ରାମ ସେତୁର ନିର୍ମାଣ କରା ଯାଇଥିଲା । ସେମିତି ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ  କି ଏହି ପୋଲ ‘ଏଡମ୍ସ ବ୍ରିଜ’ ନାମରେ ମଧ୍ୟ ଜଣାଯାଏ ।

ରାମାୟଣ ଅନୁସାରେ ତ ଏହି ପୋଲକୁ ବିଷ୍ନୁଙ୍କର ଅବତାର ବୋଲି ମାନନ୍ତି । କହି ରଖୁଚୁ କି ଏହି ପୋଲ ଭାରତର ରାମେଶ୍ଵରମ ଠାରୁ ଶ୍ରୀଲଙ୍କାର ମତ୍ରା ସହିତ ସଂଯୋଗ ହୋଇଛି ଓ ଲୋକ ତ ଏହାକୁ ଇଶ୍ଵରଙ୍କର ଚମତ୍କାର ବୋଲି ମାନିଥାନ୍ତି । ସେଇଠି ବିଜ୍ଞାନ ଏହା ପଛରେ ଅନ୍ୟ କିଛି କାରଣ ଅଛି ବୋଲି ତର୍କ କରେ । ଜଣାଇ ଦେଉଛୁ କି ଏହି ପୋଲର ପଥର ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ଆଜି ବି କୌତୁହଳ ଲାଗି ରହିଛି ।

ଏହି ପୋଲର ନିର୍ମାଣ ଶ୍ରୀ ରାମଙ୍କର ବାନର ସେନା ଦ୍ଵାରା ହୋଇଥିଲା ଓ ରାବଣ ଯେତେବେଳେ ସୀତା ହରଣ କରି ଲଙ୍କା ନେଇ ଯାଇଥିଲା ସେତେବେଳେ ଶ୍ରୀ ରାମ ବାନର ସେନା ସହିତ ମିଶି ଏହି ସେତୁ ତିଆରି କରିଥିଲେ । ସେବେଠୁ ଲୋକ ଏହି ପୋଲକୁ ରାମସେତୁ ନାମରେ ଜଣାଯାଏ । ଏହି ପୋଲ ୩୦ km ଲାମ୍ବା ଅଟେ ଓ ୩ km ଏହାର ପ୍ରସ୍ଥ ଅଟେ । କୁହାଯାଏ କି ଏହି ପୋଲ ୫ ଦିନରେ ତିଆରି ହୋଇଥିଲା ।

ପୁରାଣରେ କୁହାଯାଏ କି ନଳ ବା ନୀଳ ଏହି ପୋଲକୁ ତିଆରି କରିବାର ଦାଇତ୍ଵ ନେଇଥିଲେ ଓ ସେ ଏଥିରେ ପଥର, ଗଛର ଗଣ୍ଡି, ମୋଟା ଶାଖା ଓ ଛୋଟ ଛୋଟ ଡାଳର ମଧ୍ୟ ବ୍ୟବହାର କରିଥିଲେ । ବୈଜ୍ଞାନିକଙ୍କ ମତରେ ନଳ ବା ନୀଳ ଜାଣିଥିଲେ କି କେଉଁ ପଥର କେଉଁ ପ୍ରକାର ରଖିଲେ ପାଣିରେ ବୁଡିବ ନାହିଁ ଓ ଅନ୍ୟ ପଥରକୁ ମଧ୍ୟ ସାହାରା ଦେବ । ଏଥି ପାଇଁ ସେ ‘ପ୍ୟୁମାଇସ ଷ୍ଟୋନ’ ବ୍ୟବହାର କରିଥିଲେ ।

ଆପଣଙ୍କର ଜାଣିବା ପାଇଁ କହି ରଖୁଚୁ କି ଏହି ପୋଲର ନିର୍ମାଣ ପାଇଁ ସେମାନେ ଜ୍ଵାଳାମୁଖିର ଲାର୍ଭାରୁ ଉତ୍ପର୍ଣ୍ଣ ପଥରର ବ୍ୟବହାର କରିଥିଲେ । ଏହି ପଥରରେ ବହୁତ ଛିଦ୍ର ଥାଏ । ଏହି କାରଣରୁ ଏହି ପଥର ସ୍ପଞ୍ଜ ଭଳି ବା ଫମ୍ପାର ଆକାର ନେଇଥାଏ । ଏହି କାରଣରୁ ଏହି ପଥର ଅନ୍ୟ ପଥର ଠାରୁ ହାଲ୍କା ହୋଇଥାଏ ଓ ଏହା ପାଣିରେ ବୁଡିବା ବଦଳରେ ଭାସିଥାଏ ।

ଏହି କାରଣରୁ ପୋଲର ନିର୍ମାଣ କରାଯାଇଥିଲା । ବିଶେଷ କଥା ଏହା ହେଲା କି ନାସା ସାଟେଲାଇଟ ଜରିଆରେ ରାମସେତୁ ପୋଲକୁ ଖୋଜି ବାହାର କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।