ଦେଖନ୍ତୁ ଭିଡିଓ : ଅନେକ ବର୍ଷ ପରେ ଦେଖିବାକୁ ମିଳିଲା ବିରଳ Golden Cobra, ଏହାର ଗର୍ଜନ ଆପଣଙ୍କ ହୋସ ଉଡାଇଦେବ

ସାପ ନାଁ ଶୁଣିଲେ ସମସ୍ତେ ଡ-ରି-ଯା-ନ୍ତି । ମଣିଷ ଜୀବନକୁ ମୂହୁର୍ତ୍ତକ ମଧ୍ୟରେ ଉ-ଜା-ଡି ଦେଇଥାଏ ସାପ । ସେଥିପାଇଁ ସାପ ଦେଖିଲେ ସମସ୍ତେ ଦଉଡି ପଳେଇ ଯାଆନ୍ତି । ଭଗବାନ ପୃଥିବୀରେ ଭଲ ମନ୍ଦ ସବୁ ବିଷୟ ସମସ୍ତଙ୍କ ଠାରେ ଦେଇଛନ୍ତି ।

ମଣିଷ ଯେମିତି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରେ ଅନ୍ୟ ସମସତ ପ୍ରାଣୀ ମଧ୍ୟ ସେହିପରି ନିଜ ବଞ୍ଚାଇବାକୁ ଚେଷ୍ଟା କରନ୍ତି । ଆପଣ ସାପକୁ ଦେଖିଲେ ଡ-ରି-ଯା-ନ୍ତି କାରଣ ସେ ଆପଣଙ୍କୁ କା-ମୁ-ଡି ଦେଇପାରେ ବୋଲି ଆପଣ ଭାବନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ସାପ ମଧ୍ୟ ଆପଣଙ୍କୁ ଦେଖିଲେ ତା ଜୀବନ ପ୍ରତି ବିପଦ ଅଛି ଭାବି ଡ-ରି-ଯା-ଏ । ସେଥିପାଇଁ ସେ ହଠାତ କାମୁଡି ଦିଏ ।

ସାପକୁ ବହୁତ ଡ-ର-କୁ-ଳା ପ୍ରାଣୀ ବୋଲି ବିବେଚନା କରାଯାଏ । ସାପର ବି-ଷ ସିଧାସଳଖ ଆମ ଶରୀରକୁ ଯିବା ସିନା ଆମ ପାଇଁ କ୍ଷତିକାରକ ହୋଇଥାଏ, ହେଲେ ସାପ ବି-ଷ-ରୁ ପ୍ରସ୍ତୁତ ଔଷଧରୁ ଅନେକ ପ୍ରକାର ରୋଗର ଚିକିତ୍ସା ମଧ୍ୟ କରାଯାଇ ପାରେ । ଏପରିକି ସାପ କାମୁଡିଥିବା ବ୍ୟକ୍ତିକୁ ମଧ୍ୟ ସାପର ବି-ଷରୁ ହିଁ ଠିକ କରାଯାଏ । ପୃଥିବୀରେ ଆମେ ସମସ୍ତେ ସମସ୍ତଙ୍କ ପରିପୂରକ ବା ପରସ୍ପର ଉପରେ ନିର୍ଭରଶୀଳ ।

ସେଥିପାଇଁ ସାପ ଦେଖିଲେ ସାବଧାନ ରହିବା ସହ ତାକୁ ବଞ୍ଚାଇବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ । କାରଣ ଅନେକ ଲୋକ ସାପ ବିଷର ଉପକାରିତା ନ ଜାଣି ତାକୁ । ଆମ ଓଡିଶାର ଏହିପରି ଏକ ଗ୍ରାମ ବାଙ୍କିଡିଆ ରେ ଲୋକେ ଏକ ବିରଳ ଗୋଲ୍ଡେନ କୋବ୍ରା ବା ଚମ୍ପା ନାଗ ଦେଖିବାକୁ ପାଇଥିଲେ । ସେମାନେ ତାକୁ ଜଣେ ସାପଧରାଳିଙ୍କୁ ଡାକି ତାକୁ ସେଠାରୁ ଉଦ୍ଧାର କରିଥିଲେ ।

ଆପଣ ଭି-ଡି-ଓ-ରେ ଦେଖି ପାରୁଥିବେ, ସାପଧରାଳି ଜଣକ କିପରି ଅତି ନିପୁଣ ଭାବେ ନାଗ ସାପର ଲାଞ୍ଜକୁ ଧରି ଏକ ପ୍ରଶ୍ନବାଚକ ଚିହ୍ନ ଭଳି ଦେଖିବାକୁ ସ୍ଵତନ୍ତ୍ର ରଡ ସାହାଯ୍ୟରେ ସାପଟିକୁ ସୁରକ୍ଷିତ ଭାବେ ଧରି ରଖୁଛନ୍ତି । କିନ୍ତୁ ଆପଣ ଯଦି ଏ ସବୁରେ ନିପୁଣ ନୁହନ୍ତି ବାହାଦୁରି ଦେଖାଇ କେବେ ନିଜେ ସାପ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଦେଖିବାକୁ ସହଜ ଲାଗୁଥିଲେ ମଧ୍ୟ ପ୍ରକୃତରେ କିଛି ସହଜ କାର୍ଯ୍ୟ ନୁହେଁ । କାରଣ ସାମାନ୍ଯ ଅସାବଧାନତା ଯୋଗୁଁ ଆପଣ ମୃ-ତ୍ୟୁ-ମୁ-ଖ-ରେ ପଡିଯାଇ ପାରନ୍ତି ।

ଏହି ଚମ୍ପା ନାଗ ଟିର ଗର୍ଜନ ମଧ୍ୟ ଆପଣ ଶୁଣି ପାରୁଥିବେ । ଦେଖିଲେ ନିଶ୍ଚୟ ଯେତିକି ଡର ଲାଗିବ ସେତିକି କୌତୁହଳ ମଧ୍ୟ ଲାଗୁଥିବ । ଆପଣଙ୍କୁ ଏହି ସାପ ଧରିବା ଦୃଶ୍ୟ କିପାରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।