ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଧନୀ ହେବା ପୂର୍ବରୁ ମଣିଷକୁ ମିଳିଥାଏ ଏହି 5 ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ- Vastu Tips

ଏକ ସମୟରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ପାର୍ଥ ପ୍ରଶ୍ନ କରିଥିଲେ ଯେ ଏକିଟି ଏକ ସମୟ ଅଛି ଯେଉଁ ସମୟରେ ଆମେ ଦୁଖ ଓ ସୁଖ ଅନୁଭବ କରିଥାଉ । ପ୍ରତି ଉତ୍ତରରେ ଭଗବାନ କହିଥିଲେ ଯେ କୌଣସି ସମୟ ସମାନ ହୋଇ ରହେ ନାହି । ସମୟ ଅନୁସାରେ ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ପ୍ରତେକ ମଣିଷ ଜୀବନରେ ସବୁବେଳେ ସୁଖ ଦୁଖ ଲାଗି ରହିଥାଏ । ସେଥି ପାଇଁ ମଣିଷ ଏହି ପରିସ୍ଥିତିକୁ ସାମନା କରିବା ପାଇଁ ନିଜ ମନକୁ ବୁଝାଇ ଦେବା ଉଚିତ ।

ମଣିଷର ଭାଗ୍ୟ ପରିବର୍ତ୍ତନ ହେବାକୁ ଥିଲେ ବା ତା ଜୀବନରେ କିଛି ଖୁସି ଆସିବାର ଥିଲେ ଇଶ୍ଵରଙ୍କ ଠାରୁ କିଛି ସଙ୍କେତ ମିଳିଥାଏ । ଏହି ସଙ୍କେତ ଭଲ ବା ଖରାପ ମଧ୍ୟ ହୋଇଥାଏ । ଏହାକୁ ନ ଜାଣି ପାରି ମଣିଷ ନିଜର ମୁର୍ଖାମି ଭଳି ଅନେକ ଭୁଲ କାମ କରିଥାଏ । ଆଜେ ଆମେ ଆପଣ ମାନଙ୍କୁ ଏହି ସଙ୍କେତ ଗୁଡିକ କଣ ରହିଛି ଯାହା ଶାସ୍ତ୍ରରେ କୁହା ଯାଇଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- : ଘରର ସଦସ୍ୟ କୌଣସି କାରଣ ପାଇଁ ଅଚାନକ ଖୁସି ହେବା ହେଉଛି ପ୍ରଥମ ସଂକେତ ଯାହା କେହି କେବେ ଅନୁଭବ କରି ପାରନ୍ତି ନାହି । ଖୁଶିର ଆଗମନ ଏପରି ଭାବେ ହୋଇଥାଏ ଯାହା ମଣିଷ ଅନୁଭବ କରିପାରେ ନାହି । ଏଭଳି ହେଲେ ଘରକୁ ଖୁସି ଆସିବାର ସମ୍ଭାବନା ରହିଥାଏ ।

୨- ଶାସ୍ତ୍ର ଅନୁସାରେ ଘରକୁ ଅତିଥିର ଆଗମନ ହେବା ଶୁଭ ବୋଲି ମନାଯାଏ । ଯଦି କୌଣସି ପୁରୁଣା ସାଙ୍ଗ ବା ଅତି ନିଜର ସମ୍ପର୍କୀୟ ଯାହା ସହ ଆପଣଙ୍କର ଗଭୀର ସମ୍ପର୍କ ରହିଥିବ ସେମାନେ ଅଚାନକ ଘରକୁ ଆସିଥାନ୍ତି ତେବେ ଏହା ସଙ୍କେତ ଦେଇଥାଏ ଯେ ଆପଣଙ୍କୁ ଘରକୁ ନୂଆ ଖୁସିର ଆଗମନ ହେଉଛି ।

୩- କୌଣସି ଜାଗାକୁ ଯାତ୍ରା କରିବା ସମୟରେ ଯଦି ଆପଣଙ୍କୁ ଗାଈ ବା ହରିଣ ଦେଖାଯାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏହାଛଡା ରାସ୍ତାରେ ଯିବା ସମୟରେ କୌଣସି ଶବ ଦେଖିଲେ ମଧ୍ୟ ଶୁଭ ହୋଇଥାଏ । ଏହି ସଂକେତ ମାଧ୍ୟମରେ ଆପଣଙ୍କ ଘରକୁ କୌଣସି ଖୁସିର ଆଗମନ ହୋଇଥାଏ ।

୪- ଯଦି ଆପଣଙ୍କ ଘରେ ନୂଆ ବସ୍ତ୍ର, ଗହଣା ଓ ଉପହାର ମିଳିଥିବା ପଇସା ଆସେ ତେବେ ଏହା ସଂକେତ ମିଳିଥାଏ ଯେ ଆପଣଙ୍କ ଜୀବନରେ ଉନ୍ନତି ଓ ସଫଳତା ଆସିବାକୁ ଯାଉଛି ।

୫- ଯଦି ଆପଣଙ୍କ ଘରେ ପିଲା ମାନେ ଆସି ଖେଳିଥାନ୍ତି ତେବେ ଆପଣକ ଘର ପିଲା ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ପିଲା ମାନେ ଆପଣଙ୍କ ଘରେ ହସଖୁସିରେ ଖେଳି ନିଜର ସମୟ ଅତିବାହିତ କରୁଥିଲେ ଏହା ଏକ ଶୁଭ ସଂକେତ ବୋଲି ଜଣାଯାଏ । ଏହା ଫଳରେ ଆପଣଙ୍କ ଘର ଅତ୍ୟନ୍ତ ଶୁଭ ଓ ବାସ୍ତୁ ଦୋଷରୁ ମୁକ୍ତ ହୋଇଥାଏ ।

୬- ଆପଣଙ୍କ ଘରକୁ ଛୋଟ କନ୍ୟା ବା ସାଧୁ ସନ୍ଥଙ୍କର ଆଗମନ ହେବା ସହ ତାଙ୍କର ଆଶୀର୍ବାଦ ମିଳିଥାଏ । ଏହାଛଡା ଏକ ପାତ୍ରରେ ପାଣି ଭରା ହୋଇ ରହିଥିବ ଓ ଅନ୍ୟ ଏକ ପାତ୍ରରେ ଦହି ଥିଲେ  ଏହା ଶୁଭ ସଂକେତ ବୋଲି ମାନଯାଏ । ଏହା ଫଳରେ ଆପଣଙ୍କ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।