ଏହି ବର୍ଷ ଗୁଡିକ ମଧ୍ୟରୁ ବାଛନ୍ତୁ ନିଜର ଜନ୍ମ ବର୍ଷ – ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା ଓ ଆପଣଙ୍କ ଭବିଷ୍ୟତ

ଆଜିକାଲି ସମସ୍ତେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୁଅନ୍ତି । ନିଜ ବିଷୟରେ କିଛି ଭଲ ମନ୍ଦ ଜାଣିବା ବା ଭବିଷ୍ୟତରେ କଣ ସବୁ ଘଟିବ ସେ ବିଷୟରେ ଜାଣିବା ପାଇଁ ଲୋକମାନେ ଜ୍ୟୋତିଷ ମାନଙ୍କ ପାଖକୁ ଯାଇଥାନ୍ତି । ତେବେ ଜ୍ୟୋତିଷମାନେ ଆପଣଙ୍କ ଭବିଷ୍ୟତ ବିଷୟରେ କହିବା ପୂର୍ବରୁ ଆପଣଙ୍କର ଜନ୍ମ ବର୍ଷ, ମାସ ଏବଂ ତାରିଖ ଆଦି ପଚାରି ଥାନ୍ତି । ଜନ୍ମ ବର୍ଷକୁ ନେଇ ସେମାନେ ବିଚାର କରି ଜାଣି ପାରନ୍ତି ଆଗକୁ ଆପଣଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଛି । ତେବେ ସେଥିରୁ ଆପଣ ଜାଣିପାରୁଥିବେ ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ପାଇଁ କେତେ ମହତ୍ବପୂର୍ଣ୍ଣ । ଅଙ୍କ ଜ୍ୟୋତିଷରେ ଜନ୍ମ ବର୍ଷରୁ ହିଁ ଗୋଟେ ବ୍ୟକ୍ତି ବିଷୟରେ ବହୁତ କିଛି ଜଣାଯାଇ ପାରିବ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

୧୯୮୦, ୧୯୮୧, ୧୯୮୨, ୧୯୮୩, ୧୯୮୪, ୧୯୮୫, ୧୯୮୬, ୧୯୮୭, ୧୯୮୮, ୧୯୮୯, ୧୯୯୦, ୧୯୯୧, ୧୯୯୨, ୧୯୯୩, ୧୯୯୪, ୧୯୯୫, ୧୯୯୬, ୧୯୯୭, ୧୯୯୮, ୧୯୯୯, ୨୦୦୦ । ତେବେ ଦିଆ ଯାଇଥିବା ଏହି ବର୍ଷ ମାନଙ୍କ ମଧ୍ୟରୁ ନିଜ ଜନ୍ମ ବର୍ଷ ବାଛନ୍ତୁ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା ।

୧୯୮୦ – ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସବୁବେଳେ ସକ୍ରିୟ ରହିଥାନ୍ତି । ଯଦି କେହି ଏମାନଙ୍କୁ ଭଲ ଲାଗେନି ତ ଏମାନେ ତାଠୁ ଦୁରେଇ ରହିବାକୁ ପସନ୍ଦ କରନ୍ତି । ଏହି ଲୋକ କାହା ଉପରେ ଭରସା କରନ୍ତି ନାହିଁ। । ୧୯୮୧ – ଏମାନେ ନିଜ ନିର୍ଣ୍ଣୟ ନିଜେ ନେଇଥାନ୍ତି।। ଆପଣ ବହୁତ ସଚ୍ଚୋଟ ଅଟନ୍ତି । ଏହି ଲୋକ ବହୁତ ଭାବୁକ ହୋଇଥାନ୍ତି । ୧୯୮୨ – ଏମାନେ କେବେ ଭାବନାରେ ଭଳିକି କିଛି କରନ୍ତି ନାହିଁ । ବହୁତ ଜିଜ୍ଞାଷୁ ହୋଇ ଥାନ୍ତି ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ୧୯୮୩ – ଏହି ଲୋକମାନଙ୍କର ଆତ୍ମ ନିର୍ଭରଶିଳତା ବହୁତ ଥାଏ । ଭାବନା ଓ ବୁଦ୍ଧିମତା ଅଧିକ ଦେଖିବାକୁ ମିଳେ । ବହୁତ ଶୀଘ୍ର ସଫଳତା ପାଇଥାଆନ୍ତି ।

୧୯୮୪ – ଏମାନେ ସବୁଠୁ ଅଧିକ ପରିଶ୍ରମୀ । ଏମାନଙ୍କର ସବୁ କାମ ପର୍ଫେକ୍ଟ ହେଇଥାଏ। । ୧୯୮୫ – ଏମାନେ ସବୁଠାରୁ ଇଣ୍ଟେଲିଜେଣ୍ଟ ବା ବୁଦ୍ଧିମାନ ହେଇଥାନ୍ତି । ଆପଣ ଅଧିକ ଦିବାସ୍ଵପ୍ନ ଦେଖିଥାନ୍ତି । ୧୯୮୬ – ବିବେକଶିଳ ଓ ତୀବ୍ର ବୁଦ୍ଧି ଯୁକ୍ତ ହେଇଥାନ୍ତି । ଏମାନଙ୍କର ଦୁରଦୃଷ୍ଟି କାରଣରୁ ଏମାନେ ଭବିଷ୍ୟତ କେମତି ଭଲ ହେବ ସେଥିପାଇଁ ଏମାନେ ସର୍ବଦା ପରିଶ୍ରମ କରିବାକୁ ପସନ୍ଦ କରିଥାନ୍ତି। ୧୯୮୭ – ସାହସ ଓ ପରିଶ୍ରମ କରିବାର କ୍ଷମତା ଜନ୍ମଜାତ ହେଇଥାଏ । କଠିନରୁ କଠିନ କାମକୁ ମଧ୍ୟ ବହୁତ ସରଳତାର ସହିତ କରି ପାରନ୍ତି ।

୧୯୮୮ – ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସ୍ଥିର ଓ ଆକର୍ଷକ ବ୍ୟକ୍ତିତ୍ବ ବିଶିଷ୍ଟ ହେଇଥାନ୍ତି। । ଚିନ୍ତାଧାରାର ସ୍ଥାୟିତ୍ଵ ନଥିଲେ ମଧ୍ୟ ଏମାନଙ୍କର ମହାତ୍ଵାକାଂକ୍ଷା ଏମାନକୁ ପରିଶ୍ରମ କରିବା ପାଇଁ ଉସ୍ତାହ ଦେଇ ଥାଏ । ୧୯୮୯ – ଏମାନେ ଏମାନେ ଲକ୍ସରି ଲାଇଫ ବଞ୍ଚିବାକୁ ବହୁତ ପସନ୍ଦ କରିଥାନ୍ତି ଓ ଜୀବନରେ ସବୁ ଜିନିଷ ପାଇବାକୁ ଚାହିଥାନ୍ତି। । ସେଥି ପାଇଁ ସେମାନେ ଦିନ ରାତିକୁ ଏକ କରି ଲଗାତର ପରିଶ୍ରମ କରି ଚାଲିଥାନ୍ତି । ୧୯୯୦ – ଦାୟିତ୍ଵବାନ ହୋଇଥାନ୍ତି, କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲରେ ଭାବିଚିନ୍ତି ବୁଝି-ବିଚାରୀ କାର୍ଯ୍ୟ କରିଥାନ୍ତି । ନିଜର କଥାବାର୍ତ୍ତାରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି ।

୧୯୯୧ ଯେ କୌଣସି କାର୍ଯ୍ୟ ପୂରଣ କରିବା ପାଇଁ ନିଜର ସଂପୂର୍ଣ୍ଣ ଚେଷ୍ଟା ଦେଇଥାନ୍ତି । ଅଲଗା ପ୍ରକାରେ କାମ କରିବାର ଅନ୍ଦାଜ ଲୋକମାନଙ୍କୁ ଆକର୍ଷିତ କରିଥାଏ । ୧୯୯୨– ଏହି ବର୍ଷ ଜନ୍ମ ହୋଇଥିବା ଲୋକେ କିଛି ନା କିଛି ନୂଆ କାର୍ଯ୍ୟ ଶିଖିବା ପାଇଁ ସଜାଗ ରହିଥାନ୍ତି । ଯେକୌଣସି ଦୁଃଖ ଆସେ କେବେ ମଧ୍ୟ ନିଜେ ଭାଙ୍ଗି ପଡନ୍ତି ନାହିଁ । ୧୯୯୩ – ଏହି ବର୍ଷ ଜନ୍ମ ହୋଇଥିବା ବ୍ଯକ୍ତି ଅନ୍ୟକୁ ଆକର୍ଷିତ କରିବା ପାଇଁ ପରିଶ୍ରମ କରିବାକୁ ପଡେ ନାହିଁ । ବହୁତ ସହଜରେ ସମସ୍ତଙ୍କୁ ନିଜର କରିପାରନ୍ତି ।

୧୯୯୪ – ଏହି ବର୍ଷ ଜନ୍ମ ହୋଇଥିବା ବ୍ଯକ୍ତି ଏହି ଲୋକ ବହୁତ ଭାବୁକ ହୋଇଥାନ୍ତି । ଇଣ୍ଟେଲିଜେଣ୍ଟ ବା ବୁଦ୍ଧିମାନ ହେଇଥାନ୍ତି । ୧୯୯୫ – ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କ ପାଖରେ ଆତ୍ମ ନିର୍ଭରଶିଳତା ବହୁତ ଥାଏ । କାମ କରିବାର ଅନ୍ଦାଜ ଲୋକମାନଙ୍କୁ ଆକର୍ଷିତ କରିଥାଏ । ୧୯୯୬ – ଏମାନେ ଲକ୍ସରି ଲାଇଫ ବଞ୍ଚିବାକୁ ବହୁତ ପସନ୍ଦ କରିଥାନ୍ତି । ବହୁତ ଶୀଘ୍ର ସଫଳତା ପାଇଥାଆନ୍ତି । ୧୯୯୭ – ଏମାନେ ଦାୟିତ୍ଵବାନ ହୋଇଥାନ୍ତି । ଆପଣ ଅଧିକ ବହୁତ ଆତ୍ମ ବିଶ୍ୱାସୀ ହୋଇଥାନ୍ତି । ୧୯୯୮ – ଆପଣ ସବୁଠୁ ଅଧିକ ପରିଶ୍ରମୀ । କଠିନରୁ କଠିନ କାମକୁ ମଧ୍ୟ ବହୁତ ସରଳତାର ସହିତ କରି ପାରନ୍ତି ।

୧୯୯୯ – ଏହିବର୍ଷ ଜନ୍ମ ହୋଇଥିବା ବ୍ଯକ୍ତି ଭାବନାରେ ଭଳିକି କିଛି କରନ୍ତି ନାହିଁ । ମିଥ୍ୟାବାଦି ଲୋକମାନଙ୍କୁ ଆପଣ ଘୃଣା କରନ୍ତି । ୨୦୦୦ – ଏହି ବର୍ଷ ଜନ୍ମ ହୋଇଥିବା ଲୋକ ଆତ୍ମ ନିର୍ଭରଶିଳ ଅଟନ୍ତି ।  ସେଥିପାଇଁ ଆପଣଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।