Live ବଜ୍ରପାତ ର ଭିଡିଓ କ୍ୟାମେରାରେ ହେଇଗଲା କ୍ୟାପଚର, ଚାହୁଁ ଚାହୁଁ ହୁ-ହୁ ହେଇ ଜଳିଗଲା ଗଛ, ଦେଖନ୍ତୁ Viral ଭିଡିଓ

ପ୍ରତିଦିନ ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସେଥି ମଧ୍ୟରୁ କେବେ କେବେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଦେଖିଲେ ଲୋମ ଟାଙ୍କୁରି ଉଠେ ।

ଏବେ ଠିକ୍ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଯାହା ଦେଖିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ପ୍ରକୃତି ଯେତିକି ଶାନ୍ତ ଓ ସୁନ୍ଦର ସେତିକି ଭୟଙ୍କର ମଧ୍ୟ ଅଟେ । ତେବେ ଚାଲନ୍ତୁ ଦେଖିବା କଣ ରହିଛି ଭିଡ଼ିଓରେ । ଅଳ୍ପ କିଛି ଦିନ ପୂର୍ବରୁ ୟାସ୍ ଚକ୍ରବର୍ତ୍ତୀ ଝଡ଼ କିପରି ଉପକୂଳ ଓଡ଼ିଶା ଓ ଉପକୂଳ ପଶ୍ଚିମ ବଙ୍ଗରେ ଭୟଙ୍କର କ୍ଷୟ କ୍ଷତି ଘଟାଇଥିଲା, ଆପଣ ସମସ୍ତେ ଜାଣିଥିବେ ।

ସେହିପରି ତା’ର କିଛି ପୂର୍ବରୁ ସାମୁଦ୍ରିକ ଝଡ଼ ତାଉତେ ମଧ୍ୟ ତାଣ୍ଡବ ରଚିଥିଲା । ପ୍ରତି ବର୍ଷ ଏହିପରି ବନ୍ୟା, ବାତ୍ୟା, ଝଡ଼, ଭୂକମ୍ପ ଓ ବଜ୍ରପାତ ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ପ୍ରାଣ ଓ ବାସ ଗୃହ, ଧନ ସମ୍ପତ୍ତି ଆଦି ହରାଇଥାନ୍ତି ।

ଏହା ସହ ଅନେକ ପ୍ରାକୃତିକ କ୍ଷୟ କ୍ଷତି ମଧ୍ୟ ହୋଇଥାଏ । ତେବେ ୟାସ୍ ଚକ୍ରବର୍ତ୍ତୀ ଝଡ ଏବଂ ବର୍ଷା ମଧ୍ୟରେ ସନ୍ଧ୍ୟା ସମୟରେ ଗୋଟିଏ ତାଳ ଗଛ ଉପରେ ବ-ଜ୍ର-ପା-ତ ହେବା ପରେ ଗଛଟି ନି-ଆଁ ଲା-ଗି ଯାଇଥିଲା । ଯାହା ଦ୍ଵାରା ତାଳ ଗଛ ଟି ଘୁ ଘୁ ହୋଇ ଜ-ଳି-ବା-କୁ ଲାଗିଲା । ଏହି ସମୟରେ ସେଠାରେ ଉପସ୍ଥିତ ଲୋକ ସେହି ବ-ଜ୍ର-ପା-ତ ଓ ଗଛ ଜ-ଳୁ-ଥି-ବା ସମୟର ଭିଡିଓ ମୋବାଇଲ ରେ ସୁ-ଟିଂ କରି ନେଇ ଥିଲେ ।

ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଘଟଣାଟି ଦରଭଙ୍ଗାର ଏକ ଗ୍ରାମ ବେଲଦାର ଟୋଲି ର ବୋଲି ଜଣା ପଡିଛି । ଗଛଟି ହୁତୁ ହୁତୁ ହୋଇ ଜ-ଳୁ-ଥି-ବା-ର ଦୃଶ୍ୟ ଦର୍ଶକଙ୍କ ମନରେ ଅଜଣା ଭୟ ସୃଷ୍ଟି କରୁଛି । ପ୍ରକୃତିର ଏପରି ପ୍ରକୋପ ଦେଖି କିଏ ମଧ୍ୟ ଭୟ କରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ