‘ଏବେ ଦେଖେଇ ଦେବି ସବୁ ରେକର୍ଡିଙ୍ଗ ..ତାର ସବୁ ଫୋଟୋ ଭାଇରଲ କରିଦେବି, ଯଦି ସେ ମୋର ନ ହେଲା…’ ପ୍ରେମିକା ମା’ର ଚକ୍ରାନ୍ତରେ ଫସିଲା ପରେ ପ୍ରେମିକ କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ପ୍ରାୟତଃ ସମସ୍ତେ ସୋସିଆଲ ମିଡିଆ ବ୍ୟବାହାର କରୁଛନ୍ତି । ଏହି ସୋସିଆଲ ମିଡିଆ ଦ୍ଵାରା କିଛି ଲୋକ ଙ୍କର ଉନ୍ନତି ହେବା ସହ କିଛି ଲୋକଙ୍କର ଅବନ୍ନତି ମଧ୍ୟ ଘଟୁଛି । ଆଜିକାଲି ର ପିଲାମାନେ ଅତ୍ଯାଧିକ ମାତ୍ରାରେ ସୋସିଆଲ ମିଡିଆ ରେ ଆକ୍ଟିଭ ରହିଥିବାର ଦେଖା ଯାଉଛନ୍ତି । ସେହିଭଳି ଏହି ସୋସିଆଲ ମିଡିଆ ରୁ ଆଜିକାଲି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ବନ୍ଧୁତା ସ୍ଥାପନ ମଧ୍ୟ କରୁଛନ୍ତି । ତାହାସହ କିଛି ଲୋକ ସୋସିଆଲ ମିଡିଆ ରୁ ପ୍ରେମ ସମ୍ପର୍କ ମଧ୍ୟ ପରସ୍ପର ମଧ୍ୟରେ ସ୍ଥାପନ କରୁଛନ୍ତି ।

ବନ୍ଧୁଗଣ ସେହିଭଳି ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ କି ସାଇବର ପୋଲିସ ଏକ ଯୁବକକୁ ବ୍ଲାକ ମେଲିଙ୍ଗ ଅଭିଯୋଗରେ ଗିରଫ କରି ନେଇଛନ୍ତି । ବନ୍ଧୁଗଣ ଯୁବକଙ୍କ କହିବା ଅନୁସାରେ ଫେସବୁକ ରେ ସେ ସେହି ଝିଟ ସହ ଭେଟ ହୋଇଥିଲେ ।

ସେହି ଠାରୁ ହିଁ ସେମାନଙ୍କର କଥା ବାର୍ତ୍ତା ଧୀରେଧୀରେ ହୋଇ ଆରମ୍ଭ ହୋଇଥିଲା । ଏବ॰ କଥା ରୁ ମିତ୍ରତା ଓ ପରେ ଦୁହିଁ ଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା । ଝିଅଟିର ପ୍ରକୃତ ବୟସ 14 ରୁ 15 ଥିଲାବେଳେ ବୟସ ଲୁଚାଇ ଯୁବକ ଜଣକୁ ନିଜକୁ 18 ବର୍ଷର ବୋଲି କହିଛି । ତାହାସହ ଯୁବକଙ୍କ ମତରେ ଝିଅ ଙ୍କର ଘର ଲୋକ ମିଶି ଯୁବକଙ୍କୁ ଫସାଉଛନ୍ତି । କିଛିଦିନ ତଳେ ଝିଅର ଘର ଲୋକ ପୁଅ ଙ୍କର ଘରକୁ ଆସି ଖୁବ ଗାଳି ଗୁଲଜ ମଧ୍ୟ କରିଯାଇଛନ୍ତି ।

ତାହା ଛଡା ଝିଅ ଉପରେ ମଧ୍ୟ ଘର ଲୋକ ଚାପ ପକାଉଛନ୍ତି, ଯାହା କାରଣରୁ ଝିଅଟି 3 ରୁ 4 ଦିନ ମଧ୍ୟରେ ନିଜ ହାତ କାଟି ଦେଇଛି । ସେ ଦୁହେଁ ପରସ୍ପର କୁ ପ୍ରେମ କରୁଥିଲେ । ଯୁବକ ଜଣକ କୌଣସି ପ୍ରକାରର ବ୍ଲାକମେଲ କିଛି କରି ନାହାନ୍ତି । ସେ ଝିଅ ହିଁ ନିଜେ ସ୍କୁଲ ଯିବା ସମୟରେ ବସ ଡ୍ରାଇଭରଙ୍କ ଫୋନ ମାଧ୍ୟମରେ ବା ପାନ ଦୋକାନରେ ଛିଡା ହୋଇ ଅନ୍ୟ କାହା ଫୋନ ଦ୍ଵାରା ଯୁବକଙ୍କୁ କଲ କରେ । ତାଙ୍କ ପାଖରେ ସମସ୍ତ କଲ ରେକର୍ଡିଂ ମଧ୍ୟ ଅଛି ।

ଚାହିଁଲେ ସେ ସବୁ ଦେଖେଇ ଦେବେ ବୋଲି ସେ ଏପରି ମତ ଦେଇଛନ୍ତି । ତାଙ୍କୁ ବିନା କାରଣରେ ଝିଅ ର ମା’ ତଥା ଝିଅର ଘର ଲୋକ ଫସାଉଛନ୍ତି, ବୋଲି ଯୁବକ ଜଣ ମତ ଦେଇଛନ୍ତି । ବିନା ଦୋଷରେ ଝିଅ ଙ୍କର ପରିବାର ଲୋକ ଆସି ଯୁବକ ଙ୍କର ଘର ଲୋକଙ୍କୁ ଅନେକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଛନ୍ତି । ତେବେ ବନ୍ଧୁଗଣ ଏପରି ଗୁରୁରତ୍ଵ ପୂର୍ଣ୍ଣ ଖବର ଗୁଡିକ ପାଇଁ ଆମ ପେଜ କୁ ଲାଇକ କରି ଆମ ସହ ଯୋଡି ରୁହନ୍ତୁ । ଧନ୍ୟବାଦ