Jyotish Shastra- ଏହି 2 ଟି ନାମର ପୁରୁଷ ଙ୍କୁ ମିଳିଥାଏ ସବୁଠୁ ସୁନ୍ଦର ସ୍ତ୍ରୀ, କଣ ଏଥିରେ ଆପଣଙ୍କ ନାମ ଅଛି ତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୨ଟି ନାମ ଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ, ଯେଉଁ ମାନଙ୍କୁ ବହୁତ ସୁନ୍ଦର ସ୍ତ୍ରୀ ମିଳିଥାଏ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ଯେତେ ମାତ୍ରା ରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରା ରେ ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱ ପୂର୍ଣ ହୋଇଥାଏ ।

କୌଣସି ବ୍ୟକ୍ତି ର ଭାଗ୍ୟ ତା’ର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀବନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ।

ଭାଗ୍ୟଶାଳୀ ପୁରୁଷ ମାନଙ୍କୁ ତାଙ୍କ ଜୀବନରେ ସୁନ୍ଦର ଏବଂ ଗୁଣୀ ସ୍ତ୍ରୀ ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ସ୍ତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘K’ । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ଜୀବନ ସାଥି ବହୁତ ସୁନ୍ଦର ହୋଇଥାନ୍ତି । ତାଙ୍କ ଜୀବନ ସାଥି ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ବହୁତ ଯତ୍ନ ନିଅନ୍ତି । ଏହି ନାମର ପୁରୁଷ ଙ୍କ ସ୍ତ୍ରୀ ତାଙ୍କ ସହିତ ବହୁତ ଇମାନ୍ଦାର ରହିଥାନ୍ତି । ଯେଉଁ ଝିଅ ଏମାନଙ୍କ ଜୀବନସାଥୀ ହୋଇଥାନ୍ତି ସେମାନେ ତାଙ୍କର ପୁରା ମାନ ସମ୍ମାନ କରନ୍ତି ଏବଂ ଏମାନେ ତାଙ୍କ ପତ୍ନୀ ଙ୍କ ଠାରୁ ସର୍ବଦା ଖୁସି ରେ ରୁହନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସମସ୍ତଙ୍କ ସହିତ ଅତି ସହଜରେ ମିଶି ଯାଆନ୍ତି । ସେମାନଙ୍କୁ ବହୁତ ଗୁଣୀ ଏବଂ ସୁନ୍ଦର ସ୍ତ୍ରୀ ମିଳିଥାଏ । ଏମାନଙ୍କ ଜୀବନସାଥୀ ବହୁତ ଖୁସି ମିଜାଜ୍ ର ହୋଇଥାନ୍ତି । ଏମାନଙ୍କ ଜୀବନ ସାଥି ଏମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ସମସ୍ତ ଇଚ୍ଛା କୁ ପୂର୍ଣ କରିବା ନିମନ୍ତେ ଚେଷ୍ଟା କରନ୍ତି । ସଂକ୍ଷେପରେ କହିବାକି ଗଲେ ଏହି ନାମ ର ପୁରୁଷ ଜୀବନସାଥୀ ମାମଲାରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।