ଦୀପାବଳି ରାତିରେ ଛାତ ଉପରେ କରନ୍ତୁ ଏହି ଖାସ କାମ, ପୁରା ବର୍ଷ ରହିବ ନାହିଁ ଟଙ୍କାର ସମସ୍ୟା

ଦୀପାବଳି ଉତ୍ସବ ଆଉ ଅଳ୍ପ ଦିନ ବାକି ଅଛି । ଏହା ଭାରତ ବର୍ଷର ସବୁଠୁ ବଡ ପର୍ବ ଅଟେ ସେଥିପାଇଁ ଲୋକମାନେ ଏହାର ଖାସ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି । ଦୀପବଳିରେ ଖାସ ରୂପରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ଏହା ପଛର କାରଣ ଏହା ଅଟେ କି ଦୀପାବଳି ଦିନ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାରେ ସଫଳ ହୋଇଯାଏ ତା’ ଘରେ କେବେ ବି ଧନର ଅସୁବିଧା ହୋଇ ନ ଥାଏ ।

କିନ୍ତୁ ଏହା ସହିତ ଯଦି ଆପଣ ଦୀପାବଳି ରାତିରେ ଏହି ଖାସ କାମକୁ କରିବେ ତେବେ ଆପଣଙ୍କୁ ବହୁତ ଲାଭ ହେବ ।

ଏହି ଉପାୟକୁ ଆପଣଙ୍କୁ ଛାତ ଉପରେ କିମ୍ବା ବାଲ୍କୁନୀରେ କରିବାକୁ ପଡିବ ।

ଛାତ ଉପରେ ଏମିତି ଲଗାନ୍ତୁ ୪ଟି ଦୀପ

ଦୀପାବଳି ଦିନ ଆପଣ ନିଜ ଛାତ କିମ୍ବା ବାଲ୍କୁନିରେ ୪ ଟି ତେଲର ଦୀପ ଲଗାନ୍ତୁ । ଏହି ଦୀପ ଗୁଡିକର ମୁହଁ ୪ଟି ଦିଗକୁ ଅଲଗା ଅଲଗା ହୋଇ ରହିବା ଉଚିତ । ଏହା ସହିତ ଏହି ଦୀପ ଗୁଡିକରେ ଧାନର ଗୋଟିଏ ଗୋଟିଏ ଦାନା ମଧ୍ୟ ଦିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଘରେ ଟଙ୍କାର ଆଗମନ ଆରମ୍ଭ ହୋଇଯିବ ।

ମୁଦ୍ରାକୁ ଏହି ବିଧିରେ ରଖନ୍ତୁ

ଦୀପାବଳି ରାତିରେ ପ୍ରଥମେ ଆପଣ ଏକ ସାମାନ୍ୟ ମୁଦ୍ରା ନିଅନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କ ଚରଣରେ ଥିବା ସିନ୍ଦୁର ଓ ଚାଉଳ ଦ୍ଵାରା ଏହି ମୁଦ୍ରାକୁ ପୂଜା କରନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କୁ ନିଜର ଧନ ସମ୍ବନ୍ଧିତ ସମସ୍ୟା ବିଷୟରେ କୁହନ୍ତୁ । ବର୍ତ୍ତମାନ ଏହି ମୁଦ୍ରାକୁ ନେଇ ଘର ଛାତର ମଝାମଝି ସ୍ଥାନରେ ରଖନ୍ତୁ । ଏହି ମୁଦ୍ରା ଉପରେ ଆପଣ ଗୋଟିଏ ଦୀପ ରଖି ଦିଅନ୍ତୁ । ତା’ ପର ଦିନ ଏହି ମୁଦ୍ରାକୁ ନେଇ ନିଜ ଘରର ତିଜୋରିରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଟଙ୍କା ଅଧିକ ଖର୍ଚ୍ଚ ହେବ ନାହିଁ ।

ବନ୍ଧୁମାନେ ଆଶା କରୁଛୁ କି ଆପଣଙ୍କୁ ଏହି ଉପାୟ ଭଲ ଲାଗିଥିବ । ଯଦି ଆପଣଙ୍କ ଘରେ ଟଙ୍କାର କୌଣସି ଅସୁବିଧା ଅଛି ତେବେ ଏହି ଦୁଇଟି ଉପାୟକୁ ଦୀପାବଳି ରାତିରେ ନିଶ୍ଚିତ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।