୨ ଟି ପତ୍ନୀ ରଖିଲେ ଇୟୁଏଇ ସରକାର ଘର ଓ ଭତ୍ତା ଦେବେ, କିନ୍ତୁ ଏହି ନିୟମ ଓ ସର୍ତ୍ତ ଅଛି

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଂଯୁକ୍ତ ରାଷ୍ଟ୍ର ଅରବ ଅମୀରେଟ ଏକ ଅଜବ ଆଇନ ବାହାର କରିଛି । ଯାହା ଅନୁସାରେ ଯଦି ଆପଣ ଦୁଇଟି ପତ୍ନୀ ରଖୁଛନ୍ତି ତେବେ ସରକାର ଆପଣଙ୍କୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରିବେ । ଆପଣଙ୍କୁ କହିଦେଉଛୁ କି ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ଏଠିକାର ସରକାର ବର୍ତ୍ତମାନ ଦୁଇଟି ପତ୍ନୀ ରଖିବା ଉପରେ ଘର କିମ୍ବା ଅତିରିକ୍ତ ଘରର ଭତ୍ତା ଦେଉଛି ।

ଏହି ଦେଶରେ ଅବିବାହିତ ଝିଅମାନଙ୍କର ବଢୁଥିବା ସଂଖ୍ୟାକୁ ଦେଖି, ଏହି ଦେଶର ସରକାର ଏହିଭଲି ନିର୍ଣ୍ଣୟ ନେଇଛନ୍ତି । ଆପଣଙ୍କୁ କହିଦେଉହକୁ କି ୟୁଏଇ ର ଇନ୍ଫ୍ରାସ୍ଟ୍ରକ୍ଚର ଡେବଲପେମେଂଟ ମିନିସ୍ଟର ଫେଡରଲ ନେଶନଲ କାଉଂସିଲର ସେଶନ ସମୟରେ ଏହିଭଳି ନିୟମକୁ ଘୋଷଣା କରିଛନ୍ତି ।

ସେ କହିଲେ କି ମନ୍ତ୍ରାଳୟ ନିଷ୍ପତି ନେଇଛନ୍ତି କି ଦୁଇଟି ପତ୍ନୀ ରଖିଥିବା ବ୍ୟକ୍ତିକୁ ଶେଖ ଜାୟଦ ହାଉସିଂଗ ପ୍ରୋଗ୍ରାମ ଅନୁସାରେ ଘର ଓ ଭତ୍ତା ଦିଆଯିବ । ଘରର ଭତ୍ତା ଦ୍ଵିତୀୟ ପତ୍ନୀ ପାଇଁ, ଯାହା ପୂର୍ବରୁ ପ୍ରାପ୍ତ ଭତ୍ତାର ଅତିରିକ୍ତ ହେବ । ମନ୍ତ୍ରୀ ଏହା ବି କହିଲେ କି, ଏଥିରେ ଏକ ଶର୍ତ୍ତ ବି ଅଛି କି ହି ଭତ୍ତା ଦୁଇ ପତ୍ନୀଙ୍କ ପାଇଁ ସମାନ ହେବ । ଚିନ୍ତା କରନ୍ତୁ କି ଯଦି ଭାରତରେ ଏହି ନିୟମ ଲାଗୁ ହେବ ତେବେ କଣ ହେବ ?