ଏବେ ବସରେ ଯାଇ ପାରିବେ ଲଣ୍ଡନ, ବାଟରେ ପଡିବ 18 ଟି ଦେଶ, ଦେଖନ୍ତୁ କେତେ ଟଙ୍କା ଭଡା

” ବସ ଟୁ ଲଣ୍ଡନ ” ଏହି ଯାତ୍ରାରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ମିଳିପାରିବ । ଏହି ବଶରେ ୨୦ ଜଣ ବସିବାର ସୁବିଧା ହେବ ଓ ସବୁ ସିଟ ବିଜନେସ କ୍ଲାସ ହେବ । ଯଦି ଆପଣ ସଡକ ପଥରେ ଦିଲ୍ଲୀ ରୁ  ଲଣ୍ଡନ ଯିବାକୁ ଚହୁଁଛନ୍ତି । ଗୁଡଗାଁଓରେ ଗୋଟେ ଟ୍ରାବ୍ଲେର କମ୍ପାନୀ ଅଗଷ୍ଟ ୧୫ ରେ ଗୋଟେ ବସ ବାହାର କରିଛି ଯାହାର ନାମ ” ବସ ଟୁ ଲଣ୍ଡନ ” ।

ଏହି ବସ ମାଧ୍ୟମରେ ଆପଣ ୭୦ ଦିନରେ ଦିଲ୍ଲୀରୁ ଲଣ୍ଡନ ପହଞ୍ଚି ପାରିବେ ।  ଏହି ବସଟି ୧୮ ଟି ଦେଶ ହୋଇ ଅତିକ୍ରମ କରିବ ।

ବସ ଟୁ ଲଣ୍ଡନ ‘ କଣ ମିଳିବ ସୁବିଧା

ଏହି ଯାତ୍ରାରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଦିଆଯିବ । ଏଥିରେ ୨୦ସିଟ ରହିବ, ଓ ସବୁ ସିଟ ବିଜନେସ କ୍ଲାସ ରହିବ । ବସରେ ୨୦ଜଣ ଯାତ୍ରୀଙ୍କୁ ଛାଡି ୪ ଜଣ ଅନ୍ୟଲୋକ ରହିବେ , ଯେମିତିକି ଜଣେ ଡ୍ରାଇଭର, ଆସିଷ୍ଟାଣ୍ଟ ଡ୍ରାଇଭର, ଅର୍ଗାନାଇଜର, ଓ ଗୋଟେ ଗାଇଡ ରହିବେ ।  ୧୮ ଟି ଦେଶର ଯାତ୍ରାରେ ଗାଇଡ ବଦଳିବେ, ଯେଉଁଥିରେ କି ଯାତ୍ରୀ ମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେବ । ଏହି ଯାତ୍ରା ପାଇଁ ଦଶଟି ବିଶା ର ଆବଶ୍ୟକ ରହିବ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଯାତ୍ରାକୁ ପୁରା କରିବା ପାଇଁ ଭିଷା ଓ କେତେ ପଇସା ଲାଗିବ ? ଗୋଟେ ଲୋକକୁ ଏହି ଯାତ୍ରା ପାଇଁ ୧୦ ଟି ଭିସା ର ଆବଶ୍ୟକ ହେବ । ଯାତ୍ରୀ ମାନଙ୍କୁ କୌଣସି ପ୍ରକାର ଅସୁବିଧା ଯେମିତି ନହେବ ସେଥିପାଇଁ ଟ୍ରେଭେଲ୍ଲର କମ୍ପାନୀ ଆପଣଙ୍କ ଭିସାର ପ୍ରସ୍ତୁତ କରିବ ।

ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା ପାଇଁ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ଖର୍ଚ କରିବାକୁ ହେବ । ଏହି ଯାତ୍ରା ପାଇଁ ଆପଣଙ୍କୁ ଇ ଏମ ଆଇ ର ସୁବିଧା ରହିଛି । ଏହାର ଆରମ୍ଭ ମେ ୨୦୨୧ ରୁ ହୋଇପାରେ ଆଡଭେନଚର ଓବେରଲ୍ୟାଣ୍ଡ ଟ୍ରେଭେଲ୍ଲର କମ୍ପାନୀର କୋ ଫାଉଣ୍ଡର ତୁଷାର ଅଗ୍ରବଲ କହିଛନ୍ତି, ” ମୁଁ ଓ ମୋର ସାଥି ସଞ୍ଜୟ ମଦାନ ୨୦୧୭, ୨୦୧୮, ଓ ୨୦୧୯ ରେ କାରରେ ଦିଲ୍ଲୀରୁ ଲଣ୍ଡନ ଯାଇଥିଲୁ, ସେଠାରେ ଆଉ ଅନ୍ୟ ସାଥି ବି ଥିଲେ । ଆମେ ସବୁ ବର୍ଷା ଏହି ଭଳି ଟ୍ରିପ ଅର୍ଗାନାଇଜ କରୁଛୁ । କୋରୋନ ଲାଗି ଏବେ ଏହି ଯାତ୍ରାର ରେଜିଷ୍ଟ୍ରେସାନ ଆରମ୍ଭ ହୋଇନି । ଆଶା ରଖିଛୁ କି ଏହାର ଆରମ୍ଭ ୨୦୨୧ ରେ ହେବ ।

ତୁଷାର ଅଗରୱାଲ କହିଛନ୍ତି କି, ୭୦ ଦିନର ଯାତ୍ରାରେ ସବୁ ପ୍ରକାର ବ୍ୟବସ୍ଥା ଦିଆଯିବ ଯେଉଁ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି ସେ ୪ ଷ୍ଟାର ବା ୫ ଷ୍ଟାର ହୋଟେଲ ହେବ । ଯାତ୍ରୀ ଯଦି ଅନ୍ୟ ଦେଶର ଇଣ୍ଡିଆନ ଖାଦ୍ୟ ଖାଇବାକୁ ଖୋଜିବେ ତାହା ମଧ୍ୟ ମିଳିବ । ସେ କହିଛନ୍ତି, ” ଏହି ଯାତ୍ରା ପାଇଁ ପ୍ୟାସନେଟ ହେବ ବହୁତ ଜରୁରୀ ଅଟେ । ଦୁନିଆ ବୁଲିବା ପାଇଁ ସଉକ ରଖୁଥିବା ଲୋକ ଏହି ଯାତ୍ରାରେ ସାମିଲ ହେବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।