ଏହି ୫ଟି କଥା ସର୍ବଦା ଗୁପ୍ତ ରଖନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ସିକ୍ରେଟ କଥା ଥାଏ ଯାହାକୁ ସେମାନେ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ନିଜର ସିକ୍ରେଟ ସମସ୍ତଙ୍କ ସହିତ ଶେୟର କରନ୍ତି ତେବେ ହୋଇପାରେ ପଛରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି କଥା କହନ୍ତି ଯାହା ଦ୍ଵାରା ଆପଣ ନିଜର ସିକ୍ରେଟ ତାଙ୍କୁ କହି ଦିଅନ୍ତି କିନ୍ତୁ ପଛରେ ଆପଣଙ୍କୁ ଏହା ଦ୍ଵାରା ହଇରାଣ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କଣ ୫ଟି କଥା ରହିଛି ଯାହାକୁ ଆପଣ କାହାକୁ କହିବେ ନାହିଁ ଆସନ୍ତୁ ଜାଣିବା ।

Image courtesy: Google

ପ୍ରଥମଟି ହେଉଛି ଯଦି ଆପଣ କିଛି ଦାନ ପୂଣ୍ୟ କରୁଛନ୍ତି ବା କିଛି ସେବା କାର୍ଯ୍ୟ କରୁଛନ୍ତି ସେସବୁକୁ ଆପଣ ସିକ୍ରେଟ ରଖିବେ । ଏହା ଦ୍ଵାରା ଆପଣଙ୍କ ପୂଣ୍ୟ ବଢିଥାଏ ।

Image courtesy: Google

ଦ୍ଵିତୀୟଟି ହେଉଛି ଆପଣଙ୍କ ନିଜସ୍ଵ ବିଚାର । ସମସ୍ତଙ୍କ ଜୀବନରେ ଯେ କୌଣସି ବିଷୟକୁ ନେଇ ନିଜସ୍ଵ କିଛି ବିଚାର ଥାଏ । ତାହାକୁ କାହା ଆଗରେ ପ୍ରକାଶ କରିବେ ନାହିଁ । ହୋଇପାରେ ଏହା ଦ୍ଵାରା କାହା ମନରେ କଷ୍ଟ ହୋଇପାରେ, ଆପଣ ପଛରେ ପଶ୍ଚାତାପ କରି ପାରନ୍ତି ।

Image courtesy: Google

ତୃତୀୟଟି ହେଉଛି ଆପଣଙ୍କର ଲକ୍ଷ । ପ୍ରତ୍ୟେକ ମଣିଷଙ୍କ ଜୀବନରେ କିଛି ନା କିଛି ଲକ୍ଷ ଥାଏ ଓ ସେହି ଲକ୍ଷକୁ ପୂରଣ କରିବା ପାଇଁ ପ୍ରତ୍ଯେକ ମଣିଷ ବହୁତ କଷ୍ଟ କରି ଥାଆନ୍ତି । ଯଦି ଆପଣଙ୍କ ଲକ୍ଷକୁ ଆପଣ ସମସ୍ତଙ୍କ ସହିତ ଶେୟର କରିବେ ତେବେ କେବେ ବି ଆପଣ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ ନାହିଁ । ଏହା ଦ୍ଵାରା ଏକାଗ୍ରତା କମି ଯାଇଥାଏ ।

Image courtesy: Google

ଚତୁର୍ଥଟି ହେଉଛି ଆପଣଙ୍କ ଲାଇଫ ଷ୍ଟାଇଲ । ପ୍ରତ୍ୟେକ ମଣିଷର ନିଜସ୍ଵ କିଛି ଲାଇଫ ଷ୍ଟାଇଲ ଥାଏ । ସେମାନେ ନିଜ ହିସାବରେ ବଞ୍ଚିଥାନ୍ତି । ଆପଣଙ୍କର ନିଜସ୍ଵ ଲାଇଫ ଷ୍ଟାଇଲ କୁ କାହା ଆଗରେ ପ୍ରକାଶ କରିବେ ନାହିଁ ।

Image courtesy: Google

ପଞ୍ଚମରେ ହେଉଛି ଆପଣଙ୍କ ପରିବାରର ସମସ୍ୟା । ପ୍ରତ୍ୟେକ ମଣିଷଙ୍କ ପରିବାରରେ କିଛି ନା କିଛି ସମସ୍ଯା ଥାଏ । ଏମିତି କୌଣସି ପରିବାର ନାହିଁ ଯେଉଁଠି ଝଗଡା ହୁଏ ନାହିଁ । କିନ୍ତୁ ସେହି ସମସ୍ୟାକୁ ଆପଣ ସମସ୍ତଙ୍କ ଆଗରେ କେବେ ବି କହିବେ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କର କ୍ଵାଲିଟି ତାଙ୍କ ଆଗରେ କମି ଯାଇଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।