ଏହା ହେଉଛି ଦୁନିଆର ଟପ ୧୦ ଧନୀ ଦେଶ, ଜାଣନ୍ତୁ ଭାରତ ଅଛି କେଉଁ ସ୍ଥାନରେ

୨୦୧୯ର ବାର୍ଷିକ ଧନ ରିପୋର୍ଟ ଅନୁସାରେ ଦୁନିଆରେ ମୋଟ ୩୬୦.୬ ଲକ୍ଷ କୋଟି ଡ଼ଲାର ଅଛି । ଏଥିରୁ ୩୦ ପ୍ରତିଶତ ଧନ ଆମେରିକାରେ ରହିଛି । ଆମେରିକା ହେଉଛି ଦୁନିଆର ସବୁଠାରୁ ଧନୀ ଦେଶ । ଆଜି ଆମେ ଆପଣମାନଙ୍କୁ ଦୁନିଆର ଟପ ୧୦ ଧନୀ ଦେଶଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଦେଶ ଗୁଡିକ ବିଷୟରେ ଓ ଏଥିରେ ଭାରତର ସ୍ଥାନ କେତେ ନମ୍ବରରେ ରହିଛି ।

ପ୍ରଥମ ସ୍ଥାନରେ ରହିଛି ଆମେରିକା

ଦୁନିଆର ସବୁଠାରୁ ଅଧିକ ଧନୀ ଦେଶ ମଧ୍ୟରୁ ଆମେରିକାର ସ୍ଥାନ ପ୍ରଥମରେ ରହିଛି । ଆମେରିକାର ମୋଟ ସମ୍ପତ୍ତି ୧୦୬ ଲକ୍ଷ କୋଟି ଡ଼ଲାର ଅଟେ ।

ଦ୍ଵିତୀୟ ସ୍ଥାନରେ ଅଛି ଚୀନ

ଚୀନରେ ମୋଟ ୬୩.୮ ଲକ୍ଷ କୋଟି ଡ଼ଲାର ର ସମ୍ପତ୍ତି ରହିଛି ।

ତୃତୀୟ ସ୍ଥାନରେ ରହିଛି ଜାପାନ

ଦୁନିଆରା ସବୁଠାରୁ ଧନୀ ଦେଶ ମଧ୍ୟରେ ଜାପାନ ତୃତୀୟ ସ୍ଥାନରେ ରହିଛି । ଜାପାନର ମୋଟ ସମ୍ପତ୍ତି ହେଉଛି ୨୫ ଲକ୍ଷ କୋଟି ଡ଼ଲାର ।

ଚତୁର୍ଥ ସ୍ଥାନରେ ରହିଛି ଜର୍ମାନୀ

ଦୁନିଆରା ଧନୀ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ଜର୍ମାନୀ । ଜର୍ମାନୀରେ ମୋଟ ୧୪.୭ ଲକ୍ଷ କୋଟି ଡ଼ଲାର ରହିଛି ।

ପଞ୍ଚମ ସ୍ଥାନରେ ରହିଛି ଲଣ୍ଡନ

ଲଣ୍ଡନର ମୋଟ ସମ୍ପତ୍ତି ହେଉଛି ୧୪.୩ ଲକ୍ଷ କୋଟି ଡ଼ଲାର । ସେଥିପାଇଁ ଲଣ୍ଡନ ପଞ୍ଚମ ସ୍ଥାନରେ ରହିଛି ।

ଷଷ୍ଠ ସ୍ଥାନରେ ରହିଛି ଭାରତ

ଦୁନିଆର ସବୁଠାରୁ ଅଧିକ ଧନୀ ଦେଶ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଭାରତର ମୋଟ ସମ୍ପତ୍ତି ହେଉଛି ୧୨.୬ ଲକ୍ଷ କୋଟି ଡ଼ଲାର ।

ସପ୍ତମ ସ୍ଥାନରେ ରହିଛି କାନାଡା

କାନାଡାର ମୋଟ ସମତ୍ତି ହେଉଛି ୮.୬ ଲକ୍ଷ କୋଟି ଡ଼ଲାର ।

ଅଷ୍ଟମ ସ୍ଥାନରେ ରହିଛି ସାଉଥ କୋରିୟା

ସାଉଥ କୋରିୟାର ମୋଟ ସମ୍ପତ୍ତି ହେଉଛି ୭.୩ ଲକ୍ଷ କୋଟି ଡ଼ଲାର ।

ନବମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ

ଦୁନିଆର ସବୁଠାରୁ ଧନୀ ଦେଶ ମଧ୍ୟରୁ ଅଷ୍ଟ୍ରେଲିଆ ନବମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ମୋଟ ସମ୍ପତ୍ତି ହେଉଛି ୭.୨ ଲକ୍ଷ କୋଟି ଡ଼ଲାର ।

୧୦ମ ସ୍ଥାନରେ ରହିଛି ସ୍ଵିଜରଲ୍ୟାଣ୍ଡ

ଦୁନିଆର ସବୁଠାରୁ ଅଧିକ ଧନୀ ଦେଶ ମଧ୍ୟରେ ୧୦ମ ବା ଶେଷ ସ୍ଥାନରେ ରହିଛି ସ୍ଵିଜରଲ୍ୟାଣ୍ଡ । ସ୍ଵିଜରଲ୍ୟାଣ୍ଡର ମୋଟ ସମ୍ପତ୍ତି ହେଉଛି ୩.୯ ଲକ୍ଷ କୋଟି ଡ଼ଲାର ।