ପୂର୍ବରୁ ହିଁ ବିବାହିତ ଅଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ, ତଥାପି ଏହି ଆକ୍ଟ୍ରେସ କରିବାକୁ ଚାହୁଞ୍ଚନ୍ତି ତାଙ୍କୁ ବିବାହ, ଦେଖନ୍ତୁ ସେ କଣ କହିଲେ

ଭାରତର ସବୁ ନାଗରିକ ଭାରତୀୟ ବାୟୁସେନା ର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଗର୍ବ କରୁଛନ୍ତି । କାରଣ ଭାରତୀୟ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମିଗ-21 ରେ ପାକିସ୍ଥାନ ର F-16 ବିମାନଙ୍କୁ ଧ୍ଵଂସ କରିଦେଲେ । ଏହି ଅପରେସନ କୁ ସକସେସ କରାଇବା ଚକରରେ ଅଭିନନ୍ଦନଙ୍କ ପ୍ଳେନ କ୍ରାଶ ହୋଇଗଲା ଓ ସେ ପାକିସ୍ଥାନ ର ସୀମା ଭିତରକୁ ଚାଲିଗଲେ କିନ୍ତୁ ଭାରତର ସଫଳ କୂଟନୀତି ଓ ପାକିସ୍ଥାନ ଉପରେ ଭାରତର ପ୍ରେସର ପଡିବା କାରଣରୁ ପାକିସ୍ଥାନକୁ ନିଜ କବ୍ଜାରେ ନେଇଥିବା ଅଭିନନ୍ଦନଙ୍କୁ ସକୁଶଳ ଫେରାଇବାକୁ ପଡିଲା ।

ଭାରତର ଏହି ସଫଳତାରେ ସମସ୍ତେ ଯେଉଁଠି ଖୁସି ଜଣା ପଡୁଥିଲେ ସେଇଠି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହସ କୁ ଲୋକ ସାଲ୍ୟୁଟ ମଧ୍ୟ କରୁଥିଲେ । ତାଙ୍କର ଭାରତ ଫେରି ଆସିବାରେ ପ୍ରଧାନମନ୍ତ୍ରୀ ବି ଟ୍ଵିଟ ମାଧ୍ୟମରେ ତାଙ୍କର ସ୍ଵାଗତ କଲେ ଓ ବଲିଉଡ ର ବହୁତ ତାରକାମାନେ ମଧ୍ୟ ନିଜର ଖୁସି ଜାହିର କରିଥିଲେ । ସେଇଠି ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସବ ର ପରିବେଶ ଦେଖା ଯାଇଥିଲା ।

ଏମିତିରେ ସବୁବେଳେ ନିଜର ବକ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମାହିକା ଶର୍ମା, ଯିଏ ଏବେ ପୁଣି ଥରେ ନିଜ ବକ୍ତବ୍ୟ କାରଣରୁ ବହୁତ ଚର୍ଚ୍ଚାରେ ଅଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ମାହିକା ଅଭିନନ୍ଦନଙ୍କ ଫେରିବାରେ ଖୁସି ଜାହିର କରି ସେ କହିଲେ କି “ ଏହା ଏକ ବିଶେଷ ସମୟ ଅଟେ, ଯେତେବେଳେ ଆମ ଦେଶର ସୁପର ହୀରୋ ଭାରତ ଫେରି ଆସିଛନ୍ତି । ଜଣେ ସଚ୍ଚା ଭାରତୀୟ ହେବା ଦୃଷ୍ଟିରୁ ସାନଦାର ଲାଇଫ ଷ୍ଟାଇଲ ତାଙ୍କର ଅପେକ୍ଷା କରିଛି ।

ଏହା ସହିତ ମାହିକା କଲର୍ସ ଟିଭି ରେ ଚାଲୁଥିବା ରିଆଲିଟି ସୋ ‘ଫିଅର ଫ୍ୟାକ୍ଟର: ଖତରୋଂ କେ ଖିଲାଡ଼ି 9” କୁ ବନ୍ଦ କରିବାକୁ କହିଛନ୍ତି । ତାଙ୍କର କହିବା କଥା କି ଯେତେବେଳେ ଦେଶର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ରୂପରେ ସବୁଠୁ ବଡ ଖତରୋଂ କେ ଖିଲାଡ଼ି ମିଳି ଯାଇଛନ୍ତି ତେବେ ଏହି ସୋ କୁ ଲୋକଙ୍କୁ ଦେଖାଇବାର କଣ ଆବଶ୍ୟକତା ଅଟେ । ଅଭିନେତ୍ରୀ କହିଲେ କି କଲର୍ସ କୁ ନିଜର ସୋ ‘ଫିଅର ଫ୍ୟାକ୍ଟର: ଖତରୋଂ କେ ଖିଲାଡ଼ି 9” କୁ ବନ୍ଦ କରି ରୋହିତ ସେଟ୍ଟୀଙ୍କୁ ୱିନର ଟ୍ରୋପି ଅଭିନନ୍ଦନଙ୍କୁ ଦେଇ ଦେବା ଆବଶ୍ୟକ ।

ଏହା ସହିତ ସେ ଏହା ବି କହିଲେ କି ଅଭିନନ୍ଦନଙ୍କ ଜୀବନୀ ଉପରେ ଫିଲ୍ମ ବି ତିଆରି ହେବା ଆବଶ୍ୟକ, ଯାହା ଦ୍ଵାରା ନୂଆ ପିଢୀକୁ ପ୍ରୋତ୍ସାହନ ମିଳିବ । ସେ ଏହା ବି କହିଲେ କି ଅଭିନନ୍ଦନ ବହୁତ ସୁନ୍ଦର ଭାବରେ ଏହି ବିଜୟ କୁ ହାସଲ କରିଛନ୍ତି । ଅଭିନନ୍ଦନ ଯେଉଁ ବିଜୟ ହାସଲ କରିଛନ୍ତି ଏଥିପାଇଁ ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି । କେହି ବି ଝିଅ ଏପରି ନୀଡର ଓ ବାହାଦୁର ବ୍ୟକ୍ତିକୁ ବିବାହ କରିବାକୁ ପ୍ରସ୍ତୁତ ହୋଇଯିବେ । ଆଗକୁ ଏମିତି ନୂଆ ନୂଆ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।