ଦୁନିଆରୁ ହଜିଯିବ ଏସି, କୁଲର ର ଚିହ୍ନ, କାହିଁକି ନା ବୈଜ୍ଞାନିକ ମାନେ ବନେଇ ସାରିଲେଣି ଏକ ନୂଆ ଜିନିଷ

ଶୀତ ଦିନ ବର୍ତ୍ତମାନ ପଳାଇଲା ଆଗକୁ ଗରମ ଆରମ୍ଭ ହେବାର ଅଛି । ଏମିତିରେ ଲୋକମାନେ କୁଲର, ଏସି ଏବଂ ପଙ୍ଖା ର ସର୍ଭିସ ଏବଂ ଠିକ କରିବାରେ ଲାଗିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଖବର ଆଣିଛୁ ତାହା ବହୁତ ଅଲଗା ଅଟେ । ଭୀଷଣ ଗରମରୁ ବଞ୍ଚିବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏସି କିମ୍ବା କୁଲର ଦରକାର ନାହିଁ । କାରଣ ଆମେରିକାର କିଛି ବୈଜ୍ଞାନିକମାନେ ଏକ ଏମିତି ଉପାୟ ବାହାର କରିଛନ୍ତି କି ଆପଣ ଏସି ଏବଂ କୁଲର କୁ ଭୁଲିଯିବେ । ଏହାକୁ କବାଟ ଏବଂ ଝରକା ରେ ଲଗାଇବା ଦ୍ଵାରା ଘରର ତାପମାତ୍ରା ୨୦ ଡିଗ୍ରୀ କମି ଯିବ ।

ଏହି କମାଲ ହୋଇଛି, କୋଲୋରାଡୋ ୟୂନିଭର୍ସିଟୀ ରେ । ଯେଉଁଠି ଦୁଇ ବୈଜ୍ଞାନିକ ରୋଂଗ୍ଗୂଈ ଯୈଂଗ ଏବଂ ଜିୟାବୋ ୟିନ କହୁଛନ୍ତି କି ସେମାନେ ଏକ ଏମିତି ଫିଲ୍ମ ମାନେ ପ୍ଲାଷ୍ଟିକ ରାପ ତିଆରି କରିଛନ୍ତି ଯାହାକୁ ଘରେ ଲଗାଇବା ଦ୍ଵାରା ଘର ଭିତରର ତାପମାନ ଥଣ୍ଡା ହୋଇଯିବ ।

ବୈଜ୍ଞାନିକମାନେ କହିବା ଅନୁଯାଇ ଏହି ଫିଲ୍ମ ରେଡିଏଟିଭ କୂଲିଂଗ ପ୍ରସେସ ଜରିଆରେ କାମ କରି ଥାଏ । ତାହା ସହିତ ଏହାର ଏକ ଲାଭ ଏହା ଅଟେ କି ଏହା କୌଣସି ପ୍ରକାର ବିଜୁଳି କିମ୍ବା ଅନ୍ୟ କୌଣସି ଜିନିଷ ର ଆବଶ୍ୟକତା ପଡେ ନାହିଁ । ଏହାକୁ ଘରେ କିମ୍ବା ଅଫିସରେ ଲଗାଇ ପାରିବେ । ଯାହା ଦ୍ଵାରା ଆପଣଙ୍କୁ ଥଣ୍ଡା ଲାଗିବ ।

ବୈଜ୍ଞାନିକଙ୍କ ଅନୁସାରେ ଏହି ଫିଲ୍ମ polymethylpentene ନାମକ ପଦାର୍ଥରେ ତିଆରି କରା ଯାଇଛି । ଯେଉଁଥିରେ ଗ୍ଳାସ ର ଛୋଟ ଛୋଟ ଖଣ୍ଡର ବ୍ୟବହାର କରା ଯାଇଛି । ଏହା ସହିତ ସିଟ ର ଗୋଟିଏ ପଟେ ସିଲଭର ର କୋଟିଙ୍ଗ କରାଯାଇଛି ଯାହା କାରଣରେ ସୂର୍ଯ୍ୟ ର କିରଣ ରିଫଲେକ୍ଟ କରିଥାଏ ।

ଫିଲ୍ମ କୁ ବନାଇଥିବା ବୈଜ୍ଞାନିକମାନେ କୁହନ୍ତି କି ୨୦ ମିଟର ଏହି ଏକ ଫିଲ୍ମ, ଘରର ତାପମାନ ୨୦ ଡିଗ୍ରୀ କୁ ନେଇ ଆସିବ । ଏହା ବହୁତ ଶସ୍ତା ଅଟେ । ଏଥିର କୌଣସି ପ୍ରକାର ପ୍ରଦୂଷଣ ହୁଏ ନାହିଁ ଏବଂ ଏଥିରେ ବିଜୁଳି ଖର୍ଚ ମଧ୍ୟ ହୁଏ ନାହିଁ । ଏକ ଅନୁମାନରେ ଜଣାଯାଇଛି ଯେ ଆମେରିକାର ଲୋକମାନେ ୬ % ବିଜୁଳି ଏୟରକଂଡିଶ୍ନିଂଗ ରେ ସେଭ କରି ପାରୁଛନ୍ତି ।