ଘରେ ଆସି ଲୁଚିଥିଲା ଏକ ଏମିତି ଭୟଙ୍କର ସାପ, ଯାହାର ନାମ ଶୁଣିବା ମାତ୍ରେ ସମସ୍ତେ ଥରିବାକୁ ଲାଗନ୍ତି, ଆଉ ତା’ ପରେ…ଦେଖନ୍ତୁ Video

ସାପ ଏକ ବି-ଷ-ଧ-ର ପ୍ରଜାତିର ସରୀସୃପ ଅଟେ । ସାପ କା-ମୁ-ଡି-ଲେ ଯଦି ଠି ସମୟରେ ଚିକିତ୍ସା ନ କରାଯାଏ, ତେବେ ବ୍ଯକ୍ତିର ମୃତ୍ୟୁ ନିଶ୍ଚିତ । ଆମ ଦେଶରେ ଦେଖା ଯାଉଥିବା କିଛି ବି-ଷ-ଧ-ର ସାପ ଏମିତି ଅଛନ୍ତି ଯାହା କା-ମୁ-ଡି-ଲେ ବ୍ୟକ୍ତି ଖୁବ କମ ସମୟ ମଧ୍ୟରେ ମୃତ୍ୟୁବରଣ କରିଥାଏ । ସାପ କା-ମୁ-ଡି-ବା ପରେ ଆଜି ବି ଆମ ଦେଶରେ ଅନେକ ଅନ୍ଧବିଶ୍ଵାସ ପ୍ରଥା ରହିଛି । ଯାହା ହେତୁ ସଠିକ ସମୟରେ ଚିକିତ୍ସା ନ କରିବା ଯୋଗୁଁ ବ୍ୟକ୍ତିର ଜୀବନ ଚାଲିଯାଏ । ଏହିପରି ଗୋଟିଏ ବି-ଷ-ଧ-ର ସାପ ହେଉଛି ଚିତି ସାପ । ଯାହାର ବି-ଷ ଅତ୍ୟନ୍ତ ଭୟଙ୍କର ।

ଏହିପରି ଏକ ଚିତି ସାପକୁ ଜୋନପୁରରୁ ୨୫ କିମି ଦୂର ମହାନପୁର ଗ୍ରାମରୁ ଉଦ୍ଧାର କରାଯାଇଛି । ସାପଟି ଦେଖିବାକୁ ଯେମିତି ଭୟଙ୍କର ସେତିକି ବି-ଷ-ଧ-ର ମଧ୍ୟ । ଏହି ସାପ କା-ମୁ-ଡିଲେ ଅତି କମରେ ୧ ଘଣ୍ଟା ମଧ୍ୟରେ ବ୍ଯକ୍ତିର ମୃତ୍ୟୁ ହୋଇଯାଏ । ସାପଟି ସେହି ଗାଁ ର ଜଣେ ବ୍ୟକ୍ତିଙ୍କ ଘରେ ପ-ଶି ଆସିଥିଲା ଓ କାନ୍ଥ ସନ୍ଧିରେ ପ-ଶି ରହିଥିଲା । ଗାଁ ଲୋକେ ତୁରନ୍ତ ସାପ ଧରାଳିଙ୍କୁ ଖବର ଦେଇଥିଲେ ଓ ସେ ଆସି ସାପ ଟିକୁ ଉ-ଦ୍ଧା-ର କରିବା କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ସେହି ସମୟରେ ସାପ ଶରୀରରେ ସାମାନ୍ଯ ଆଘାତ ମଧ୍ୟ ଲାଗି ଯାଇଥିଲା । ଯାହାଫଳରେ ସାପଟି ଭଲ ଭାବେ ଚଳପ୍ରଚଳ କରି ପରି ନଥିଲା । ସାପଟିକୁ ଅତି ଯତ୍ନର ସହ କବୁରେ କରି ତା ବେକ ପାଖରୁ ଚାପି ଧରିଥିଲେ ଓ ବାହାରକୁ ଆସିବା ପରେ ତାକୁ ଏକ ଡବାରେ ଯତ୍ନ ପୂର୍ବକ ରଖି ଦେଇଥିଲେ । ଭାଗ୍ୟବଶତଃ ସମୟ ଥାଉ ଥାଉ ସାପଟିକୁ ଦେଖି ନେଇଥିଲେ ଘରଲୋକ ।

ନଚେତ ବହୁତ ବଡ ଦୁର୍ଘଟଣାର ସମୁଖୀନ ହୋଇଥାନ୍ତେ । ଆପଣ ମଧ୍ୟ ଏହିପରି ସାପ ଦେଖିଲେ ସ୍ନେକ ହେଲ୍ପଲାଇନ କିମ୍ବା ସ୍ଥାନୀୟ ସାପଧରାଳିଙ୍କୁ ଖବର ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ ଏବଂ ସାପକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରଯାଇ ପାରିବ । ଏହିପରି ପୋଷ୍ଟ ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।