ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି : ଦେଖନ୍ତୁ କେମିତି ୪ ସେକଣ୍ଡରେ ବନ୍ୟା ପୋଲକୁ କରିଦେଲା ଧରାଶାୟୀ

ପ୍ରବଳ ବର୍ଷା କାରଣରୁ ଦେଶର ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ପ୍ରକାରର ଘଟଣା ସାମ୍ନାକୁ ଆସିଥାଏ । ବର୍ଷା ଯୋଗୁ ଆସୁଥିବା ବନ୍ୟା କାରଣରୁ କେତେକ ଲୋକମାନେ ଘର ଛାଡିବାକୁ ବି ବାଧ୍ୟ ହୋଇ ଯାଆନ୍ତି । ଏହିଭଳି ହିଁ ଏକ ବନ୍ୟାରେ କ୍ୟାମେରାରେ ରେକର୍ଡିଂ ହୋଇଥିବା ଏକ ଭିଡିଓ ରେ ଭୟାବହ ଦୃଶ୍ୟ ନଜର ଆସୁଛି, ଯାହାକୁ ଦେଖିଲେ ଆପଣଙ୍କର ଆଖି ଖୋଲା କୁ ଖୋଲା ରହିଯିବ ।

·    ହିମାଚଳ ପ୍ରଦେଶର କାଂଗଡ଼ା ଜିଲ୍ଲାରେ ବହୁତ ବର୍ଷା ହେବା କାରଣରୁ ଆସିଥିବା ବନ୍ୟାରେ ରାଜ୍ୟର ଏକ ୪୪ ବର୍ଷ ପୁରୁଣା ପୋଲ କିଛି ସେକେଣ୍ଡରେ ହିଁ ବର୍ବାଦ ହୋଇଗଲା ।

·    କାଂଗଡ଼ା, ହମୀରପୁର ଓ ବିଲାସପୁର ଜିଲ୍ଲାରେ ଭାରି ବର୍ଷା ହୋଇଥିଲା । ଯେଉଁ କାରଣରୁ ଏହାର ତଳ ଭାଗ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ଯାଇଥିଲା ।

·    ଏହା ସହିତ ପାଣି ଓ ବିଜୁଳି ବି ବନ୍ଦ ହୋଇ ଯାଇଥିଲା ।

·    ବନ୍ୟାରେ ପୋଲର ଆଠଟି ଖମ୍ବ ପୂରାପୂରି ଭାଙ୍ଗି ନଷ୍ଟ ହୋଇଗଲା ।

·    ପୋଲିସ କହିଲେ କି ୧୯୭୨ ରେ ନିର୍ମିତ ଜିଲ୍ଲା ନୂରପୁରକୁ ପଞ୍ଜାବ ସହ ସଂଯୋଗ କରୁଥିବା ଏହି ୧୬୦ ମିଟର ଲମ୍ବା କଂଡରୋରୀ ପୋଲ ଭାରି ବର୍ଷା କାରଣରୁ ନଷ୍ଟ ହୋଇ ଯାଇଛି ।

ଦେଖନ୍ତୁ ଭିଡିଓ :

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।