ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ଆପ କୁ, ନତୁବା ମିନିଟ କ ମଧ୍ୟରେ ବ୍ୟାଙ୍କ ଖାତା ହୋଇଯିବ ଖାଲି, ଦେଖନ୍ତୁ କେମିତି ଓ ସଚେତନତା ପାଇଁ ସେୟର କରନ୍ତୁ

ଆଜିକାଲି ବହୁତ ଲୋକ ଟଙ୍କା ନେବା ଦେବା ପାଇଁ ମୋବାଇଲ ଫୋନ ର ବ୍ୟବହାର କରୁଛନ୍ତି ଓ ଆଜିକାଲି ଲୋକ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଟଙ୍କା ଦେବା ନେବା ଅଧିକ କରୁଛନ୍ତି । ଯଦି ଆପଣ ବି ଏହି ଲୋକଙ୍କ ମଧ୍ୟରେ ଜଣେ ଅଟନ୍ତି ଓ ଫୋନ ଜରିଆରେ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଆପଣ ସାବଧାନ ହୋଇ ଯାଆନ୍ତୁ । କାରଣ ମୋବାଇଲ ଫୋନ ବା ନେଟ ବ୍ୟାଙ୍କିଙ୍ଗ ଜରିଆରେ ଟ୍ରାଞ୍ଜାକ୍ସନ କରିବା ଦ୍ଵାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଗୋଟିଏ ମିନିଟ ମଧ୍ୟରେ ପଇସା ଗାୟବ ହୋଇ ଯାଇପାରେ ଓ ଆପଣଙ୍କ ଆକାଉଣ୍ଟ ଏକଦମ ଖାଲି ହୋଇ ଯାଇପାରେ । ପ୍ରକୃତରେ ଗୋଟିଏ ଆପ ଜରିଆରେ ହ୍ୟାକର କାହାର ବି ଫୋନ କୁ ହ୍ୟାକ କରି ତାର ଆକାଉଣ୍ଟ ମିନିଟ କ ମଧ୍ୟରେ ଖାଲି କରି ଦେଉଛନ୍ତି ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ହ୍ୟାକରମାନଙ୍କ ଠାରୁ ସାବଧାନ ରହିବାକୁ କୁହା ଯାଉଛି ।

ଏହି ଆପ ମିନିଟ କ ମଧ୍ୟରେ ଖାଲି କରିପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏନି ଡେସ୍କ(Any Desk App) ନାମକ ଏକ ଆପକୁ ନେଇ ଚେତାବନୀ ଜାରି କରିଛି ଓ ଏହି ଆପ କୁ ଡାଉନଲୋଡ ନ କରିବା ପାଇଁ କହିଛି । କାରଣ ଏହି ଆପ କୁ ଡାଉନଲୋଡ କରିଥିବା ବହୁତ ଲୋକଙ୍କ ଆକାଉଣ୍ଟ ରୁ ପଇସା ମିନିଟ କ ମଧ୍ୟରେ ଏହି ଆପ ମାଧ୍ୟମରେ ହ୍ୟାକର ଗାୟବ କରି ଦେଇଛନ୍ତି । ଏହି ଆପ ପ୍ଲେଷ୍ଟୋର ଓ ଆପଷ୍ଟୋର ରେ ଅଛି ଓ ଏହାକୁ ବହୁତ ଲୋକ ମଧ୍ୟ ଡାଉନଲୋଡ କରି ରଖିଛନ୍ତି ।

ଏହି ପ୍ରକାରରେ ଗାୟବ ହେଉଛି ଲୋକଙ୍କ ପଇସା

ଏହି ଆପ କୁ ଡାଉନଲୋଡ କରିବା ପରେ ଏହି ଆପ ୟୁଜର ଙ୍କ ଡିଭାଇସ କୁ 9 ଅଙ୍କର ଏକ କୋଡ ପଠାଇଥାଏ ଓ ପରେ ୟୁଜର ଙ୍କୁ ଫୋନ କରି ତାକୁ ଏହି କୋଡ ପଚରା ଯାଇଥାଏ । ଏହି କୋଡ କହିବା ମାତ୍ରେ ହିଁ ହ୍ୟାକର ୟୁଜରଙ୍କ ଫୋନ ହ୍ୟାକ କରି ନେଇଥାନ୍ତି ଓ ତା ଫୋନ ରେ ଥିବା ସବୁ ସୂଚନା ଡାଉନଲୋଡ କରି ନେଇଥାନ୍ତି ଯାହା ପରେ ସେହି ୟୁଜର କୁ ଜଣା ପଡେ ନାହିଁ ଓ ତା ବ୍ୟାଙ୍କ ଖାତାରୁ ସବୁ ପଇସା ଗାୟବ ହୋଇଯାଏ । ପ୍ରକୃତରେ 9 ଟି ଅଙ୍କ ମିଳିବା ମାତ୍ରେ ହ୍ୟାକରଙ୍କ ହାତରେ ୟୁଜର ଫୋନ ର ପୁରା ଆକ୍ସେସ ଆସି ଯାଇଥାଏ ଓ ଏହି ଆକ୍ସେସ କୁ ବ୍ୟବହାର କରି ସହଜରେ ବ୍ୟାଙ୍କ ଆକାଉଣ୍ଟ ର ସୂଚନା ପାଇ ପଇସା ବ୍ୟାଙ୍କ ରୁ ବାହାର କରି ନେଇଥାନ୍ତି ।

RBI ବ୍ୟାଙ୍କଙ୍କୁ ଦେଲେ ନିର୍ଦ୍ଦେଶ

ଏବେ RBI ଏହି ଆପ ସମ୍ବନ୍ଧୀୟ ଏକ ନିର୍ଦ୍ଦେଶ ଲାଗୁ କରିଛନ୍ତି ଓ ଏହି ନିର୍ଦ୍ଦେଶରେ RBI ଅନ୍ୟ ବ୍ୟାଙ୍କ ମାନଙ୍କୁ କହିଛନ୍ତି କି ସେମାନେ ଲୋକଙ୍କୁ ଏନି ଡେସ୍କ ଆପ ମାଧ୍ୟମରେ ହେଉଥିବା ଠକାମୀ ର ସୂଚନା ଲୋକଙ୍କୁ ଦିଅନ୍ତୁ ଯାହା ଦ୍ଵାରା ସେ ଏହି ଆପ ରୁ ବଞ୍ଚି ପାରିବେ ।

ବହୁତ ଲୋକ ଅଭିଯୋଗ କରିଛନ୍ତି

ଏହି ଆପ ର ଶିକାର ହୋଇଥିବା ଅନେକ ଲୋକ RBIକୁ ଏହି ଆପ ର ଅଭିଯୋଗ କରିଛନ୍ତି ଓ ଲୋକଙ୍କ ଅଭିଯୋଗ ମିଳିବା ପରେ RBI ଏହି ଆପ ର ଯାଞ୍ଚ କରିଛନ୍ତି ଓ ଏହା ଫ୍ରଡ଼ ବୋଲି ଜଣା ପଡିଛି ।

ଆଜିକାଲି ଲୋକ ନେଟ ବ୍ୟାଙ୍କିଙ୍ଗ ଜରିଆରେ ସହଜରେ ଟ୍ରାଞ୍ଜାକ୍ସନ କରିପାରୁଛନ୍ତି ଓ ହ୍ୟାକର ମାନଙ୍କ ପାଇଁ କାହାର ଫୋନ ଓ ଲାପଟପ ହ୍ୟାକ କରିବା କୌଣସି ବଡ କଥା ନୁହେଁ । ଯେଉଁ ଲୋକ ନେଟ ବ୍ୟାଙ୍କିଙ୍ଗ କରୁଛନ୍ତି ତାଙ୍କୁ ସାବଧାନ ରହିବାର ଆବଶ୍ୟକତା ଅଛି ଓ କୌଣସି ପ୍ରକାରର ବ୍ୟାଙ୍କ ର କୌଣସି ସୂଚନା କାହାକୁ ଦିଅନ୍ତୁ ନାହିଁ ।

ଏହି ସୂଚନାଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ସତର୍କ ରୁହନ୍ତୁ । ଆଗକୁ ଏମିତି ଅପଡେଟ ସବୁ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।