ନିର୍ମଳ ହୃଦୟ ଓ ବହୁତ ବୁଦ୍ଧିମତୀ ହୋଇଥାନ୍ତି ଏହି ୨ଟି ନାମର ଝିଅ, ଯଦି ଲାଇଫରେ ମିଳଯାଆନ୍ତି ତ କେବେବି ଛାଡନ୍ତୁ ନାହିଁ

ଆଜିର ଏହି ପୋଷ୍ଟରେ ଆମେ ସେହି ମହିଳାଙ୍କ ବିଷୟରେ କହିବୁ ଯେଉଁମାନଙ୍କର ନାମ ଇଂଗ୍ଲିଶ ଅକ୍ଷର K ଓ N ରୁ ଆରମ୍ଭ ହୋଇଥାଏ । ଯଦି ଆପଣଙ୍କର ପାର୍ଟନରଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଏହି ପୋଷ୍ଟ ଜରିଆରେ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ ଓ ନିଜର ଭବିଷ୍ୟ ବିଷୟରେ ଅନୁମାନ ଲଗାଇ ପାରିବେ । ଆଜିର ଏହି ପୋଷ୍ଟରେ ଆମେ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ମହିଳାଙ୍କ ବିଷୟରେ କହିବୁ ।

K ନାମର ମହିଳା

Image courtesy: Google

ଗପୁଡି ସ୍ଵଭାବ

ଯେଉଁ ମହିଳାମାନଙ୍କର ନାମ K ରୁ ଆରମ୍ଭ ହୋଇଥାଏ ତେବେ ସେମାନେ ବହୁତ ଗପୁଡି ସ୍ଵଭାବର ହୋଇଥାନ୍ତି କିମ୍ବା ଏକଦମ ଶାନ୍ତ ହୋଇଥାନ୍ତି । ଶାନ୍ତ ରହୁଥିବା ମହିଳାମାନେ ଫାଲତୁ କଥାକୁ ଛାଡି କେବଳ କାମର କଥାରେ ହିଁ ନିଜର ମନ ଲଗାନ୍ତି ।

ସମସ୍ତ କ୍ଷେତ୍ରରେ ନମ୍ବର ୧

ଏମାନେ ସବୁବେଳେ କୌଣସି ନୂଆ ଜିନିଷ ଖୋଜୁଥାନ୍ତି । ଏହି ନାମର ମହିଳାମାନେ ବହୁତ ଜଲ୍ଦି ଆଗକୁ ବଢନ୍ତି । ଏହି ନାମର ମହିଳାମାନେ ଯେଉଁ କ୍ଷେତ୍ରକୁ ଯାଆନ୍ତି ସେଥିରେ ନମ୍ବର ୧ ହୋଇଥାନ୍ତି ଓ ସମସ୍ତ କାର୍ଯ୍ୟକୁ ମନ ଲଗାଇ କରନ୍ତି ।

ମାନସମ୍ମାନ ଓ ସମ୍ପତି ଥାଏ ଭାଗ୍ୟରେ

ଏମାନଙ୍କୁ ସମ୍ମାନ ଓ ସମ୍ପତି ଦୁଇଟି ଯାକ ହିଁ ମିଳିଥାଏ । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି । ସେଥିପାଇଁ ଲୋକମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇ ଚାଲି ଆସନ୍ତି । ଏହି ମହିଳାମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କର ଏକ ଲମ୍ବା ଲିଷ୍ଟ ଅଛି । କିନ୍ତୁ ଏମାନେ ପୁରା ଜୀବନରେ କେବଳ ଗୋଟିଏ ବ୍ୟକ୍ତିକୁ ହିଁ ନିଜର ସବୁକିଛି ମାନନ୍ତି ।

N ନାମର ମହିଳା

Image courtesy: Google

ପରିଶ୍ରମୀ

N ନାମର ମହିଳାଙ୍କ ପାଖରେ ପୁସ୍ତକ ଜ୍ଞାନ ଛଡା ବ୍ୟବହାରିକ ଜ୍ଞାନ ବି ରହିଥାଏ । ଏମାନଙ୍କୁ ଜଣା ଥାଏ କି କାହା ସହିତ କଣ ବ୍ୟବହାର କରିବା ଉଚିତ । N ନାମର ମହିଳାମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କୌଣସି ବି ଜିନିଷକୁ ନେଇ ଭୟ କରନ୍ତି ନାହିଁ ।

ନିର୍ମଳ ହୃଦୟ

ଏମାନେ କଥାବାର୍ତ୍ତାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନାରେ ଥିବା ବ୍ୟକ୍ତି ଏମାନଙ୍କ ଆଡକୁ ଆକର୍ଷିତ ହୋଇ ଯାଆନ୍ତି । ଏମାନେ କୌଣସି ବି ବ୍ୟକ୍ତିକୁ ନିଜ କଥାରେ ବନ୍ଧୁ କରି ଦିଅନ୍ତି । ଏହି ନାମର ମହିଳାମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସହଜରେ କାହାକୁ ବି ଇମ୍ପ୍ରେସ କରି ପାରନ୍ତି । ଏମାନଙ୍କର ହୃଦୟ ସଫା ହୋଇଥାଏ କିନ୍ତୁ ଏମାନଙ୍କର କ୍ରୋଧ ଏମାନଙ୍କୁ ଲୋକମାନଙ୍କ ନଜରରେ ଖରାପ କରିଦିଏ ।

ହସମୁଖ ଓ ମିଳାପି

ଏହି ମହିଳାମାନେ ସତ୍ୟ ଓ ନିଜର ସିଦ୍ଧାନ୍ତ ପାଇଁ କାହାର ବି ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି । ଏମାନଙ୍କୁ ସତ୍ୟତାର ସାଥ ଦେବା ପାଇଁ ପସନ୍ଦ ହୋଇଥାଏ । ଏମାନେ ନିଜକୁ ସମସ୍ତ ପରିସ୍ଥିତିରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚାହାଁନ୍ତି । ସାମାଜିକ ଜୀବନରେ ଏମାନେ ହସମୁଖ ଓ ମିଳାପି ହୋଇଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।