ଏହି ୬ ଟି ଅଭ୍ୟାସ ମଣିଷକୁ ସବୁବେଳେ ପାଇଁ ରଖିଥାଏ ଗରିବ, ଆଜି ହିଁ ତ୍ୟାଗ କରନ୍ତୁ, ନ ହେଲେ ପଛରେ ପସ୍ତେଇବେ

ଦୁନିଆରେ ଏମିତି ବହୁତ ଜିନିଷ ଅଛି, ଯାହା ନିଜ ସହିତ ବହୁତ ନକାରାତ୍ମକ ଜିନିଷ ଆଣିଥାଏ । ଏହା ଦ୍ଵାରା ମନୁଷ୍ୟ ଜୀବନରେ ସଙ୍କଟ ଏବଂ ଦୁଖର ବାଦଲ ଘେରି ଯାଏ । ଏହି ପ୍ରକାରର ମନୁଷ୍ୟର ଅଭ୍ୟାସ ତାହାର ଜୀବନରେ ଭଲ ଏବଂ ଖରାପ ପ୍ରଭାବର କାରଣ ହୋଇଥାଏ । ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ମନୁଷ୍ୟଙ୍କର କିଛି ଏହିଭଳି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ମନୁଷ୍ୟ ପୁରା ଜୀବନ ଦରିଦ୍ରତା ମଧ୍ୟରେ ରହିଥାଏ ।

ଏହି ସବୁ ଅଭ୍ୟାସରୁ ବାସ୍ତୁ ଦୋଷ ବି ଆସିପାରେ । ଯେଉଁ କାରଣରୁ ଜୀବନରେ ସମସ୍ୟା ଲାଗି ରହିଥାଏ ।

ଖାଇବା ଅଇଁଠା ଛାଡିବା

ଭୋଜନକୁ ଅନ୍ନ ଦେବତା କୁହାଯାଏ । ଏମିତିରେ ଖାଇବାକୁ ଅପମାନ କରିବା ମାତା ଲକ୍ଷ୍ମୀଙ୍କୁ ଦୁଖୀ କରିବା ସଙ୍ଗେ ସମାନ ଅଟେ ଏବଂ ଏହା ଦ୍ଵାରା ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘରୁ ଚାଲି ଯାଆନ୍ତି । ସେଥିପାଇଁ ଆପଣ କେବେ ବି ଭୋଜନ ଥାଳିରେ ଅଇଁଠା ଛାଡନ୍ତୁ ନାହିଁ, ଯେତିକି ଦରକାର ସେହି ଅନୁସାରେ ହିଁ ଭୋଜନ ନିଅନ୍ତୁ । ଏହା କରିବା ଦ୍ଵାରା ଆପଣ ଗରିବ ହୋଇଯିବେ ।

ରାସ୍ତା ଛେପ ପକାଇବା

ଆପଣଙ୍କ ମଧ୍ୟରେ ବହୁତ ଲୋକମାନେ ରାସ୍ତାରେ ଆବର୍ଜନା ଏବଂ ଛେପ ପକାଇ ଥାନ୍ତି । ଏହା କରିବା ଦ୍ଵାରା ସୋଭାଗ୍ୟ ଆପଣଙ୍କ ଠାରୁ ଦୂର ହୋଇଯାଏ । ସେଥିପାଇଁ ଏହି ଅଭ୍ୟାସକୁ ଛାଡିବା ଉଚିତ ।

ବିଛଣାରେ ଆବର୍ଜନା ଫୋପାଡିବା

ଆପଣମାନେ ବିଛଣାରୁ ଉଠିବା ପରେ ଏମିତି ହିଁ ବିଛଣାକୁ ଖରାପ କରି ଛାଡି ଦିଅନ୍ତି । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯାନ୍ତି ।

ଗୋଡ ଉପରେ ଧ୍ୟାନ ନ ଦେବା

ଆଜିକାଲି ଲୋକମାନେ କେବଳ ନିଜ ଚେହେରା ଉପରେ ହିଁ ଅଧିକ ଧ୍ୟାନ ଦେଇଥାନ୍ତି । ଏମିତିରେ ହିଁ ସେମାନେ ନିଜର ଗୋଡ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ଗୋଡକୁ ଅପରିଷ୍କାର ଛାଡି ଦିଅନ୍ତି । ଏହା ଏକ ବାସ୍ତୁ ଦୋଷ ଅଟେ । ସେଥିପାଇଁ ନିୟମିତ ରୂପରେ ନିଜର ଗୋଡ ସଫା କରିବା ଉଚିତ ।

ଅତିଥିଙ୍କର ଅନାଦାର

ବହୁତ ଲୋକ ଅଛନ୍ତି ଯେଉଁମାନେ ଘରେ ଅତିଥି ଆସିଲେ ଚିଡି ଯାଆନ୍ତି । କିନ୍ତୁ ଅତିଥି ଭଗବାନଙ୍କର ରୂପ ଅଟନ୍ତି । ସେଥିପାଇଁ ଘରେ ଅତିଥି ଆସିଲେ ତାଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଗଛର ଦେଖା ଶୁଣା କରିବେ

ଯଦି ଆପଣ ଗଛଲତାର ଧ୍ୟାନ ରଖିବେ ତେବେ ଆପଣଙ୍କର ଜୀବନରେ ସବୁବେଳେ ଖୁସି ରହିବ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଶେୟାର କରନ୍ତୁ ଓ ଏମିତି ଅନେକ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।