ଡାକ୍ତର ଙ୍କ ଭୁଲ ପାଇଁ ଚାଲିଗଲା 3 ବର୍ଷର କୋମଳ ଶିଶୁ Kabir ର ଜୀବନ, ଖେଳୁ ଖେଳୁ ଗିଳି ଦେଇଥିଲା ଏହି ଜିନିଷ

ଚୁମ୍ବକ ଗିଳିଦେବା ଯୋଗୁଁ ମାତ୍ର ସାଢେ ତିନି ବର୍ଷର ଗୋଟିଏ ଛୁଆର ମୃ-ତ୍ୟୁ ହୋଇଯାଇଛି । ଛୁଆଟି ଖେଳୁ ଖେଳୁ ଗୋଟିଏ ଚୁମ୍ବକ ଗିଳି ଦେଇଥିଲା, ଯାହା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । କିନ୍ତୁ ଡାକ୍ତରଙ୍କ ଅବହେଳା ଯୋଗୁଁ ପିଲା ଟିର ଜୀବନ ଚାଲିଗଲା ।

କୁହାଯାଉଛି କି ଏହି ପିଲା ପେଟରେ ଏହି ଚୁମ୍ବକ ଗତ ୧୧ ଦିନ ଧରି ପଡି ରହିଥିଲା । ଘଟଣାଟି ମଧ୍ୟପ୍ରଦେଶର ଇନ୍ଦୋରର ଅଟେ । ଖବର ଅନୁସାରେ ଇନ୍ଦୋରର ସିଲିକନ ସିଟିରେ ପିଲାଟି ରହୁଥିଲା । ସେଠାକାର ବାସିନ୍ଦା ସୁନୀଲ ତିୱାରୀଙ୍କ ସାଢେ ତିନି ବର୍ଷର ପୁଅ କବୀର ଗତ କିଛି ଦିନ ତଳେ ଖେଳୁ ଖେଳୁ ଗୋଟିଏ ଚୁମ୍ବକ ଗିଳି ଦେଇଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ପିଲାକୁ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ତାର ଏକ୍ସରେ କରାଯାଇ ଥିଲା ।

ଏକ୍ସରେ ରିପୋର୍ଟରେ ପିଲାଟିର ପେଟରେ ଚୁମ୍ବକ ଦେଖିବାକୁ ମିଳିଥିଲା । ଏହାପରେ ପିଲା ପେଟରୁ ଚୁମ୍ବକ ବାହାର କରିବା ପାଇଁ ଘରଲୋକ ତାକୁ ନେଇ ଅରିହନ୍ତ ହସ୍ପିଟାଲ ଯାଇଥିଲେ । ସେଠାରେ ସେମାନେ  ଏ-ଣ୍ଡୋ-ସ୍କୋ-ପି ଦ୍ଵାରା ତା ପେଟରୁ ଚୁମ୍ବକ ବାହାର କରିବା କଥା କହିଥିଲେ । କିନ୍ତୁ ସେଦିନ ଆ-ନେ-ସ୍ଥେ-ସି-ଆ ଏକ୍ସପର୍ଟ ନ ଥିବା ହେତୁ ତାଙ୍କୁ ତା ପରଦିନ ଆସିବାକୁ କହିଥିଲେ । କିନ୍ତୁ ସେଦିନ ଚୁମ୍ବକ ବାହାର କରିବା ପରେ ମଧ୍ୟ ପିଲା ଟିର ମୃ-ତ୍ୟୁ ହୋଇ ଯାଇଥିଲା ।

କବୀରଙ୍କ ପିତା କହିଥିଲେ କି ଚୁମ୍ବକ ଗିଳିବା ପରେ କବିରଙ୍କୁ କାଶ ଏବଂ ଜ୍ଵର ଆରମ୍ଭ ହୋଇ ଯାଇଥିଲା । ତେଣୁ ଡାକ୍ତର କହୁଥିଲେ ଏହା ଠିକ ହେବା ପରେ ହିଁ କବୀର ଶରୀରରୁ ଚୁମ୍ବକ ବାହାର କରାଯିବ । ଏହାପରେ କବିରର ଏ-ଣ୍ଡୋ-ସ୍କୋ-ପି ପୂର୍ବରୁ ତାଙ୍କୁ ବେହୋଶ କରିବା ପାଇଁ ଆ-ନେ-ସ୍ଥେ-ସି-ଆ ଦିଆଯାଇ ଥିଲା । ଡାକ୍ତର କବୀର ପେଟରୁ ବାହାର କରିଥିବା ଚୁମ୍ବକ ମଧ୍ୟ ଦେଖାଇଥିଲେ ଓ କହିଥିଲେ ଅଧ ଘଣ୍ଟାରେ ତାକୁ ହୋଶ ଆସିଯିବ ।

କିନ୍ତୁ ପ୍ରାଉ ଅଢେଇ ଘଣ୍ଟା ପରେ ଡାକ୍ତର କହିଥିଲେ କି କବିରର ମୃ-ତ୍ୟୁ ହୋଇଯାଇଛି । କବୀରଙ୍କ ପରିଜନ ଆ-ରୋ-ପ ଲଗାଇଛନ୍ତି କି ଆ-ନେ-ସ୍ଥେ-ସି-ଆ ଓ-ଭ-ର-ଡୋ-ଜ ହେତୁ କବୀରଙ୍କ ମୃ-ତ୍ୟୁ ହୋଇଛି । ସେଥିପାଇଁ ସେମାନେ ହସ୍ପିଟାଲ ମୁଖ୍ୟ ଏବଂ ଡାକ୍ତରଙ୍କୁ ଦାୟୀ କରିଛନ୍ତି । କବୀରର ମୃ-ତ୍ୟୁ ପରେ ତା ପରିବାର ଲୋକେ ତୁରନ୍ତ ପୋଲିସକୁ ଫୋନ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ଘଟଣାର ଯା-ଞ୍ଚ କରିଛି ।

ଶୁଣିବାକୁ ମିଳିଛି କି ପରିବାର ଲୋକେ ଚନ୍ଦନ ନଗର ଥାନାରେ ହସ୍ପିଟାଲ ମୁଖ୍ୟଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛନ୍ତି । କବିରଙ୍କ ମୃ-ତ୍ୟୁ ପରେ ତାଙ୍କ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ଏମବାୟ ହସ୍ପିଟାଲକୁ ପଠା ଯାଇଥିଲା । ତେବେ କବୀରଙ୍କ ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟ ଆସିବା ପରେ ଯାଇ ପୋଲିସ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆପଣଙ୍କୁ ଏହି ଦୁଃଖଦ ଘଟଣା ଜାଣି କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।