ଟଙ୍କା ପାଇଁ ବେ-ଶ୍ୟା-ବୃ-ତ୍ତି କରୁଥିବା ସମୟରେ ଧରା ପଡିଲେ 2 ଜଣ Actress, ସାମ୍ନାକୁ ଆସିଲା ବଡ ବଡ ଚେହେରା

ଦେଶରେ କୋରୋନା ମହାମାରି ପାଇଁ ହାହାକାର ଦେଖା ଯାଉଛି । ଦେଶରେ କୋରୋନାର ଦିତୀୟ ଲହର ସାଧାରଣ ଜନତାଙ୍କର ଜୀବନ ଶୈଳୀକୁ ବଦାଳାଇ ଦେଇଛି । କେତେ ଲୋକ ଆମେନ ନିଜର ଜୀ-ବ-ନ ହା-ରି ସା-ରି-ଲେ-ଣି ତ ଆଉ କିଛି ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡୁଛି ।

ଦେଶରେ କୋରୋନା ଭାଇରସ ବଢିବା ଯୋଗୁ ସରକାର ପୁଣି ଥରେ ଲକ ଡାଉନ ଘୋଷଣା କରିଛନ୍ତି । ଏଥର ପୁଣି ଲକ ଡାଉନ କାରଣରୁ ଲୋକଙ୍କର କାମ ଧନ୍ଦା ବନ୍ଦ ରହିଛି । ଲକ ଡାଉନର ପ୍ରଭାବ କେବେଳ ସାଧାରଣ ଜନତାଙ୍କ ଉପରେ ନୁହେଁ ବରଂ ମୁମ୍ବାଇରେ କେତେକ ସେଲିବ୍ରେଟି ଅନେକ ଉପରେ ମଧ୍ୟ ପଡିଛି । ଲକ ଡାଉନ ଯୋଗୁ ଫିଲ୍ମ ଓ ଟିଭି ଦୁନିଆ ବନ୍ଦ ରହିଛି । ସେଥିପାଇଁ କଳାକାର ମାନଙ୍କ ପାଖରେ କିଛି ବି କାମ ନାହି । କିଛି ସୀତାରା ମାନଙ୍କୁ ଆର୍ଥିକ ସମସ୍ଯା ଦେଖା ଯାଉଛି ।

ନିଜର ଜୀବିକା ନିର୍ବାହ କରିବା ପାଇଁ କିଛି ଲୋକେ ଖରାପ କାମ କରୁଛନ୍ତି ଯାହା କାନୁନି ମାମଲା ଅଟେ । ଏମିତି କିଛି ଖବର ଆସିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ଖ-ରା-ପ କା-ମ-ରେ ନି-ବୃ-ତ୍ତ ହୋଇଛନ୍ତି । ଏହି ମାମଲାରେ କ୍ରା-ଇ-ମ ବ୍ରା-ଞ୍ଚ ଟିମ ମୁମ୍ବାଇର ସଟେ ଥା-ନା-ର ପାଞ୍ଚପାଖଡି ସ୍ଥିତ ଏକ ଆପାର୍ଟମେଣ୍ଟରେ ପହଞ୍ଚି ଏହି କ-ଳା ଧ-ନ୍ଦା କରୁଥିବା ଗ୍ୟା-ଙ୍ଗ-କୁ ଧ-ରି-ଛ-ନ୍ତି ।

ଏହି ମାମଲାରେ ପୋ-ଲି-ସ ଦୁଇ ଅଭିନେତ୍ରୀ ସହ ଦ-ଲା-ଲ ବ୍ୟକ୍ତିଙ୍କୁ ଧ-ରି-ଛ-ନ୍ତି । ପୋ-ଲି-ସ-ଙ୍କୁ ନିଜ ରାଏରେ ଏମାନେ କହିଛନ୍ତି ଯେ ଲକ ଡାଉନରେ କୌଣସି କାମ ନ ମିଳିବାରୁ ଏମାନେ ଖ-ରା-ପ କା-ମ-ରେ ନି-ବୃ-ତ୍ତ ହୋଇଛନ୍ତି । ଏହି ମାମଲାରେ କ୍ରା-ଇ-ମ ବ୍ରା-ଞ୍ଚ-ର ବଡ ଅଫିସର କହିଛନ୍ତି ଯେ ୟୁନିଟ-1ର ଟିମ ଏହି ଆପାର୍ଟମେଣ୍ଟରେ ଛା-ପା ମା-ରି ଏହାର ତ-ଦା-ର-ଖ କରିଥିଏଲ ।

ଏହି ମାମଲାରେ ଧ-ରା ପ-ଡି-ଥିବା ଦୁଇ ଜଣ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ କିଛି ଦିନ ହେବ ମୁମ୍ବାଇର ବଡ ଏଜେଣ୍ଟ ସହ ସମ୍ପର୍କରେ ଅଛନ୍ତି । ଏମାନେ ପୋ-ଲି-ସ ଠାରୁ ବଞ୍ଚିବା ପାଇଁ ଠାଣେରେ ନିଜର ଆ-ଡ୍ଡା କରିଥିଲେ । ଏଠାରେ ରହି ଏହି କ-ଳା-ଧ-ନ୍ଦା କରୁଥିବା ବ୍ୟକ୍ତି ମହାରାଷ୍ଟ୍ର, ଦିଲ୍ଲୀ, ହାଇଦ୍ରାବାଦ, ଭୋପାଳ ଓ ୟୁପିରେ ଝିଅମାନଙ୍କୁ ସ-ପ-ଲା-ଏ କରୁଥିଲେ ।

ଏହି ଅଧିକାରୀ ଜଣକ କହିଛନ୍ତି ଯେ ପୋ-ଲି-ସ ନ-କ-ଲି ଗ୍ରାହକ ଭାବେ ଏହି ଅ-ପ-ରା-ଧୀ ମା-ନ-ଙ୍କୁ ଧ-ରି-ଛ-ନ୍ତି । ସେହି ପୋ-ଲି-ସ ଜଣକ ଫୋନ କରି ଗୋଟେ ରାତି ପାଇଁ ୨ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଏହା ପରେ ଏହି ସୌଦା 1 ଲକ୍ଷ ୮୦ ହଜାରରେ ଫିକ୍ସ ହୋଇଥିଲା । ଏହା ପରେ ଦୁଇ ଅଭିନେତ୍ରୀ ସେଠାରେ ଯାଇ ପହଞ୍ଚି ଥିଲେ । ଠିକ ସେହି ସମୟରେ କ୍ରା-ଇ-ମ ବ୍ରା-ଞ୍ଚ ୟୁନିଟ-୧ର ସିନିୟର ଇ-ନ୍ସ୍ପେ-କ୍ଟ-ର ପହଞ୍ଚି ସେମାନଙ୍କୁ ଜ-ବ-ତ କରିଥିଲେ । ପୋ-ଲି-ସ ଏହି ମା-ମ-ଲା-କୁ ଯା-ଞ୍ଚ କରୁଛନ୍ତି । ଆଗକୁ ଆହୁରି ବଡ ଲୋକଙ୍କର ନାଁ ଆସିବାର ସମ୍ଭାବନା ରହିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ