‘ଅପରେସନ ରାହୁଲ’ ୩୦ ମିନିଟରେ ଦେଖନ୍ତୁ ୧୦୫ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ର ପୂରା ଚିତ୍ର, ଦେଖନ୍ତୁ Video

ମଣିଷ ଜୀବନରେ ଅନେକ ପର୍ଯ୍ୟାୟ ଆସି ଥାଏ । ତେବେ ସେହି ଭଳି ମଣିଷ ଯେତେ ବେଳେ ବାପା ବା ମା ହୁଏ। ତା ଜୀବନରେ ସବୁଠାରୁ ବଡ଼ ଜିନିଷ ହେଉଛି ତା ସନ୍ତାନ । ତା ସନ୍ତାନ ର ଯଦି କିଛି ହୋଇଥାଏ ତେବେ ସେ ନିଜର ଭାର ସାମ୍ୟ ହରାଇ ଥାଏ । ସେ ନିଜର ଜୀବନ କୁ ମଧ୍ୟ ଭୁଲି ଯାଇ ଥାଏ ଯଦି ତା ପିଲାର କିଛି ହୋଇ ଥାଏ । ପିଲା ମାନେ ଖେଳିବା ବା ବୁଲିବା ବେଳେ କୌଣସି କାର୍ଯ୍ୟ କରିଥାନ୍ତି ବା କୌଣସି କାର୍ଯ୍ୟ କରି ନଥାନ୍ତି ବା କୌଣସି ସ୍ଥାନ କୁ ଯାଇ ଥାନ୍ତି ସେମାନେ ନିଜର ଧ୍ୟାନ ରେ ରଖନ୍ତି ନାହିଁ ।

କୌଣସି ସ୍ଥାନ କୁ ଠିକ ସେ ନ ଦେଖି ଭୁଲ ରେ ମଧ୍ୟ ବେଳେ ବେଳେ ବହୁତ ଅସୁବିଧା ସୃଷ୍ଟି କରିଥାନ୍ତି । ତେବେ ବାପା ମା ନିଜର ଛୁଆଙ୍କ ପ୍ରତି ଧ୍ୟାନ ରଖିବା ଉଚିତ । ଛୋଟ ଛୁଆ ମାନେ କୋଉଟା ଭଲ କୋଉଟା ଖରାପ ସେମାନେ ଜାଣନ୍ତିନି । ତେବେ ସେହିଭଳି ଏକ ଘଟଣା ହୋଇଛି ଯାହା କି ଛତିଶଗଡ଼ ଜିଲ୍ଲା ର ଚମ୍ପା ଅଞ୍ଚଳ ରେ ହୋଇଛି। ରାହୁଲ ନାମର ପୁଅ ।

ସେ ଏକ ବୋରୱେଲ ମଧ୍ୟ ରେ ଫସି ଯାଇ ଛନ୍ତି । ତେବେ ସେ ଦୀର୍ଘ ଚାରି ଦିନ ଧରି ରହି ଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇ ଥିଲା । ତାଙ୍କୁ ତରଳ ପଦାର୍ଥ ଖାଇବାକୁ ଦିଆ ଯାଉ ଥିଲା । କାରଣ ସେ ଜଳ ମଧ୍ୟ ରେ ଫସିଯାଇଛନ୍ତି । ତାଙ୍କୁ ଖାଦ୍ୟ ଆଦି ଭଲ ରେ ମିଳି ପାରୁ ନ ଥିବା ରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ । ତେଣୁ ତାଙ୍କୁ ତରଳ ଖାଦ୍ୟ ସହିତ ଔଷଧ ମିଶାଇ ଖାଇବାକୁ ଦିଆ ଯାଉଛି ।

କଦଳୀ ଓ ତରଳ ଖାଦ୍ୟ କେବଳ ରାହୁଲଙ୍କ ପ୍ରଦାନ କରାଯାଇଛି। ତାଙ୍କ ପାଇଁ ସ୍ୱତନ୍ତ୍ର ତାକ୍ତର ଟିମ ମଧ୍ୟ ସେଠାରେ ଅଛନ୍ତି । ତେବେ ଆଜି ସକାଳେ ଏନଡ଼ିଆରଏଫ ଟିମ ଯାଇ ରାହୁଲ ଙ୍କୁ ଉଦ୍ଧାର କରିବା କାର୍ଯ୍ୟ ରେ ଲାଗିଛନ୍ତି । ତେବେ ଦୀର୍ଘ ଚାରିଦିନ ଧରି ରାହୁଲ ସଙ୍ଘର୍ଷ କରୁଛନ୍ତି । ତାଙ୍କୁ ଉଦ୍ଧାର ଟିମ ପକ୍ଷ ରୁ ରାହୁଲ ଙ୍କୁ ସବୁ ସୁବିଧା ପ୍ରଦାନ କରାଯାଉଛି।

ତେବେ ପ୍ରଚେଷ୍ଟା ଚାଲିଛି ରାହୁଲ ଙ୍କୁ ବାହାର କରିବା ପରେ । ଖୋଳା ଖୋଳି କାର୍ଯ୍ୟ ଆରମ୍ଭ ହୋଇ ସାରିଛି ବିଭିନ୍ନ ସୋସିଆଲ ମିଡିଆ ରେ ଏହି ଖବର ଲାଇଭ ଟେଲିକାଷ୍ଟ ଚାଲିଛି । ତେବେ ରାହୁଲଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଏନଡ଼ିଆରଏଫ ଟିମ ପକ୍ଷରୁ ଚାଲିଛି । ତେବେ ବହୁତ ଶୀଘ୍ର ରାହୁଲ ଙ୍କୁ ଉଦ୍ଧାର କରାଯିବ । ତେବେ ପ୍ରତି କ୍ଷଣରେ ଏହି ସମାଚାର ବିଭିନ୍ନ ସୋସିଆଲ ମିଡିଆ ରେ ଚାଲିଛି ।