ଧନପ୍ରାପ୍ତି ର ସ୍ଵପ୍ନ, ଜାଣନ୍ତୁ କିପରି ସ୍ଵପ୍ନ ଦେଖାଇବ ଆପଣଙ୍କୁ ଧନ ପ୍ରାପ୍ତିର ମାର୍ଗ

ଆଜି ଆମେ କଥା ହେବା ଧନବାନ କରିଦେବା ଭଳି ସ୍ଵପ୍ନ ବିଷୟରେ । ଆଜ୍ଞା ହଁ, ଏମିତି ୯ ଟି ସ୍ଵପ୍ନ ଯାହା ଆପଣଙ୍କୁ ଦର୍ଶାଇଥାଏ କି ଆପଣ ଜଲ୍ଦି ହିଁ ଧନବାନ ହେବେ । ତେବେ ଆସନ୍ତୁ ଜାଣିବା ସେହି ସ୍ଵପ୍ନ ବିଷୟରେ ।

୧. ଯଦି ଆପଣଙ୍କ ସ୍ଵପ୍ନରେ ମନ୍ଦିରର ଶଙ୍ଖ ଧ୍ଵନୀ ବା ଘଣ୍ଟି ବାଜିବାର ଆବାଜ ଶୁଣା ଯାଇଥାଏ ନତୁବା ବାଜୁଥିବା ଶଙ୍ଖ ଦେଖାଯାଇଥାଏ ତେବେ ଏହା ସୁଚାଇଥାଏ କି ଶୀଘ୍ର ଆପଣଙ୍କୁ ଧନପ୍ରାପ୍ତି ହେବାର ଅଛି ।

୨. ଯଦି ଆପଣ ସ୍ଵପ୍ନରେ ମାତା ଲକ୍ଷ୍ମୀଙ୍କର ବାହନ ପେଚାକୁ ଦେଖୁଛନ୍ତି ତେବେ ଏହା ମଧ୍ୟ ଧନପ୍ରାପ୍ତିର ସଙ୍କେତ ହୋଇଥାଏ ।

୩. ଯଦି ଆପଣଙ୍କୁ ସବୁଦିନ ସ୍ଵପ୍ନରେ ସବୁଜ ସୁନ୍ଦର ବଗିଚା ଦେଖାଯାଇଥାଏ ଓ ଆପଣଙ୍କ ଚାରିପଟରେ ସବୁଜ ଗଛଲତା ଦେଖା ଯାଇଥାଏ ତେବେ ଏହା ସ୍ପଷ୍ଟ କରିଥାଏ କି ଆପଣଙ୍କୁ ବହୁତ ଜଲ୍ଦି ଧନପ୍ରାପ୍ତି ହେବାର ଅଛି ।

୪. ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଓ ଆପଣଙ୍କୁ ଲାଲ ଶାଢୀ ପିନ୍ଧିଥିବା ଓ ଶିଂଗାର କରିଥିବା ମହିଳା ଦେଖାଯାଏ ତେବେ ଏହା ସଙ୍କେତ ହୋଇଥାଏ କି ନିଶ୍ଚିତ ରୂପରେ ଆପଣଙ୍କୁ ଧନର ପ୍ରାପ୍ତି ହେବାର ଅଛି ।

୫. ସକାଳୁ ଉଠିବା ମାତ୍ରେ ଆଖୁ ଦେଖିବା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ଏହା ବ୍ଯତୀତ ମୟୂର, ଶ୍ରୀଫଳ, ଫୁଲ ବା ଫୁଲ ମାଳ ଦେଖିବା ବି ଶୁଭ ସଙ୍କେତ ହୋଇଥାଏ ।

୬. ଆମର ହିନ୍ଦୁଶାସ୍ତ୍ର ଓ ଧର୍ମ ଗ୍ରନ୍ଥରେ ଶୁକ୍ରବାରକୁ ମହାଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ । ଯଦି ଏହି ଦିନ ଆପଣଙ୍କୁ କୌଣସି କନ୍ୟା ସିକ୍କା ଟିଏ ଦେଉଛି ତ ସେ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସିଦ୍ଧ ହୋଇଥାଏ । ଏହି ସିକ୍କା ମାଧ୍ୟମରେ ଆପଣଙ୍କ ଉପରେ ଧନର ବର୍ଷା ସମ୍ଭବ ଅଟେ ।

୭. ଯଦି ଆପଣ ଘରୁ ବାହାରିବା ସମୟରେ ଗାଈ ଦେଖା ଯାଇଥାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ବିଶେଷ କରି ଧଳା ରଙ୍ଗର ଗାଈକୁ ଶୁଭ ସଙ୍କେତ ମାନନ୍ତି ।

୮. ଯଦି ଆପଣଙ୍କୁ ସ୍ଵପ୍ନରେ ଧଳା ରଙ୍ଗର ବା ସୁନେଲି ରଙ୍ଗର ସାପ ଦେଖାଯାଇଥାଏ ତେବେ ଏହା ସଙ୍କେତ ହୋଇଥାଏ କି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ହୋଇଛି ଓ ବହୁତ ଶୀଘ୍ର ଆପଣଙ୍କ ହାତରେ କୌଣସି ବଡ ସମ୍ପତ୍ତି ଲାଗିବାର ଅଛି ।

୯. ଯଦି ସ୍ଵପ୍ନରେ ଆପଣଙ୍କୁ ଘୋଡା ବା ହାତୀ ଦେଖା ଦେଇଥାଏ ତେବେ ଜଲ୍ଦି ଆପଣଙ୍କୁ ଧନର ପ୍ରାପ୍ତି ହୋଇପାରେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।