ଦେଖୁ ଦେଖୁ ବନ୍ୟା ପାଣିରେ ଭାସିଗଲେ ବାଇକ ଆରୋହୀ, ଏହି video ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ଶୀତଦିନେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବା ଫଳରେ ବିଶେଷ କରି ଦକ୍ଷିଣ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଦକ୍ଷିଣ ଭାରତର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ସ୍ଥାନରେ ବନ୍ୟା ସୃଷ୍ଟି ହେଲେ କେତେ ଧନଜୀବନ ସେଥିପାଇଁ ବି-ପ-ଦ ମୁଖରେ ପଡନ୍ତି ତହ ସମସ୍ତଙ୍କୁ ଜଣା ।

ନଦୀ ଜଳ ମା-ଡି ଆସିବା ଫଳରେ ଅନେକ ସ୍ଥାନରେ ଲୋକେ ବାସହରା ହେବା ସହ ସହ ପଶୁପକ୍ଷୀ ଓ ମଣିଷ ମଧ୍ୟ ନଦୀ ସ୍ରୋତରେ ଭା-ସି ଯାଇ ପ୍ରାଣ ହରାଇଥାନ୍ତି । ତେବେ ଶୀତ ଦିନେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ଦକ୍ଷିଣ ଭାରତର ଅନେକ ଇଲାକାରେ ବର୍ଷା ଦିନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶରେ ବର୍ଷା ଯୋଗୁଁ କିପରି ପାହାଡରୁ ଜଳସ୍ରୋତ ମା-ଡି ଆସିଥିଲା ତାହା ଆପଣ ନିଶ୍ଚୟ ଶୁଣିଥିବେ ।

ଏହା ଯୋଗୁଁ ସେଠାରେ ଅନେକ ପର୍ଯ୍ୟଟକ ମଧ୍ୟ ଫ-ସି ରହିଥିଲେ ଓ ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା । ସେହିପରି ପରିସ୍ଥିତି କର୍ଣ୍ଣାଟକରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ସେଠାରେ ମଧ୍ୟ ନଦୀ ପାଣି ଫୁ-ଲି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ବଢି ହେବାରୁ ବନ୍ୟା ପାଣି ରାସ୍ତାକୁ ମାଡି ଆସିଛି ଓ ରାସ୍ତାରେ ମଧ୍ୟ ନଦୀର ଭ୍ରମ ସୃଷ୍ଟି କରିଛି ।

ତେବେ ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ସେହି ବନ୍ୟା ଜଳରେ କେତେ ଭୟଙ୍କର ଘ-ଟ-ଣା ଘ-ଟି ଯାଇଛି । ରାସ୍ତାରେ ନଦୀ ଜଳ ଉଛୁଳି ଜଳସ୍ରୋତ ବୋହୁଥିବା ବେଳେ ସେଥିରେ ଦେଖୁ ଦେଖୁ ବାଇକ ଆରୋହି ଭା-ସି ଯାଇଥିଲେ । ଆଉ ଏହି ସମୟର ଭି-ଡି-ଓ କେହି ଜଣେ ଦୂରରୁ ଥାଇ ନିଜ କ୍ୟାମେରାରେ ଉତ୍ତୋଳନ କରୁଥିଲେ । ବାଇକ ଦୁଇଟି ବନ୍ୟା ଜଳକୁ ଖସି ପଡିଥିବା ବେଳେ ଅନେକ ସମୟ ଧରି ଦୁଇ ଜଣ ବ୍ୟକ୍ତି ନିଜ ନିଜ ବାଇକକୁ ଉଠାଇବାକୁ ଚେଷ୍ଟା କରୁଥିଲେ ।

କିନ୍ତୁ ପାଣିର ସୁଅ ଏତେ ଅଧିକ ଥିଲା ଯେ ବାଇକଟି ଉଠାଇବା ଅସମ୍ଭବ ହେଉ ନ ଥିଲା । ତଥାପି ସମସ୍ତ ବଳ ଲଗାଇ ସେମାନେ ଚେଷ୍ଟା କରୁଥିଲେ । କିନ୍ତୁ ଶେଷରେ ହାରି ଯାଇଥିଲେ ଆଉ ବାଇକ ଚାଳକ ନିଜ ବାଇକ ସହ ଖସି ପଡିଥିଲେ ପାଣି ସୁଅ ମଧ୍ୟକୁ ।

ପାଖରେ ଠିଆ ହୋଇଥିବା ଲୋକମାନେ ଏହି ଦୃଶ୍ୟ ଦେଖି ହାଁ ହାଁ କହୁ କହୁ ଦୁହେଁ ଗଭୀର ଜଳସ୍ରୋତ ମଧ୍ୟରେ ଲୀନ ହୋଇ ଯାଇଥିଲେ । ଏହି ଦୃଶ୍ୟ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ଛାତି ଥରି ଉଠିବ । ଆପଣଙ୍କୁ ଏହି ଦୃଶ୍ୟ ଦେଖି କେମିତି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।