ଡିଜେଲକୁ ଓଡିଆରେ କଣ କୁହାଯାଏ ? ଗାଡିରେ ସବୁଦିନ ପକାଇଥାନ୍ତି କିନ୍ତୁ ୯୯ % ଲୋକ ଏହାର ଉତ୍ତର ଜାଣି ନାହାନ୍ତି

ବର୍ତ୍ତମାନ ସମୟରେ କୌଣସି ବି ଚାକିରି କରିବା ପାଇଁ ଇଣ୍ଟରଭିୟୁ ଦେବା ନିଶ୍ଚିତ ଆବଶ୍ୟକ । କହିବାକୁ ଗଲେ କିଛି ଇଣ୍ଟରଭିୟୁ କିଛି ସହଜ ହୋଇଥାଏ ତ କିଛି ବହୁତ କଠିନ ହୋଇଥାଏ । ଯାହାକୁ ପାସ କରିବା ବହୁତ କଷ୍ଟ ଅଟେ । ସରକାରୀ ଚାକିରିର ଇଣ୍ଟରଭିୟୁରେ କଣ ପ୍ରଶ୍ନ ପଚରାଯାଏ । କାରଣ ଏହି ପରୀକ୍ଷା ଦେଉଥିବା ଲୋକମାନେ ବହୁତ ଲୋକ ଏମିତି ହୋଇଥାନ୍ତି କି ଯାହାଙ୍କୁ ଏଠି ହିଁ ଫେରିବାକୁ ପଡେ ।

ଏହି ସମୟରେ ଆପଣଙ୍କର ମନୋସ୍ଥିତି ଜାଣିବା ପାଇଁ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି କିଛି ଏମିତି ପ୍ରଶ୍ନ ପଚାରିଥାଏ କି ଯାହାକୁ ଆପଣ କେବେ ବି କେଉଁଠି ଶୁଣି ନ ଥିବ କି ପଢି ନ ଥିବେ । କହିବାକୁ ଗଲେ ଏହି ସବୁ ପ୍ରଶ୍ନ ଆପଣଙ୍କର IQ ଟେଷ୍ଟ କରିବା ପାଇଁ ପଚରାଯାଇ ଥାଏ । ଯାହାକୁ ଆପଣ ସ୍ଥିତି ଅନୁସାରେ ନିଜର ନିର୍ଣୟ ନେଇ ପାରିବେ ।

ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଟରଭିୟୁରେ ପଚରାଯାଇଥିବା କିଛି ଏମିତି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ, ଯାହାର ଉତ୍ତର ଇଣ୍ଟରଭିୟୁ ଦେଉଥିବା ବ୍ୟକ୍ତି ବଡ ଚତୁରତାର ସହ ଦିଅନ୍ତି ।

ପ୍ରଶ୍ନ : ଅଦାର ଯେଉଁ ଅଂସ ମାଟିରେ ହୋଇଥାଏ ଏବଂ ଖାଦ୍ୟର ସଂଗ୍ରହଣ କରିଥାଏ । ତାହାକୁ କଣ କୁହାଯାଏ ?

ଉତ୍ତର : ପ୍ରକନ୍ଦ

ପ୍ରଶ୍ନ : ତାହା କଣ ଅଟେ ଯାହା ସବୁଜ ଖାଦ ରୂପରେ ବ୍ୟବହାର କରାଯାଏ ?

ଉତ୍ତର : ବିରି, ହରଡ ଏବଂ ମୁଗ

ପ୍ରଶ୍ନ : ବିଶ୍ଵରେ ଫଳ ଉତ୍ପାଦନରେ ଭାରତର ଯୋଗଦାନ କେତେ ଅଟେ ?

ଉତ୍ତର : ପାଖାପାଖି ୧୫%

ପ୍ରଶ୍ନ : ଡିଜେଲକୁ ଓଡିଆରେ କଣ କୁହାଯାଏ ?

ଉତ୍ତର : ଡିଜେଲକୁ ଓଡିଆରେ ‘ସଂପୀଡନ – ଜ୍ଵଳନ ଇନ୍ଧନ’ କୁହାଯାଏ ।