ଦୁନିଆର ୭ ଜଣ ସବୁଠୁ ଧନୀ ପିଲା, ଯାହା ଯୁବପିଢୀଙ୍କୁ ବି ଲଜ୍ଜିତ କରିଦେବେ

ଆଜି ଆମେ ଆପଣଙ୍କୁ ଏମିତି କିଛି ପିଲାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏତେ ଧନୀ ଅଟନ୍ତି କି ତାଙ୍କ ଟଙ୍କାରେ ଦୁନିଆର ସବୁଠୁ ଉଚ୍ଚ ବିଲଡିଙ୍ଗ ବୁର୍ଜ ଖଲିଫା ଭଳି ୨୦ ଟି ବିଲଡିଙ୍ଗ ଠିଆ କରିଦେଲେ ବି ତାଙ୍କର ଟଙ୍କା ବଞ୍ଚିବ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଏହି ପିଲାମାନଙ୍କ ମଧ୍ୟରେ କିଛି ପିଲାମାନେ ଏମିତି ବି ଅଛନ୍ତି ଯେଉଁମାନଙ୍କ ପରିବାର ଧନୀ ଅଟନ୍ତି ତ ଅନ୍ୟ ପଟେ କିଛି ପିଲାମାନେ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ ଧନୀ ହୋଇଛନ୍ତି । ବିଶ୍ଵର ୬ ଜଣ ଧନୀ ପିଲା-

୧. Jaylen Bledsoe

୧୦ ରୁ ୧୪ ବର୍ଷ ମଧ୍ୟରେ ପିଲାମାନେ ସାଧରାଣତଃ ଖେଳକୁଦରେ ଅଧିକ ମନ ଦେଇଥାନ୍ତି । କିନ୍ତୁ ସମସ୍ତେ ଏହିଭଳି ହୋଇ ନ ଥାନ୍ତି । ସାକ୍ଷାତ କରନ୍ତୁ Missouri USAରେ ଜନ୍ମ ଗ୍ରହଣ କରିଥିବା Jaylen Bledsoeଙ୍କ ସହ । ଯିଏ ୧୨ ବର୍ଷ ବୟସରେ ଦରିଦ୍ରତାରେ ଦୁଃଖୀ ହୋଇ ଏକ IT Consulting Businessର ଆରମ୍ଭ କରିଲେ ।

ଏହା ପରେ Jaylen Bledsoeଙ୍କ କଠିନ ପରିଶ୍ରମ ବଳରେ ତାଙ୍କର ସ୍ଵପ୍ନକୁ ସେ ପୁରା କରିଦେଲେ ଓ ଏହି ବିଜନେସ ବହୁତ ଜଲ୍ଦି ବହୁତ ବଡ ହୋଇଗଲା । Jaylen Bledsoe ମାଲିକ ଅଟନ୍ତି Jaylen D। Bledsoe Global Groupର, ଯିଏକି Global Investmentର କମ୍ପାନୀ ଅଟେ । ଆଜି Jaylen Bledsoeଙ୍କ ନେଟୱର୍ଥ ୭୦ କୋଟି ଟଙ୍କାରୁ ଅଧିକ ଅଟେ ।

୨. Rico Rodriguez

Texasରେ ଜନ୍ମ ଗ୍ରହଣ କରିଥିବା Rico Rodriguez ମାତ୍ର ୧୨ ବର୍ଷ ବୟସରେ ହିଁ ନିଜର କ୍ୟାରିୟର ଅଭିନୟ ଦୁନିଆରେ ଆରମ୍ଭ କରଥିଲେ । ଯେଉଁ ଲୋକମାନେ Modern Family ନାମକ ଶୋ ର ଫ୍ୟାନ ଅଟନ୍ତି ସେମାନେ Rico Rodriguezଙ୍କୁ ନିଶ୍ଚିତ ଜାଣି ଥିବେ । Rico Rodriguez ନିଜର ଅଭିନୟ କ୍ୟାରିୟରରେ ବହୁତ ଫିଲ୍ମ ଓ ଟେଲିଭିଜନ ପ୍ରୋଗ୍ରାମରେ କାମ କରିଛନ୍ତି ଓ ବହୁତ ପୁରଷ୍କାର ବି ଜିତିଛନ୍ତି । ବର୍ତ୍ତମାନ ସମୟରେ Rico Rodriguezଙ୍କ ନେଟୱର୍ଥ ୮୫ କୋଟି ଟଙ୍କାରୁ ବି ଅଧିକ ଅଟେ ।

୩. Jaden Smith

Jaden Smithଙ୍କୁ ଆପଣ Karate Kid ନାମରେ ବି ଜାଣିଥିବେ । Jaden Smithଙ୍କ ପିତା Will Smithଙ୍କୁ ଆପଣ ଜାଣିଥିବେ, ଯିଏକି ଜଣେ ପ୍ରସିଦ୍ଧ ହଲିଉଡ ଅଭିନେତା ଅଟନ୍ତି । ପିତାଙ୍କ ଭଳି ପୁଅ ବି ଜଣେ କଳାକାର ଅଟନ୍ତି ଓ ତାଙ୍କର ଆୟ ବି କୋଟି କୋଟି ଟଙ୍କାରେ ହୋଇଥାଏ ।

୪. Nick D’ Aloisio

 

ବ୍ରିଟିଶ ବିଜନେସମ୍ୟାନ ଓ କମ୍ପ୍ୟୁଟର ପ୍ରୋଗ୍ରାମର Nick D’ Aloisio ମାତ୍ର ୧୫ ବର୍ଷ ବୟସରେ ହିଁ ଏକ ଭଲ ବିଜନେସମ୍ୟାନ ହୋଇ ଯାଇଥିଲେ ଓ ଆଜି ତାଙ୍କର ନାମ କୋଟିପତି ମାନଙ୍କ ମଧ୍ୟରେ ଆସିଥାଏ । ଏହା ସହିତ ସେ ବହୁତ ପୁରଷ୍କାର ବି ଜିତିଛନ୍ତି ।

୫. Suri Cruise

Suri Cruise ପ୍ରସିଦ୍ଧ ହଲିଉଡ ଅଭିନେତା Tom Cruiseଙ୍କ ଝିଅ ଅଟନ୍ତି । Tom Cruiseଙ୍କ ବର୍ଷକୁ ଆୟ ୪୦୦୦ କୋଟି ଟଙ୍କା ଅଟେ । ଏହା ସହିତ Tom Cruiseଙ୍କ ପତ୍ନୀ ବି ବହୁତ ଧନୀ ଅଟନ୍ତି । ଏହି କାରଣରୁ ପିତା ମାତାଙ୍କ ପାଇଁ ଆଜି Suri Cruise ଧନୀ ପିଲାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

୬. Prince George

Prince George ବ୍ରିଟିଶ ରାଜଘରର ଏକମାତ୍ର ପୁଅ ଅଟନ୍ତି ଓ ତାଙ୍କର ସମ୍ପତି କୋଟି କୋଟି ଟଙ୍କାରୁ ବି ଅଧିକ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।