ଦୀର୍ଘ ୨୭ ବର୍ଷ ଧରି ଏହି ଗାଁରେ ନାହାନ୍ତି ଗୋଟିଏ ହେଲେ ବି ପୁରୁଷ, କିନ୍ତୁ ମହିଳା ମାନେ ହେଉଛନ୍ତି ଗର୍ଭବତୀ ? ଏହା କିପରି ସମ୍ଭବ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଏମିତି ଗୋଟେ ଗାଁ ଅଛି ଯେଉଁଠାରେ ଦୀର୍ଘ ୨୭ ହେବ ମହିଳା ମାନେ ରହିଛନ୍ତି । କିନ୍ତୁ ଏଠାରେ ପୁରୁଷ ମାନଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହି । ଏହି ଗାଁଟି ରହିଛି କେନିୟାରେ ଓ ଏହି ଗାଁ ର ନାଁ ହେଉଛି ଓମୋଜା । ସବୁଠାରୁ ଚକିତ କରୁଥିବା କଥା ହେଉଛି ୨୭ ବର୍ଷ ଧରି କୌଣସି ପୁରୁଷ ଏହି ଗାଁରେ ନ ଥିବାବେଳେ ଏହି ଗାଁ ର ମହିଳା ମାନେ ଗର୍ଭବତୀ ହେଉଛନ୍ତି ।

ଏହି ଗାଁଟି ୧୯୯୦ ମସିହାରେ ଗଢି ଉଠିଥିଲା । ସେହି ସମୟରେ ବ୍ରିଟିଶ ଶାସକ ମାନେ ମହିଳାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ଏହା ପରେ ସେହି ସମାଜର ଲୋକ ମାନେ ସେହି ମହିଳା ମାନଙ୍କୁ ସମାଜରୁ ବାହାର କରି ଦେଇଥିଲେ । ହିଂସାରେ ଶିକାର ହୋଇଥିବା ୧୫ ଜଣ ମହିଳା ଧୀରେ ଧୀରେ ଏହି ଗାଁଏ ଆସି ରହିବାକୁ ଲାଗିଲେ । ବାଲ୍ୟ ବିବାହାରୁ ବଞ୍ଚିତ ହେବ ପାଇଁ କିଛି ବାଳିକା ମାନେ ଏଠାରେ ରହିବାକୁ ଆରମ୍ଭ କରିଦେଲେ ।

ବର୍ତ୍ତମାନ ୩୦୦ରୁ ଅଧିକ ମହିଳା ନିଜ ସନ୍ତାନଙ୍କ ସହ ଏହି ଗାଁରେ ରହୁଛନ୍ତି । ଏହି ଗାଁରେ ପିଲାଙ୍କ ପାଇଁ ସ୍କୁଲ ରହିବା ସହ ଅନ୍ଯାନ୍ଯ ମୌଳିକ ସୁବିଧା ମଧ୍ୟ ରହିଛି । ଏହି ଗାଁରେ ଏକ ପାର୍କ ରହିଛି ଯାହାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏଠାରେ ମହିଳା ମାନେ ପାରମ୍ପରିକ ଗହଣା ତିଆରି କରି ପର୍ଜ୍ୟଟକଙ୍କୁ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି । ଏହି ଗାଁର ଚାରି ପାଖରେ ନଦୀ ଓ ଜଙ୍ଗଲ ରହିଛି ।

ଏହି ଗାଁରେ ପ୍ରବେଶ କରିବା ପାଇଁ ଗୋଟିଏ ମାତ୍ର ଗେଟ ରହିଛି । ସୂଚନା ମୁତାବକ ଏହି ଗାଁର ମହିଳା ମାନେ କୌଣସି ପର୍ଜ୍ୟଟକଙ୍କ ସହ ଖରାପ ସମ୍ପର୍କ ରଖନ୍ତି ନାହି ବରଂ ସେମାନଙ୍କୁ ଅତିଥି ଭାବେ ମାନ୍ୟତା ଦେଇଥାନ୍ତି । ବରଂ ମହିଳା ମାନେ ଗାଁ ବାହାରକୁ ଯାଇ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖି ଗର୍ଭବତୀ ହୋଇ ନିଜର ବଂଶ ବିସ୍ତାର କରିଥାନ୍ତି । ଯଦି ଆପଣଙ୍କୁ ଝିଅ ମିଳୁ ନାହି ତେବେ ଆପଣ ଫ୍ରାନ୍ସରେ ଥିବା ଏହି ଗ୍ରାଡୁପ୍ଲାଟିଆନ୍ଟକୁ ବୁଲିବାକୁ ଯାଆନ୍ତୁ ।

ଏଠାରେ ସୁନ୍ଦର ପରିବେଶ ସହ ସୁନ୍ଦରୀ କନ୍ୟା ମାନେ ଅଛନ୍ତି ଯାହାକୁ ଦେଖିଲେ ମନ ଆକର୍ଷିତ ହୋଇଯିବ । ଏଠାରେ ରେଷ୍ଟୁରାଣ୍ଟ, ବାର ରହିଛି ଯେଉଁଠାରେ ୧୦୦ଜଣ ମହିଳାଙ୍କ ଭିତରେ ମାତ୍ର ୧୦ ଜଣ ପୁରୁଷ ନଜର ଆସିବେ । କେବଳ ଫ୍ରାନ୍ସରେ ମହିଳାଙ୍କ ସଂଖ୍ୟା ଅଧିକ ନୁହେଁ ବରଂ ଚୀନର ବେରାରସ, ଆଷ୍ଟେନିୟାରେ ବି ସମାନ ଛବି ଦେଖିବାକୁ ମିଳିଥାଏ ।

ଏଠାରେ ଝିଅ ମାନଙ୍କର ବିବାହ ପାଇଁ ସର୍ତ୍ତ ହେଉଛି ଯେଉଁ ପୁଅ ବିବାହ କରିବ ସେ ଏହି ଗାଁରେ ରହିବ ଓ ତାଙ୍କ ସହ ସବୁ କାମ କରିବ । ଏହି ଗାଁରେ ଝିଅ ମାନେ ଅଧିକ ଥିବାରୁ ସବୁ ନିସ୍ପତି ନିଜେ ନେଇଥାନ୍ତି । କେରlଳରେ ମଧ୍ୟ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ସଂଖ୍ୟା ଅଧିକ ରହିଛି । ବନ୍ଧୁଗଣ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।