ଦିଦି ପଢେଇ ଦେଲେ ପ୍ରେମ ପାଠ, ଆଉ ତା’ ପରେ ଘଟିଲା କିଛି ଏମିତି ଜାଣିଲେ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆମ ଦେଶରେ ଶିକ୍ଷା ଓ ଛାତ୍ରର ସମ୍ପର୍କ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ଛାତ୍ର ମାନେ ନିଜ ଶିକ୍ଷକ ମାନଙ୍କୁ ଗୁରୁଜନ ଭଳି ମାନ ଓ ସମାନ ଦେଇଥାନ୍ତି ।

ଅଧ୍ୟାପକ ମାନେ ଯେପରି ସେମାନଙ୍କ ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ପାଠ ପଢାରେ ଆଗକୁ ବଢି ଉନ୍ନତି କରି ପାରିବେ ସେଥିପାଇଁ ସେମାନେ ଅନେକ ଚେଷ୍ଟା କରିଥାନ୍ତି । କିନ୍ତୁ ହରିୟାନାର ପାନିପତର ଜିଲାର ଦେଶରାଜ କୋଲନୀରେ ଏମିତି ଏକ ନିନ୍ଦନୀୟ ଘଟଣା ଘଟିଛି ଯାହା ଗୋଟେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ଦୋହଲାଇ ରଖି ଦେଇଛି । ଏହାକୁ ଯେଉଁ ମାନେ ଶୁଣିବେ ବା ଜାଣିବେ ସେମାନେ କେବେ ବି ବିଶ୍ବାସ କରିବେ ନାହି ଯେ ଆମ ଦେଶରେ ଏଭଳି ନି-ନ୍ଦ-ନୀ-ୟ ଘ-ଟ-ଣା ମଧ୍ୟ ଘଟୁଛି ।

ତେବେ ପାନିପତର ଦେଶରଜା କଲୋନୀରେ ରହୁଥିବା ଜଣେ ମହିଳା ଘରୋଇ ସ୍କୁଲରେ ପିଲା ମାନଙ୍କୁ ପାଠ ପଢନ୍ତି । ସେ ତାଙ୍କ ଘରେ ପିଲା ମାନଙ୍କୁ ଟିଉସନ ମଧ୍ୟ କରାନ୍ତି । ସେହି ଶିକ୍ଷୟତ୍ରୀଙ୍କ ପାଖକୁ ଜଣେ ୧୭ ବର୍ଷର ଛାତ୍ର ଟିଉସନ ହେବା ପାଇଁ ପ୍ରତି ଦିନ ଆସନ୍ତି । କିନ୍ତୁ ଦେଶରେ ଲକ ଡାଉନ ହେବା ଯୋଗୁ ସେହି ଛାତ୍ର ଜଣକ ଟିଉସନ ଦିଦିଙ୍କ ଘରକୁ ନୀତିଦିନ ୪ ଘଣ୍ଟା ଧରି ପାଠ ପଢିବାକୁ ଯାଆନ୍ତି । କିନ୍ତୁ ମେ ୨୯ ତାରିଖରେ ସେହି ଛାତ୍ର ଜଣକ ଟିଉସନ ହେବା ପାଇଁ ଦିନ ୨ଟାରେ ଦିଦିଙ୍କ ଘରକୁ ଯାଇଥିଲେ ।

କିନ୍ତୁ ୪ ଘନତା ବିତିଯାଇଥିଲେ ମଧ୍ୟ ସେହି ଛାତ୍ର ଜଣକ ନିଜ ଘରକୁ ଆଉ ଫେରି ନ ଥିଲେ । ଏହା ପରେ ତାଙ୍କ ଘର ଲୋକେ ନିଜ ପୁଅକୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାଇ ନ ଥିଲେ । ଶେଷରେ ସେହି ଛାତ୍ରର ଘର ଲୋକ ମାନେ ସେହି ଦିଦିଙ୍କ ବି-ରୁ-ଦ୍ଧ-ରେ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି । ଏହା ପରେ ପୋ-ଲି-ସ ଏହାକୁ ଅ-ପ-ହ-ର-ଣ ଘ-ଟ-ଣା ଭାବେ ରୁ-ଜୁ କରି ଅ-ନୁ-ସ-ନ୍ଧା-ନ କରିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଯାଏଁ ସେହି ଦିଦି ଜଣକ ନିଜ ଛାତ୍ରକୁ ନେଇ କୁଆଡେ ପ-ଳା-ୟ-ନ କରିଛନ୍ତି ତାହାର କୌଣସି ଖବର ସାମନାକୁ ଆସି ନାହି ।

ଛାତ୍ର ଓ ଦିଦି ଜଣକ ଘରୁ ପ-ଳା-ୟ-ନ କରିବା ପରେ ନିଜ ମୋବାଇଲ ଫୋନକୁ ସୁଇଜ ଅଫ କରି ଦେଇଛନ୍ତି । ଏଭଳି ଏକ ନି-ନ୍ଦ-ନୀ-ୟ ଘଟଣା ପାଇଁ ହୁଏ ଆଗକୁ ଯାଇ ଜଣେ ଶିକ୍ଷକ ଓ ଛାତ୍ରଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିପାରେ । ଯାହା ପାଇଁ ହୁଏ ଆଗାମୀ ଭବିଷ୍ୟତରେ ଅନେକ ସମସ୍ଯା ସୃଷ୍ଟି ହୋଇପାରେ ।

ତେବେ ଫ୍ରେଣ୍ଡ୍ସ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ