ଦୁଇଜଣଙ୍କୁ ମାରିଛି ଆହୁରି ମାରିବି, ପୋଲିସ କଣ କରିବ କରୁ- ଅଭିଯୁକ୍ତ ପବିତ୍ର ଖୁଣ୍ଟିଆ !

କାଢୁଆ ପୋଲିସକୁ ମୋର ଖୋଲା ଚ୍ୟାଲେଞ୍ଜ । ଭୁବନେଶ୍ବରରୁ ବାଙ୍ଗାଲୋରକୁ ନେଇ ଯିବୀ ଆଉ ହ-ତ୍ୟା କରିବି । ଦୁଇ ଦୁଇ ଜଣ ମହିଳାଙ୍କୁ ହ-ତ୍ୟା କରିଛି ଏବେ ଆଉ ଜଣଙ୍କୁ ଫସାଇଛି । 2 ବର୍ଷ ହେବ ଓଡିଶା ପୋଲିସକୁ ପାଣି ପିଆଇ ଦେଇଛି । 5ଟା ବେଳେ ବାଙ୍ଗାଲୋର ନେଇ ଯିବୀ ମୋତେ ଧରି ପାରିଲେ ଧର ।

କ୍ରାଇମ ସିଣ୍ଡିକେଟର ରକ୍ତ ରଞ୍ଜିତ ଇତିହାସ । ଦୁଇ ଦୁଇ ଜଣ ମହିଳାଙ୍କୁ ହ-ତ୍ୟା କରି ଏବେ ବାଙ୍ଗାଲୋର ଯାଉଛି । ଆଉ ବାଙ୍ଗାଲୋର ରୁ ଫେରିଲେ ଆଉ ଜଣେ ମହିଳାଙ୍କୁ ହ-ତ୍ୟା କରିବି । ହଁ ଦର୍ଶକ ବନ୍ଧୁ ପଡିଆ ପୋଲିସକୁ ଚ୍ୟାଲେଞ୍ଜ କରିଲା ପବିତ୍ର ଖୁଣ୍ଟିଆ । 2 ବର୍ଷ ଭାଇତରେ 2 ଜଣଙ୍କୁ ହ-ତ୍ୟା କରିଛି ପବିତ୍ର ଖୁଣ୍ଟିଆ ।

ଏବେ ଆଉ ଜଣଙ୍କୁ ବି ହ-ତ୍ୟା କରିବ । ହେଲେ ଏଥର ମା-ରି-ବା ପୂର୍ବରୁ ଓଡିଶା ପୋଲିସ କୁ କଡା ଚ୍ୟାଲେଞ୍ଜ ଦେଇଛି ପବିତ୍ର ଖୁଣ୍ଟିଆ । କେନ୍ଦ୍ରାପଡା ଜିଲ୍ଲା ଆମୂ ଅଞ୍ଚଳରେ ଥିବା ଏକ ଜଙ୍ଗଲ ରେ ଆରମ୍ଭ କରିଥିଲା ତାର ପ୍ରଥମ ହ-ତ୍ୟା । ତା ପରେ ବଲାଙ୍ଗୀର ଜିଲ୍ଲା ରେ ରଚିଥିଲା ଦ୍ଵିତୀୟ ନମ୍ବର ହ-ତ୍ୟା ।

ଏବେ ପୁଣି ପୋଲିସ କୁ କହି କି ବାଙ୍ଗାଲୋର ଯାଉଛି ହ-ତ୍ୟା-କା-ରୀ ପବିତ୍ର ଖୁଣ୍ଟିଆ । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମାର୍ସାଖାଇ ବ୍ଲକ ଝାମୁପଡା ର ପବିତ୍ର ଖୁଣ୍ଟିଆ କେନ୍ଦୁଝର ଜିଲ୍ଲା ଦାହଙ୍ଗ ହାଟ ଗ୍ରାମର ସୋନାଲି ଙ୍କୁ ବର୍ଙ୍ଗ ନମ୍ବର ରେ ଭଲ ପାଇ ବସିଲେ । ଏହା ପରେ ଉଭୟ ବିବାହ ମଧ୍ୟ କରିଲେ ।

8 ବର୍ଷ ଉଭୟ ସଂସାର ଗଢିଲେ । ହେଲେ ଦୁଇ ବର୍ଷ ତଳେ ପବିତ୍ର ଖୁଣ୍ଟିଆ ଯେବେ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଙ୍କର ଅନ୍ୟ କୌଣସି ପୁରୁଷ ସହ ସମ୍ପର୍କ ରହିଛି ସେତେବେଳେ ଚମ୍ପୁ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ସ୍ତ୍ରୀ କୁ ମା-ରି ଦେଇ ଫିଙ୍ଗି ଦେଇଥିଲା । ଆଉ ସେହି ଠାରୁ ଆରମ୍ଭ ହୋଇଥିଲା ପବିତ୍ର ଖୁଣ୍ଟିଆ ର ପ୍ରଥମ ହ-ତ୍ୟା-କା-ଣ୍ଡ ବା କ୍ରାଇମ ସିଣ୍ଡିକେଟ ।

ଆଉ ଏହି ଘଟଣାକୁ 2 ବର୍ଷ ବୀତି ଯାଇଥିବା ବେଳେ ଏବେ ପୋଲିସ ହାତରେ ଧରା ପଡିଛି ଅ-ଭି-ଯୁ-କ୍ତ ପବିତ୍ର ଖୁଣ୍ଟିଆ । ଏଭଳି ଜ-ଙ୍ଘ-ନ୍ୟ ଅ-ପ-ରା-ଧୀ ପବିତ୍ର ଖୁଣ୍ଟିଆ ବିରୁଦ୍ଧରେ ପୋଲିସ କେଉଁ ଭଳି କାର୍ଯ୍ୟ ଅନୁଷ୍ଠାନ ଗ୍ରାନ କରୁଛି ଖାଲି ତାହା ହିଁ ଅପେକ୍ଷା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।