ଏହାକୁ କୁହନ୍ତି ଜଲୱା, ଧୋନୀ କ୍ରିକେଟର ଦିଗ୍ଗଜମାନଙ୍କ ପ୍ରଶ୍ନର ଦେଲେ କଡା ଜବାବ !

ବନ୍ଧୁମାନେ ଆପଣ ସମସ୍ତଙ୍କୁ ଜଣା ଅଛି କି ଟିମ ଇଣ୍ଡିଆର ପ୍ରସିଦ୍ଧ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଗତ କିଛି ମ୍ୟାଚରୁ ଟିମ ଇଣ୍ଡିଆରେ ସାମିଲ ନାହାନ୍ତି । ଯେଉଁ କାରଣରୁ ଟିମ ଇଣ୍ଡିଆର କେତେକ ବଡ ବଡ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରିକେଟ ଜଗତରୁ ସନ୍ୟାସ ନେଇ ଯିବା ପାଇଁ ଉପଦେଶ ବି ଦେଉଛନ୍ତି ।

ଯଦି ବିରେନ୍ଦ୍ର ସେହୱାଗଙ୍କ କଥା କହିବା କିମ୍ବା ଇରଫାନ ପଠାନଙ୍କ, ଏହା ଛଡା ୟୁବରାଜ ସିଂହ ବି ମହେନ୍ଦ୍ର ସିଂହ ଧୋନୀଙ୍କୁ ବର୍ତ୍ତମାନ ଟିମ ଇଣ୍ଡିଆରୁ ସନ୍ୟାସ ନେବା ପାଇଁ କହି ସାରିଛନ୍ତି ।

ତାଙ୍କର କହିବା ଅଟେ କି ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିମ ଇଣ୍ଡିଆରେ ଆସିଥିବା ନୂଆ ନୂଆ ଖେଳାଳିଙ୍କୁ ଚାନ୍ସ ଦେବା ଉଚିତ ।

ଏମିତିରେ ଯେତେବେଳେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିମ ଇଣ୍ଡିଆର ସନ୍ୟାସ ନେବା ବିଷୟରେ ପଚରାଗଲା ତେବେ ସେ ଏହି ସବୁ ପ୍ରଶ୍ନକୁ ଭୁଲ କହି କହିଲେ କି ମୋତେ ବର୍ତ୍ତମାନ କ୍ରିକେଟ ଜଗତରୁ କୌଣସି ପ୍ରକାରର ସନ୍ୟାସ ନେବାର ନାହିଁ । ମୁଁ ନିଜର ଟିମ ପାଇଁ ଆଉ ଗୋଟେ ୱାର୍ଲ୍ଡ କପ ନେବାକୁ ଚାହୁଁଛି ।