ଏହି ୪ ଟି ନାମର ଝିଅମାନଙ୍କୁ ଭୁଲରେ ବି କରିବେ ନାହିଁ ଗର୍ଲଫ୍ରେଣ୍ଡ, ବହୁତ ହଇରାଣ କରନ୍ତି

ବନ୍ଧୁମାନେ ବର୍ତ୍ତମାନ ଜମାନାରେ ସବୁ ପୁଅମାନେ ଚାହାଁନ୍ତି କି ତାଙ୍କର କୌଣସି ଗର୍ଲଫ୍ରେଣ୍ଡ ହେଉ ଯାହା ସହିତ ସେମାନେ ନିଜର ହୃଦୟର କଥା ଶେୟାର କରି ପାରିବେ । କିନ୍ତୁ ଯଦି ଜୀବନରେ କୌଣସି ଭୁଲ ଟାଇପର ଗର୍ଲଫ୍ରେଣ୍ଡ ଆସିଯାଏ ତେବେ ମନରେ ଗୋଟିଏ ହିଁ ବିଚାର ଆସିଥାଏ କି ଏହିଭଳି ଗର୍ଲଫ୍ରେଣ୍ଡ ହେବା ଠାରୁ ନ ଥିବା ଭଲ ଅଟେ । ଆପଣଙ୍କ ଜୀବନରେ ଏହିଭଳି ଭୁଲ ନ ହୋଇଯାଉ ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ନାମ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଗର୍ଲଫ୍ରେଣ୍ଡ କରିବା ଦ୍ଵାରା ଆପଣଙ୍କୁ ଜୀବନର ବହୁତ ସମସ୍ୟାର ସାମ୍ନା କରିବାକୁ ପଡି ପାରେ । ଏହି ଝିଅମାନଙ୍କର କିଛି ଅଭ୍ୟାସ ଏମିତି ହୋଇଥାଏ କି ପୁଅମାନେ ଚିଡି ଯାଆନ୍ତି ।

ଏହି ନାମ ବାଲା ଗର୍ଲଫ୍ରେନ୍ଡଙ୍କୁ ସହିବା ବହୁତ କଷ୍ଟକର କାମ ଅଟେ

A ନାମର ଝିଅ :

Image courtesy: Google

ଯେଉଁ ଝିଅମାନଙ୍କର ନାମ A ରୁ ଆରମ୍ଭ ହୋଇଥାଏ ସେମାନେ ଜୀବନରେ ଆଡଜସ୍ଟ କରି ପାରନ୍ତି ନାହିଁ । ଏମିତିରେ ଯେତେବେଳେ ଆପଣ ଏମାନଙ୍କୁ ଗର୍ଲଫ୍ରେଣ୍ଡ କରନ୍ତି ତେବେ ଏମାନେ କୌଣସି ବି ଜିନିଷରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଏମାନେ ସବୁବେଳେ ନିଜର ବୟଫ୍ରେଣ୍ଡକୁ ଦୋଷ ଦେଇଥାନ୍ତି । ସେଥିପାଇଁ ଏହି ଝିଅମାନଙ୍କୁ ଗର୍ଲଫ୍ରେଣ୍ଡ କରନ୍ତୁ ନାହିଁ ।

L ନାମର ଝିଅ :

Image courtesy: Google

ଏହି ନାମର ଝିଅମାନେ ବହୁତ ଜଲ୍ଦି ରାଗି ଯାଆନ୍ତି ଓ ଝଗଡା କରନ୍ତି । ଏମିତିରେ ଏମାନେ ନିଜର ବୟଫ୍ରେଣ୍ଡ ଉପରେ ମଧ୍ୟ ପ୍ରାୟତଃ ରାଗି ଯାଆନ୍ତି । ସେଥିପାଇଁ ଏମାନଙ୍କୁ କେବଳ ସେହି ପୁଅ ଗର୍ଲଫ୍ରେଣ୍ଡ କରି ପାରିବ ଯିଏ ଏମାନଙ୍କର ରାଗକୁ କନ୍ଟ୍ରୋଲ କରି ପାରୁଥିବ ।

P ନାମର ଝିଅ :

Image courtesy: Google

 

ଏହି ନାମର ଝିଅମାନେ ବହୁତ ଜିଦ୍ଦି ସ୍ଵଭାବର ହୋଇଥାନ୍ତି । ଏମାନେ କୌଣସି କଥାକୁ ଥରେ ଧରି ବସନ୍ତି ତ ଏମାନଙ୍କୁ ମନାଇବା ବହୁତ କଷ୍ଟକର କାମ ହୋଇଥାଏ । ଏଥିପାଇଁ ଏମାନଙ୍କୁ ସେହି ବ୍ୟକ୍ତି ହିଁ ଗର୍ଲଫ୍ରେଣ୍ଡ କରନ୍ତୁ ଯିଏ ଏମାନଙ୍କର ଜିଦ୍ଦିକୁ ସମ୍ଭାଳି ପାରିବ ।

R ନାମର ଝିଅ :

Image courtesy: Google

ଯେଉଁ ଝିଅମାନଙ୍କର ନାମ R ରୁ ଆରମ୍ଭ ହୋଇଥାଏ ସେମାନେ ସବୁବେଳେ ଆପଣଙ୍କ ପଛରେ ପଡି ଥାଆନ୍ତି । ଏମାନେ ବହୁତ ସନ୍ଦେହ କରନ୍ତି । ଯଦି ଆପଣ ଏମାନଙ୍କୁ ଧୋକା ଦେବେ ତେବେ ଏମାନେ ବହୁତ ଭୟାନକ ବି ହୋଇପାରନ୍ତି । ସେଥିପାଇଁ ଆପଣ ଏହି ସ୍ଥିତିରେ ଏମାନଙ୍କୁ ଗର୍ଲଫ୍ରେଣ୍ଡ କରିବେ ଯେତେବେଳେ ଆପଣ ଏମାନଙ୍କୁ ବିବାହ କରିବା ପାଇଁ ସିରିୟସ ଥିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।