ଇଏ ହେଉଛନ୍ତି ଦୁନିଆର ସବୁଠୁ ସୁନ୍ଦର ଅଫିସର, ଗୋଟିଏ ଝଲକ ପାଇବା ପାଇଁ ଲୋକେ କରିଥାନ୍ତି କ୍ରାଇମ

ସୋସିଆଲ ମିଡିଆରେ କେତେବେଳେ କଣ ଭାଇରାଲ ହୋଇଯିବ ଏହା କହିବା କଷ୍ଟ ଅଟେ । ସୋସିଆଲ ମିଡିଆରେ ନିଜର ପରିଚୟ କରିବା ପାଇଁ ଆପଣଙ୍କ ନିକଟରେ କିଛି ପ୍ରତିଭା ଥିବା ଦରକାର । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସୁନ୍ଦର ଅଫିସରଙ୍କ ବିଷୟରେ କହିବୁ, ଯିଏକି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛନ୍ତି । କହିଦେଉଛୁ କି ସେ ଜଣେ ପୋଲିସ ଅଫିସର ଅଟନ୍ତି ଯିଏକି ଦେଖିବାକୁ ବହୁତ ସୁନ୍ଦର ବି ଅଟନ୍ତି ।

ସମସ୍ତେ ଏହି ସୁନ୍ଦର ମହିଳା ଅଫିସର ହାତରେ ଆରେଷ୍ଟ ହେବା ପାଇଁ ଚାହୁଁଛନ୍ତି । ଯେଉଁ କାରଣରୁ ଲୋକମାନେ କ୍ରାଇମ କରିବାକୁ ବି ପଛକୁ ଘୁଞ୍ଚୁ ନାହାନ୍ତି । କହିଦେଉଛୁ କି ଏହି ମହିଳା ଜଣକ ପାକିସ୍ତାନୀ ଅଫିସର ଅଟନ୍ତି । ଯିଏକି ନିଜର ସୁନ୍ଦରତା ଦ୍ଵାରା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ପୋଲିସ ଅଫିସର ପାକିସ୍ତାନର ପ୍ରଥମ ମହିଳା ଏସପି ଅଟନ୍ତି ।

ଏହି ସୁନ୍ଦର ଅଫିସରଙ୍କର ନାମ ଡା. ଅନୂସ ମସୂଦ ଚୌଧରୀ ଅଟେ । କିନ୍ତୁ ସେ ପୋଲିସ ଚାକିରି କରିବା ପୂର୍ବରୁ ଡାକ୍ତର ଥିଲେ । କହିଦେଉଛୁ କି ପୋଲିସ ଚାକିରିରେ ପ୍ରଥମେ ତାଙ୍କର ନୁଯୁକ୍ତି ଲାହୌର ରେ ହୋଇଥିଲା । କିନ୍ତୁ ପରେ ତାଙ୍କର ଟ୍ରାନ୍ସଫର ଏବଟାବାଦରେ କରି ଦିଆଗଲା । କହିଦେଉଛୁ କି ଏସପି ଡା. ଅନୂସ ମସୂଦ ଚୌଧରୀ ପେଶାୱର ଏକ ଏମିତି ମହିଳା ଅଟନ୍ତି, ଯିଏକି ୨୦୧୧ ସିସିଏସ ପରୀକ୍ଷାରେ ୪୦ ନମ୍ବର ପୋଜିସନ ପ୍ରାପ୍ତ କରିଥିଲେ ।

ବର୍ତ୍ତମାନ ଅନୂସ କ୍ରାଇମ ଇନଭେଷ୍ଟିଗେସନ ବିଭାଗରେ ଅଛନ୍ତି ।  ସୋସିଆଲ ମିଡିଆରେ ସମସ୍ତେ ଏହି ପାକିସ୍ତାନୀ ମହିଳା ଅଫିସରଙ୍କର ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ସୁନ୍ଦରତାର ବି ପ୍ରଶଂସା କରୁଛନ୍ତି । ଫେସବୁକ ରୁ ନେଇ ଟ୍ୱିଟର ପର୍ଯ୍ୟନ୍ତ ଚାରିଆଡେ ତାଙ୍କର ଫଟୋ ଭାଇରାଲ ହେଉଛି । କହିଦେଉଛୁ କି ମେଡିସିନରେ ତାଙ୍କୁ ଗୋଲ୍ଡ ମେଡାଲ ବି ମିଳିସାରିଛି ।