ଧୋନୀ ଙ୍କ ଭଳି ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଧୋନୀ ହୋଇପାରିଲେନି । ଭୁଲ କଲେ ନୋ ବଲ ହେଲା ଛକା ଖାଇଲେ । ହଁ ଦର୍ଶକ ବନ୍ଧୁ ଭୁଲ କରିଲେ ଆଉ ନୋ ବଲ ହେଲା । ଧୋନୀ ଙ୍କ ଭଳି କିପିଙ୍ଗ କରିବାକୁ ଚାହୁଁଥିଲେ । ଅତି ସତର୍କତାର ସହ ଷ୍ଟପିଙ୍ଗ କରିବାକୁ ଚାହୁଁଥିଲେ । କିନ୍ତୁ କ୍ୟାମେରାରେ ସବୁ କିଛି ଧରା ପଡିଗଲା । ଏହା ପରେ ଅମ୍ପେୟାର ଦେଲେ ନୋ ବଲ ର ନିସ୍ପତି । ଆମେ ଏଠାରେ କହୁଛୁ ଇଶାନ କିଶାନ ଙ୍କ କଥା ।
ଯାହାଙ୍କ ଭୁଲ କିପିଙ୍ଗ ପାଇଂ ନୋ ବଲ ହୋଇଛି ଆଉ ସେଥିରେ ଛକା ମଧ୍ୟ ଲାଗିଛି । ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଓ ଅଧିନାୟକ ହେଉଛନ୍ତି ଏମ ଏସ ଧୋନୀ । ଯାହାଙ୍କ କିପିଙ୍ଗ କରିବାର ଷ୍ଟାଇଲ ପୁରା ଭିନ୍ନ । ଧୋନୀ ଙ୍କର ଷ୍ଟପିଙ୍ଗ ଙ୍କୁ ବ୍ୟାଟର ମାନେ ଠିକ ଭାବେ ବୁଝି ପାରନ୍ତି ନାହିଁ । ମାତ୍ର 0.4 ସେକେଣ୍ଡ ପଏଣ୍ଟ ରେ ସେ ସ୍ପିଡ କିପିଙ୍ଗ କରନ୍ତି । ଆଉ ଧୋନୀ ଙ୍କ ଭଳି ହେବାକୁ ଚେଷ୍ଟା କରୁଥିଲେ ଇଶାନ କିଶାନ ।
ସୂଚନା ଅନୁଯାୟୀ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରି ଦେଇଛି କଙ୍ଗାରୁ ଦଳ । ବିଶ୍ଵକପର ଫାଇନାଲ ମ୍ଯାଚ ଭଳି ତୃତୀୟ ଟି-20 ମ୍ଯାଚରେ ମଧ୍ୟ ଅଷ୍ଟ୍ରେଲିୟା ଭାରତକୁ ପରାଜୟ କରିଛି । ଯଦି ଦେଖିବା ଭାରତୀୟ ବ୍ୟାଟର ଭଲ ଖେଳିଥିଲେ ମଧ୍ୟ ବୋଲିଙ୍ଗ ରେ କେହି ଭଲ କରି ନାହାନ୍ତି । ଭାରତୀୟ ଦଳର କିପର ଇଶାନ କିଶାନ ସେହି ସମୟରେ ଏମିତି କିଛି କରି ଦେଲେ ଯାହା ପରେ ଅମ୍ପେୟାର ନୋ ବଲ ଦେଇଥିଲେ ।
ତେବେ ଏମିତି କିଛି କାରଣରୁ ହୋଇଥିଲା ନୋ ବଲ । ଅକ୍ଶର ପଟେଲ ବୋଲିଙ୍ଗ କରିବା ପାଇଁ ଆସିଥିଲେ । ବ୍ୟାଟିଂ କରିଥିବା ୱେନ୍ଟ କୁ ୱ୍ହାଇଟ ସୁଇଙ୍ଗ ବଲ ପକାଇ ଥିଲେ । ଆଉ ଯାହାକୁ ଷ୍ଟପିଙ୍ଗ କରୁଥିଲେ ଇଶାନ କିଶାନ । କିନ୍ତୁ ଥାର୍ଡ ଅମ୍ପେୟାର ଯେବେ ଏହାକୁ କ୍ୟାମେରା ରେ ଦେଖିଥିଲେ ସେତେବେଳେ ନୋ ବଲ ଦେଇଥିଲେ ଥାର୍ଡ ଅମ୍ପେୟାର । କାରଣ ଇଶାନ ବଲ ଷ୍ଟପିଙ୍ଗ ଅତିକ୍ରମ ନ କରୁଣୁ ଷ୍ଟାମ୍ପ ପୂର୍ବରୁ ଧରି ନେଇଥିଲେ ।
ଯେଉଁଥି ପାଇଁ ବଲ ଟି ନୋ ବଲ ହୋଇଥିଲା । ଓ ସେହି ନ ବଲ ରେ ଛକା ମାରିଥିଲେ ୱେନ୍ଟ । ଅନ୍ୟ ପଟେ ଇଶାନ ଙ୍କର ଏଭଳି ପ୍ରଦର୍ଶନ ପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ ହୋଇଛି । ଇଶାନ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଛନ୍ତି । କ୍ରିକେଟ ପ୍ରେମୀ ମାଙ୍କୁ ଇଶାନ ଙ୍କୁ କହିଛନ୍ତି ଯେ ତୁମେ ଧୋନୀ ଙ୍କ ଭଳି ହେବାକୁ ଚେଷ୍ଟା କର ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।