Jyotish Shastra- Durga puja 2021, ମା’ ଦୂର୍ଗା କରିବେ କୃପା ବର୍ଷା, ବଦଳିଯିବ ଏହି 8 ରାଶିର ଭାଗ୍ୟ, ଆସିବ ଖୁସିର ଦିନ

ଏଥର ଦୂର୍ଗା ପୂଜାରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧିରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ପଡିବାକୁ ଯାଉଛି । ଏହି ପରିବର୍ତ୍ତନ ପବିତ୍ର ଦୂର୍ଗା ପୂଜା ଅବସରରେ ହେଉଥିବାରୁ ଜଗତଜନନୀ ମା ଦୂର୍ଗା ଏହି ସମସ୍ତ ରାଶିଙ୍କ ଉପରେ ନିଜ କୃପା ଦୃଷ୍ଟି ପକାଇବାକୁ ଯାଉଛନ୍ତି । ଯାହାଫଳରେ ଏହି ରାଶିମାନଙ୍କ ଭାଗ୍ୟ ଆସନ୍ତା ପବିତ୍ର ଦଶହରା ପର୍ବ ପରଠାରୁ ସୁନା ଭଳି ଚମକିବ । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ମା ଦୃଗାଙ୍କ ଆଶୀର୍ବାଦରୁ ଆପଣଙ୍କ ପ୍ରତ୍ଯେକ ଦିନ ହସଖୁସିରେ ବିତିବ ଓ ଜୀବନରେ କୌଣସି ସମସ୍ଯା ରହିବ ନାହିଁ । କିନ୍ତୁ ଅନ୍ୟ କଥାରେ ମୁଣ୍ଡ ପୁରାଇବା ଆପଣଙ୍କ ପାଇଁ ଠିକ ହେବନାହିଁ । ନଚେତ ଏହା ଅଯଥାରେ ଆପଣଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ଆପଣଙ୍କ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ହେବା ସହ କାରବାରରେ କୌଣସି ଅଭାବ ରହିବ ନାହିଁ । ଏହି ସମୟରେ ଆପଣଙ୍କ ଆୟରେ ବୃଦ୍ଧି ହେବା ସହ ପୂର୍ବରୁ ବୁଡି ଯାଇଥିବା ଧନ ଫେରି ଆସିବ । ଚାକିରିରେ ମଧ୍ୟ ପଦୋନ୍ନତିର ସମ୍ଭାବନା ରହିଛି ।

ଜୀବନସାଥିଙ୍କ ସନ୍ଧାନରେ ଥିଲେ ଏହି ସମୟରେ ତାହା ପୂରଣ ହେବ ଓ ମନ ପସନ୍ଦର ଜୀବନସାଥି ଆପଣ ପାଇବେ । ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ଦୃଢ ହେବ । ତେବେ ଆୟ ବଢିବା ସହ ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।ଏହି ସମୟରେ ପରିବାର ପ୍ରତି ଆପଣ କର୍ତ୍ତବ୍ୟବାନ ହେବେ ଓ ଆପଣଙ୍କ ଉପରେ ସମସ୍ତେ ସନ୍ତୁଷ୍ଟ ରହିବେ । ଘରର ସମସ୍ତ ଅଭାବ ଦୂର ହେବା ସହ ଘରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ ।

ତେବେ ଆପଣ ଅଧିକ ଭାବୁକ ସ୍ଵଭାବର ହୁଅନ୍ତୁ ନାହିଁ ନଚେତ ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ । ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କୁ ସେମାନଙ୍କ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ଏବଂ ଉନ୍ନତି ହାସଲ ହେବ । ଏହି ବ୍ୟକ୍ତିମାନେ ଅପାର ସମ୍ପତ୍ତିର ଅଧିକାରୀ ହେବେ । ସନ୍ତାନ ପକ୍ଷରୁ ମଧ୍ୟ ଏହି ରାଶିମାନଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ପାରିବାରିକ ଓ ବୈବାହିକ ଜୀବନ ମଧୁର ହେବା ସହ ଏହି ବ୍ୟକ୍ତିମାନେ ଜୀବନସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଏହି ବ୍ୟକ୍ତିମାନେ ସମାଜରେ ପ୍ରତିଷ୍ଠା ଏବଂ ମାନ-ସମ୍ମାନ ହାସଲ କରିବେ । ଧନ ଅର୍ଜନ ନିମନ୍ତେ ଏବେ ଏହି ରାଶି ମାନଙ୍କୁ ଜୀବନରେ ଅନେକ ସୁଯୋଗ ପ୍ରାପ୍ତ ହେବ ଓ ଏଥିପାଇଁ ପରିବାର ଓ ମିତ୍ରଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଆଗାମୀ ସମୟରେ ଏହି ରାଶି ମାନଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ ବାଧାବିଘ୍ନ ଦୂର ହେବ ଓ ମା ଲକ୍ଷ୍ମୀଙ୍କ କୃପାରୁ ଏମାନେ ପ୍ରଚୁର ଧନର ଅଧିକାରୀ ହେବେ ।

ବିଦ୍ୟାର୍ଥୀମାନେ ମାନେ ମଧ୍ୟ ପ୍ରତ୍ଯେକ କ୍ଷେତ୍ରରେ ସଫଳତା ହାସଲ କରିବେ । ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ଧନୁ ରାଶି, ବୃଷ, ରାଶି, ତୁଳା ରାଶି, କନ୍ୟା ରାଶି, ସିଂହ ରାଶି, ମେଷ ରାଶି, ମୀନ ରାଶି ଓ କୁମ୍ଭ ରାଶି । ଆପଣଙ୍କ ରାଶି ଏଥିରେ ଛି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍କୁ ଲାଇକ କରନ୍ତୁ ।