ଏହି ୬ଟି ନାମର ବ୍ୟକ୍ତି ରହିଥାନ୍ତି ଖରାପ କାମ ଠାରୁ ଦୂରରେ, ମାତା ପିତାଙ୍କର ନାଁ ଉଚ୍ଚ କରିଥାନ୍ତି

ସମସ୍ତ ବ୍ୟକ୍ତି ନିଜର ମାତା ପିତାଙ୍କର ସମାଜରେ ସମ୍ମାନ ବଢାଇବା ପାଇଁ ଚେଷ୍ଟା କରନ୍ତି । ସେମାନେ ସବୁବେଳେ ଭାବନ୍ତି କି ସେମାନେ ବହୁତ ଦୁଃଖ ଓ କଷ୍ଟରେ ଆମକୁ ଛୋଟରୁ ବଡ କରିଛନ୍ତି ତାହା ବଦଳରେ ଆମର ବି କର୍ତ୍ତବ୍ୟ ଅଟେ କି ତାଙ୍କ ପାଇଁ କିଛି ଅଲଗା କରିବୁ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସେହି ୬ ଟି ନାମ ଥିବା ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ମାତା ପିତାଙ୍କର ସମ୍ମାନ ବଢାଇ ଥାନ୍ତି ।

ଆସନ୍ତୁ ଜାଣିବା ଏହି ୬ ଟି ନାମର ବ୍ୟାକ୍ତିଙ୍କ ବିଷୟରେ :-

ଯେଉଁ ବ୍ୟକ୍ତିମାନଙ୍କର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିମାନେ ନିଜର ମାତା ପିତାଙ୍କର ସମ୍ମାନ ବଢାଇ ଥାନ୍ତି । ଏମାନେ ନିଜର ମାତା ପିତାଙ୍କୁ କୌଣସି ପ୍ରକାରର କଷ୍ଟ ଦେବାକୁ ଚାହାନ୍ତି ନାହିଁ ଓ ନିଜ ମାତା ପିତାଙ୍କର ଖୁସି ପାଇଁ ଏମାନେ ବହୁତ କଷ୍ଟ କରିଥାନ୍ତି ।

ଯେଉଁ ବ୍ୟକ୍ତିଙ୍କର ନାମ Dରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ନିଜର ମାତା ପିତାଙ୍କର କଥାରେ ଚାଲିବାକୁ ପସନ୍ଦ କରନ୍ତି । ଏମାନେ ନିଜର ମାତା ପିତାଙ୍କର ସବୁ କଥାର ସମ୍ମାନ କରନ୍ତି । ଏହି ବ୍ୟକ୍ତିମାନେ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ସାହାର୍ଯ୍ୟ କରନ୍ତି । ଯାହା ଦ୍ଵାରା ଏମାନଙ୍କର ମାନ – ସମ୍ମାନ ବଢିଥାଏ । ନିଜର ମାତା ପିତାଙ୍କର ବହୁତ ଜଲ୍ଦି ସମମ୍ନା ବଢାଇ ଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ନାମ Kରୁ ଆରମ୍ଭ ହୋଇଥାଏ ସେମାନେ ମାତା ପିତାଙ୍କର ସମାଜରେ ସମ୍ମାନ ବଢାଇ ଥାନ୍ତି । ଏହି ବ୍ୟକ୍ତିମାନେ ସେମିତି କିଛି କାମ କରନ୍ତି ନାହିଁ ଯାହାଦ୍ଵାରା ତାଙ୍କ ମାତା ପିତାଙ୍କର ନାମ ଖରାପ ହେବ । ଏମାନେ ନିଜ ଜୀବନରେ ଭଲରୁ ଭଲ କାମ କରିବା ପାଇଁ ଚାହାଁନ୍ତି ।

ଯେଉଁ ବ୍ୟକ୍ତିଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜର ସାରା ଜୀବନ ମାତା ପିତାଙ୍କର ସେବାରେ ବ୍ୟତୀତ କରିବାକୁ ପସନ୍ଦ କରନ୍ତି ଓ ଏମାନେ କିଛି ଏହିଭଳି କାମ କରନ୍ତି ନାହିଁ ଯେଉଁ କାରଣରୁ ତାଙ୍କ ମାତା ପିତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଯେଉଁ ବ୍ୟକ୍ତିଙ୍କ ନାମ N ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ନିଜ ପରିବାର ଓ ମାତା ପିତାଙ୍କର ନାମକୁ କେବେ ବି ଖରାପ ହେବାକୁ ଦିଅନ୍ତି ନାହିଁ । ସେମାନେ ସବୁବେଳେ ଚେଷ୍ଠିତ ଥାନ୍ତି କି କିପରି ତାଙ୍କର ମାତା ପିତାଙ୍କର ପ୍ରଶଂସା ସମସ୍ତେ କରିବେ ।

ଯେଉଁ ବ୍ୟକ୍ତିଙ୍କର ନାମ Pରୁ ଆରମ୍ଭ ହୋଇଥାଏ ସେମାନେ ନିଜ ମାତା ପିତାଙ୍କର ଆଦେଶକୁ ହିଁ ନିଜ ଜୀବନର ଲକ୍ଷ ବୋଲି ମାନି ନିଅନ୍ତି ଓ ନିଜର ମାତା ପିତାଙ୍କ ସହିତ ସବୁବେଳେ ରୁହନ୍ତି । ସେମାନେ ମାତା ପିତାଙ୍କ ପାଇଁ କିଛି ବି କରିପାରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।