ଯଦି ଆପଣଙ୍କର ନାମ ଆରମ୍ଭ ହୋଇଥାଏ K, M, T, P, A ଅକ୍ଷରରୁ, ତ ନିଶ୍ଚୟ ଜାଣନ୍ତୁ

ଜ୍ୟୋତିଷ ବିଦ୍ୟା ଅନୁସାରେ କୌଣସି ବି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାହାର ଜୀବନ ସହ ଜଡିତ ବିଭିନ୍ନ ରହସ୍ୟ ବିଷୟରେ କହିଥାଏ । କୌଣସି ବି ବ୍ୟକ୍ତିର ନାମ ତାହାର ରାଶିଫଳ ଓ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ଠିକ କରାଯାଇଥାଏ । ଏମିତିରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରଖିଥାଏ । ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ ଏହି ଦୁନିଆରେ ୧୨ ଟି ରାଶିର ଲୋକମାନେ ରୁହନ୍ତି ଓ ସମସ୍ତ ରାଶି ପାଇଁ ନାମର ପ୍ରଥମ ଅକ୍ଷର ବି ଅଲଗା ଅଲଗା ହୋଇଥାଏ ।

ଏଥର ଚନ୍ଦ୍ରମା ନିଜର ଦିଗ ପରିବର୍ତ୍ତନ କରିବେ ଯାହା ଦ୍ଵାରା କିଛି ରାଶିମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିବ । ଆଜି ଆମେ ଆପଣମାନଙ୍କୁ ୫ ଟି ଏମିତି ନାମ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ଭାଗ୍ୟ ବଦଳିବାର ଅଛି ।

“A” ନାମ ଥିବା ଲୋକ

ଯେଉଁ ଲୋକମାନଙ୍କର ନାମ Aର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ଜୀବନ ବହୁତ ଜଲ୍ଦି ବଦଳିବାର ଅଛି । ଏହି ଅକ୍ଷର ନାମଧାରୀ ବ୍ୟାପାର ଓ ଚାକିରି କରୁଥିବା ଲୋକମାନଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହିତ ଭଲ ତାଳମେଳ ରହିବ । ଧନ ବୃଦ୍ଧି ହେବାର ବି ସମ୍ଭାବନା ଅଛି ।

“K” ନାମ ଥିବା ଲୋକ

ଏହି ନାମର ଲୋକମାନେ ବହୁତ ପରିଶ୍ରମୀ ଓ ଧର୍ଯ୍ୟବାନ ଅଟନ୍ତି । ଏମାନଙ୍କର ଧୈର୍ଯ୍ୟ ଶକ୍ତି ହିଁ ଏମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ । ଏମାନେ ସମସ୍ତ ପରିସ୍ଥିତିର ସାମ୍ନା କରିବା ଭଲ ଭାବରେ ଜାଣିଥାନ୍ତି । ଏଥର ଚନ୍ଦ୍ରମାରେ ରାଶିମାନଙ୍କର ଦିଗ ବଦଳିବା କାରଣରୁ ଏମାନଙ୍କର ଭାଗ୍ୟ ବଦଳିବାର ଅଛି ।

“M” ନାମ ଥିବା ଲୋକ

ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ ଏମାନଙ୍କୁ ବହୁତ ଜଲ୍ଦି ସଫଳତା ମିଳିବାର ଅଛି । କହିବାକୁ ଗଲେ ଏମାନେ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରିଥାନ୍ତି । ଏମାନଙ୍କର ସାହସ ଏମାନଙ୍କର ଶକ୍ତି ହୋଇଥାଏ ।

“T” ନାମ ଥିବା ଲୋକ

ଏମାନଙ୍କର ଖରାପ ହୋଇ ପଡିଥିବା କାମ ଗୁଡିକ ଜଲ୍ଦି ପୁରା ହୋଇଯିବ । ନକରାତ୍ମକ ଚିନ୍ତାରୁ ମୁକ୍ତି ପାଇବେ । ନିଜ ଜୀବନସାଥିଙ୍କ ସହ ଏମାନଙ୍କର ପ୍ରେମ ବଢିବ ।

“P” ନାମ ଥିବା ଲୋକ

ଏହି ନାମର ବ୍ୟକ୍ତିମାନେ ବ୍ୟାପର କ୍ଷେତ୍ରରେ ବହୁତ ଅଧିକ ଲାଭବାନ ହେବେ । ଜୀବନସାଥିଙ୍କ ଠାରୁ ଭରପୁର ସହଯୋଗ ମିଳିବ । ବର୍ତ୍ତମାନ ସମୟରେ ଏମାନଙ୍କୁ ନୂତନ ନୂତନ ରାସ୍ତା ଦେଖାଯିବ । କୌଣସି ଗୋଟିଏ ରାସ୍ତା ଚୟନ କରି ଆପଣ ଆଗକୁ ବଢି ପାରିବେ ।