ପ୍ରେମୀ ଯୋଡାଙ୍କ ସହ ପଞ୍ଚାଯତ କରିଲା କିଛି ଏମିତି କାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ ଏହି ଭାଇରାଲ Video

ୟୁପିର ବସ୍ତିରୁ ଏଭଳି ଏକ ହ-ଇ-ରା-ଣ କରିଦେବା ଭଳି ଖବର ସାମନାକୁ ଆସିଛି ଯାହା ଆପଣଙ୍କୁ ବିଲକୁଲ ନ୍ୟା-ୟ-ସ-ଙ୍ଗ-ତ ଲାଗିବ ନାହିଁ । ବସ୍ତିର ପଞ୍ଚାୟତ ଫ-ଇ-ସ-ଲା ଶୁଣେଇବା ପରେ ଏକ ନାବାଳକ ପ୍ରେମୀ ଯୋଡାଙ୍କ ମୁ-ହଁ-ରେ କ-ଳା ଲ-ଗା-ଇ ତାଙ୍କ ବେକରେ ଚ-ପ-ଲ ମା-ଳ ପକାଇ ତାଙ୍କୁ ପୁରା ଗ୍ରାମରେ ବୁଲା ଯାଇଛି । କୌଣସି ଗ୍ରାମବାସୀ ମଧ୍ୟ ଏହି ଘ-ଟ-ଣା-ର ବି-ରୋ-ଧ କରି ନାହାନ୍ତି ।

ଆ-ଇ-ନ-କୁ ହାତକୁ ନେବା ପାଇଁ କୌଣସି ପଞ୍ଚାୟତ ବା ଗ୍ରାମସଭାକୁ ଅଧିକାର ଦିଆଯାଇ ନାହିଁ । ଏହା ସତ୍ତ୍ୱେ ୟୁପିରେ ଘ-ଟି ଯାଇଛି ଏଭଳି ଏକ ଅ-ପ-ମା-ନ ଜ-ନ-କ କା-ଣ୍ଡ । ତେବେ ପୁରା ଘ-ଟ-ଣା-ଟି ହେଉଛି କିଛି ଗ୍ରାମବାସୀ ଏହି ପ୍ରେମୀ ଯୋଡାଙ୍କୁ ଆ-ପ-ତ୍ତି-ଜ-ନ-କ ଅବସ୍ଥାରେ ଧ-ରି ନେ-ଇ-ଥି-ଲେ । ଏହାପରେ ସେମାନଙ୍କୁ ଗାଁ ପଞ୍ଚାୟତରେ ଅ-ପ-ରା-ଧୀ ମାନଙ୍କ ଭଳି ପେଶ କରାଯାଇ ଥିଲା । ଆଉ ପଞ୍ଚାୟତ ମୁଖିଆ ପୁରା ଜଜ୍ ବନି ଚୌକିରେ ବସି ପଡିଥିଲେ । ପ୍ରେମୀ ଯୁଗଳଙ୍କୁ ଅ-ପ-ରା-ଧୀ ଭଳି ଭୂମିରେ ବସେଇ ଦିଆ ଗଲା ।

ଆଉ ଏହାପରେ ଗାଁ ଲୋକେ ମଧ୍ୟ ଦର୍ଶକ ବନି ଠିଆ ହୋଇଗଲେ । ପଞ୍ଚାୟତ ସଦସ୍ୟ ଏହି ପ୍ରେମୀ ଯୁଗଳଙ୍କୁ ଦ-ଣ୍ଡ ଶୁଣାଇଥିଲେ । ପଞ୍ଚାୟତ ଫ-ଇ-ସ-ଲା ଅନୁଯାୟୀ ଏମାନଙ୍କ ମୁହଁରେ କ-ଳା ବୋ-ଳି, ଚ-ପ-ଲ ମା-ଳ ପକାଇ ଗାଁ ସାରା ବୁଲେଇବାକୁ କୁହାଗଲା । ପଞ୍ଚାୟତ ଶୁଣାଇଥିବା ଫ-ଇ-ସ-ଲା-କୁ ଗାଁ ରେ କେହି ମଧ୍ୟ ବି-ରୋ-ଧ କରି ନଥିଲେ । ଆଉ ଏହାପରେ ନାବାଳକ ପ୍ରେମୀ ଯୋଡାଙ୍କୁ ପୁରା ଗାଁ ରେ ତାଙ୍କ ଚେହେରାରେ କାଳି ବୋଳି ଚ-ପ-ଲ ମା-ଳ ପିନ୍ଧାଇ ବୁଲାଗଲା ।

ଏହି ଘ-ଟ-ଣା-ର ଭି-ଡି-ଓ ଭା-ଇ-ରା-ଲ ହେବା ପରେ ପୋ-ଲି-ସ ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚି ଯା-ଞ୍ଚ କରିଥିଲା । ଏହି ମା-ମ-ଲା-ରେ ପୋ-ଲି-ସ ଏବେ ପର୍ଯ୍ୟନ୍ତ ୧୩ ଜଣଙ୍କ ବି-ରୋ-ଧ-ରେ ମା-ମ-ଲା ରୁ-ଜୁ କରିଛି ଓ ୫ ଜଣଙ୍କୁ ଗି-ର-ଫ କରିଛି । ବାକି ଆ-ରୋ-ପୀ ମାନଙ୍କ ସନ୍ଧାନ ଜାରି ରଖିଛି ପୋ-ଲି-ସ । ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭା-ଇ-ରା-ଲ ହେଉଛି । ଗ୍ରାମବାସୀଙ୍କ ଏହିପରି କାର୍ଯ୍ୟ କେତେ ଦୂର ଯୁକ୍ତିଯୁକ୍ତ ଥିଲା ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।